ଓଡ଼ିଆ ଅଭିନେତ୍ରୀ ସୋମାଲୀ ଙ୍କୁ ଆପଣ ବେଶ ଭଲ ଭାବରେ ଜାଣିଛନ୍ତି ଦୁଇଜର ଷୋହଳ ମସିହାରେ ସେ ରଜ କୁଇନ ନଜର ଆସିଛନ୍ତି | ରଜ କୁଇନ ଦୂରା ସେ ଓଲିଉଡୁ ଜଗତକୁ ଆସିଥିଲେ | ଭହୁତ ସିରିଏଲ ରେ ଆପଣ ତାଙ୍କୁ ଦେଖିଥିବେ | ତାଙ୍କ ର ଆଲବମ ମଧ୍ୟ ଦେଖିଥିବେ | ଗତ ଦିନ ମାନଙ୍କରେ ସୋମାଲୀ ଙ୍କ ବାହାଘର ହୋଇଥିଲା | ସୋମାଲୀ ଙ୍କର ଏବେ ଡ଼ିଭସ ହୋଇଯାଇଛି | ସୋମାଲୀ ଙ୍କ ବଡ ଭଉଣୀ ଯାକିଲିଂ ଆଉ ଅରବିନ୍ଦ ସୁଟିଂ ସେଟ ରୁ ଭଲ ପାଇଁ ବାହାଘର ହୋଇଥିଲା |ସୋମାଲୀ ଓ ଯାକିଲିଂ ପରସ୍ପରକୁ ଭହୁତ ଭଲ ପାଆନ୍ତି |
ସୋମାଲୀଙ୍କ ଭାହାଘର ନିଶିତ ଙ୍କ ସହିତ ହୋଇଥିଲା ବହୁତ ଧୁମ ଧାମ ହୋଇଥିଲା | କିନ୍ତୁ ସେ ଏବେ ଅଲଗା ହୋଇଯାଇଛନ୍ତି |ବାହାଘର ଭାଙ୍ଗିବା ପରେ ସୋମାଲୀନ ଙ୍କ ମନ ଏବେ ଦୁଃଖ ଅଛି | ଆପଣ ମାନେ ସୋମାଲୀନ ଙ୍କ ଅଭିନୟ ଟିଭି ପରଦାରେ ଦେଖିଥିବେ | ସେ ଭହୁତ ସୁନ୍ଦର ଅଭିନୟ କରି ସାରା ଓଡ଼ିଶାରେ ଲୋକ ପ୍ରିୟ ହୋଇଛନ୍ତି |ସୋମାଲୀନ ପ୍ରାୟ ୮ ବର୍ଷ ଧରି ଅଭିନୟ କରିଆସିଛନ୍ତି | ସେ ଛୋଟ ବେଳରୁ ଅଭିନୟ କରିବାକୁ ପସନ୍ଦ କରିଥିଲେ | ବାହା ଘର ପରେ ସେ ସ୍ୱାମୀ ନିଶିତ ଙ୍କ ସହ ସେ ଦିଲ୍ଲୀ ଚାଲିଯାଥିଲେ | ଦିଲ୍ଲୀ ସେ ସ୍ୱାମୀ ନିଶିତ ଙ୍କ ସେ ରହିଆସୁଥିଲେ |
ତାହାଲେ ସେ ଓଲିଉଡ଼ ଜଗତରେ ଅଭିନୟ କରିବା ପାଇଁ କହିଥିଲେ | କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଅଭିନୟ କରିବା କୁ ଅନୁମତି ଦେଇଥିଲେ | ଏହି କାରଣ ରୁ ଡ଼ିଭାସ ହୋଇଥିବା କଥା ଶୁଣା ଯାଉଛି |ସୋମାଲୀନ ନିଜ ଘରକୁ ଆସିଥିବା କଥା ଶୁଣିବାକୁ ମିଳୁଛି | ନିଜ ବାପା ଙ୍କ ସହ କଟକରେ ରହୁଛନ୍ତି ସୋମାଲୀନ | ନିଶିତ ଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ଦୁଃଖରେ ଅଛନ୍ତି ସୋମାଲୀନ |ସୋମାଲୀନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଭହୁତ ସାରା ସିରିଏଲ ଏବଂ ଆଲବମ ଭହୁତ ସାରା ଦେଖିଥିବେ |