ଲକ୍ଷେ ଟଙ୍କା ଦେଲେ ବି କେହି ଆପଣ ଙ୍କୁ ଏହି କଥା କହିବେ ନାହିଁ | ନିମ୍ବ ଗଛ ଆମ ସମସ୍ତ ଙ୍କର ଘର ଆଖପାଖରେ ଭହୁତ ସହଜରେ ମିଳିଥାୟ |ଏବଂ ଏହା ର ଭହୁତ ଗୁଣ ରେ ଭରୀ ହୋଇରହିଥାଆ | ଭାଗ୍ୟ ଚମିକିବା ଆପଣ ଙ୍କର | ନିମ୍ବ ଗଛ କୌଣସି ବି ସାଧାରଣ ଗଛ ନୁହେଁ | ଏହା ଅନେକ ପ୍ରକାର ର ରୋଗ କୁ ଦୂର କରିଥାଆ | ଏହା ଆପଣ ଙ୍କୁ ଧନ ର ପ୍ରାପ୍ତ ମଧ୍ୟ ହୋଇଥାଆ |
ଆପଣାକୁ ରାହୁ କେତୁ ଗ୍ରହ ମାନଙ୍କ ପୀଡା ରୁ ମୁକ୍ତି ମିଳିଯିବ | ନିମ୍ବ ଗଛ ଏବଂ ବରଗଛ ଓସ୍ତଗଛ କୁ ତ୍ରୀଗଛ କୁହାଯାଆ | ନିମ୍ବ ଗଛ କୁ ମା ଦୁଗା ଙ୍କ ସରୂପ କୁହାଯାଆ | ଏହି କାରଣ ରୁ ନିମ୍ବ ଗଛ କୁ ପୂଜା କରାଯାଇଥାଆ | ନବରାତ୍ରି ସମୟରେ ନିମ୍ବର ପ୍ରତର ଦୂରା ପାଣି ଛିଞ୍ଚା ଜାୟା | ସବୁ ଲୋକ ନିମ୍ବର ଗଛ କୁ ନିଜ ର ଘର ର ଅଖ ପାଖରେ ଲଗେଇଥାନ୍ତି |
କାହିଁକି ନା ନିମ୍ବ ର ଗଛ ଘର ର ଆଖ ପାଖରେ ଲଗେଇଲେ ବାପୁ ଥିବା ରୋଗ ରୁ ରଖା କରେ | କେତେ ପ୍ରକାର ର ଓଷଧି ଲାଭ ଦେଇଥାଆ | ଏବଂ ଏହା ଓଷଧ ତିଆରି କରିବାରେ ସାହାଯ୍ୟ କରିଥାଆ | ନିମ୍ବ ଗଛର ସହିତ ଶନି ଗ୍ରହ ର ସମ୍ଭାଧ୍ୟ ରହିଥାଆ ଏବଂ ଏହାକୁ ରାହୁ ଏବଂ କେତୁ ଙ୍କ ଠାରୁ ମୁକ୍ତି ପାଇବା ପାଇଁ ରାମ ବାଣ କୁହାଯାଆ |
ଦୈବୀ ଶକ୍ତି ଏହା ଭିତରେ ଭରପୁର ହୋଇରହିଥାଆ | ନିମ୍ବ ଗଛ ରେ ହବନ କରିବା ଦୂର ଶନି କୁ ଶାନ୍ତି ମିଳିଥାୟ |ନିମ୍ବ ଗଛର ର ଡାଳରେ ନିଜେ ଶ୍ରୀଚକ୍ର ବନାନ୍ତୁ |ଏହା କୌଣସି ସାଧାରଣ ଶ୍ରୀଚକ୍ର ହୋଇଥାଆ | ଆପଣ ଯଦି ଶ୍ରୀଚକ୍ର ବନେଇ ଘରେ ପୂଜା କରିବେ ମା ଲକ୍ଷ୍ମୀ ଆସନ୍ତି |ଆପଣ ଙ୍କର ସବୁ ଇଛା ପୁରାଣ ହୋଇଥାଆ |ଧନ ବୈଭବ ରେ ଘର ପୂରଣ ହୋଇଥାଏ ଏମିତି ଘର କୁ ମା ଲକ୍ଷ୍ମୀ ଆସନ୍ତି