ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଘରୁ ମଶାର ଚିହ୍ନ ବର୍ଣ୍ଣ ରଖିବା ନାହିଁ ! ପ୍ରଥମ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆବଶ୍ୟକତା ପଡ଼ିବ ଏକ ଛୋଟ ପିଆଜ ନିଅନ୍ତୁ ଓ ତା ମଧ୍ୟରେ ଥିବା ପାଖୁଡ଼ା ମାନଙ୍କୁ ଛୁରୀ ସହାୟତାରେ ବାହାର କରି ଦିଅନ୍ତୁ କାରଣ ପିଆଜର ଗନ୍ଦ ମଶାଙ୍କୁ ଆଦୌ ପସନ୍ଦ ଆସିଥାଏ !
ଏବେ ଆପଣ ପିଆଜ ମଧ୍ୟରେ ନିମ୍ବ ତେଲ ଭର୍ତ୍ତି କରନ୍ତୁ ଓ ତା ମଧ୍ୟରେ ଏକ ତୁଳା ବତି ପୁରାଇଦିଆନ୍ତୁ ଏବେ ହୋଇଗଲା ଆପଣଙ୍କ ଘରେଇ ଉପଚାର ଦ୍ଵାରା ପ୍ରସ୍ତୁତ ମଶା ଧୂପ ଏବେ ଆପଣ ଏହାକୁ ମଶା ଧୂପ ପରିବର୍ତ୍ତେ ବ୍ୟବହାର କରିପାରିବେ ।
ଏବେ ଆମେ ଆପଣ ମାନଙ୍କୁ ଆଉଏକ ମଶା ଧୂପ ପ୍ରସ୍ତୁତ କରିବା ସିଖାଇବି ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅବସିକାତ ପଡିବ ଏକ ଲେମ୍ବୁର ଲେମ୍ବୁ ମଧ୍ୟ ଆପଣ ପିଆଜ ପରି ମଝି ଅଂଶକୁ ବାହାର କରିଦିଅନ୍ତୁ ଆପଣ ସୋରିଷ ତେଲ ସେହି ଲେମ୍ବୁ ମଧ୍ୟରେ ପକାଇ ଏକ କର୍ପୁରକୁ ଭାଙ୍ଗି ତାହା ମଧ୍ୟରେ ପକାନ୍ତୁ ଏବେ ଆପଣ ସେଥିରେ ଦୁଇଟି ଲବଙ୍ଗ ଭାଙ୍ଗି ପକାନ୍ତୁ !
ତା ପରେ ଆପଣ ସେଥିରେ ଅଳ୍ପ ଜୁଆଣି ପକାନ୍ତୁ ଏବେ ଆପଣ ସେଥିରେ ତୁଲର ଏକ ବତି ଲାଗି ଦିଅନ୍ତୁ ଏବେ ହୋଇଗଲା ଆପଣଙ୍କ ମଶା ଧୂପ ପ୍ରସ୍ତୁତ ଏବେ ଆପଣ ଏହାକୁ ଆପଣଙ୍କ ଶୋଇବା ଘରେ ବା ଆଉ କୌଣସି ଜାଗାରେ ବ୍ୟବହାର କରିବେ ଯେଉଁଠାରେ ମଶା ଦେଖା ଦେଇଥାନ୍ତି ।