ରାତି ହେଲେ ଡାକ୍ତରଖାନା ଭିତରୁ ଶୁଭୁଚି ମତେ ନ୍ୟାୟ ଦରକାର ର ଶବ୍ଦ l

ଦର୍ଶକ ବନ୍ଧୁ ଆପଣ ମାନେ କଲିକତାର ମେଡିକାଲ କଲେଜର ମହିଳା ଡାକ୍ତରଙ୍କ ମୃ-ତ୍ୟୁ ବିଷୟରେ ନିହାତି ଭାବରେ ଜାଣିଥିବେ ହେଲେ କଣ ଆପଣ ଜାଣିଛନ୍ତି ତାଙ୍କ ସହିତ କଣ ସବୁ ଘଟିଥିଲା ଯଦି ଜାଣିନାହାନ୍ତି ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ଅଭାବନୀୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ। ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ମୃ-ତ ମହିଳା ଡାକ୍ତର ମୈମିତାଙ୍କ ମୃ-ତୁ ବେଲାର ଭିଡିଓ !

ମୃ-ତୁର ୨୦ ସେକେଣ୍ଡ ପୂର୍ବରୁ ଘଟିଲା ତାଙ୍କ ସହିତ ଏପରି କିଛି ଘଟଣା ଯାହାକୁ ଦେଖିଲେ ଆପଣଙ୍କ ଆଖି ଖୋଲିବାକୁ ଇଚ୍ଛା ହେବ ନାହିଁ ଦେହରୁ ବାହାରୁଥିଲା ର-କ୍ତ ଆଉ ହାତ ଯୋଡ଼ି କାନ୍ଦୁଥିଲେ ମହିଳା ଡାକ୍ତର ମୈମିତା ଆଉ ଯାହା ଭିଡିଓ ଆପଣ ଆଖିରେ ଦେଖିଲେ କାନ୍ଦି ପକାଇବେ ! ହଁ ଦର୍ଶକ ବନ୍ଧୁ ସାମ୍ନାକୁ ଆସିଛି ମହିଳା ଡାକ୍ତରଙ୍କ ମୃ-ତ୍ୟୁ ପୂର୍ବର ଭିଡିଓ ଯାହାକୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ ।

ଦର୍ଶକ ବନ୍ଧୁ ଦେହରୁ ର- କ୍ତ ବହିବା ବନ୍ଦ ହେଉନାହିଁ ଆଉ ଦେହ ସାହା ଚାରିଆଡ଼େ କ୍ଷତ ଚିହ୍ନ ମଧ୍ୟ ଅଛି ଯାହାର ଚିତ୍ର ବର୍ତମାନ ସାମ୍ନାକୁ ଆସିଛି ଆଉ ସବୁଠାରୁ ବଡ କଥା ହେଉଛି ଏହି ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ କରାଯାଇଛି କି ଏହି ଯୁବତୀ ଜଣଙ୍କୁ ୪୦ ମିନିଟ୍ ପର୍ଯ୍ୟନ୍ତ ରେ-ପ୍ ମଧ୍ୟ କରିଛନ୍ତି ଦୂର୍ଭୂତ ଆଉ ଏହି ଭିଡ଼ିଓରେ ଆପଣ ସଫା ଭାବରେ ଦେଖି ପାରୁଥିବା ଯେ ସେ ଭିଡ଼ିଓରେ ଯେଉଁ ମହିଳା ଅଛନ୍ତି ସେ ମୈମିତା ହିଁ ଅଟନ୍ତି ।

ଆଉ ଏହି ମହିଳାଙ୍କ ଏ ଅବସ୍ଥା ପଛରେ ଆଯିକର ମେଡିକାଲ କଲେଜର ପିଅନ ସଞ୍ଜୟ ରାଓ । ତେବେ ଦର୍ଶକ ବନ୍ଧୁ ଗତ ଅଗଷ୍ଟ ୮ ତାରିଖ ଦିନ ନିଜ କାମ ସାରି ଖାଦ୍ୟ ଖାଉଥିବା ବେଳେ ମହିଳାଙ୍କୁ ଦୁ-ଷ୍କ-ର୍ମ କରି କରି ହ-ତ୍ୟା କରାଯାଇଥିଲା ଆଉ ତାଙ୍କୁ ହ- ତ୍ୟା କରିଥିବା ସଞ୍ଜୟ ରାଓ ସେ ହସ୍ପିଟାଲର ପିଅନ ଅଟେ ଆଉ ଏ ଭିଡ଼ିଓ ଟି ତାଙ୍କ ମୃ- ତୁ ହେବାର କିଛି ସମୟ ପୂର୍ବର ଥିଲା ଯେଉଁଥିରେ ସେ ତାଙ୍କ ଅବସ୍ଥା ଏପରି କିଏ ଓ କାହିଁକି କରିଥିଲା ତା ବିଷୟରେ କହିଛନ୍ତି ହେଲେ ଏହାର ସମ୍ପୂର୍ଣ୍ଣ ଭିଡିଓ ଏପର୍ଯ୍ୟନ୍ତ କାହାର ପାଖରେ ହେଲେ ନାହିଁ । ସୂଚନାରୁ ଜଣାପଡିଛି ଯେ ଏହି ଭିଡିଓ କୁ ସେ ତାଙ୍କ ମାଆଙ୍କ ନିକଟକୁ ଇମେଲ ଜରିଆରେ ପଠାଇଥିଲେ ।

Leave a Reply

Your email address will not be published. Required fields are marked *