ସ୍ତ୍ରୀ ଉପରେ ସନ୍ଦେହ କରୁଥିଲା ସ୍ବାମୀ ସ୍ତ୍ରୀ ଅଫିସ ଯାଉଥିବା ସମୟରେ ତା ପିଛା ମଧ୍ୟ କରୁଥିଲା ସ୍ବାମୀ ହେଲେ ସଠିକ୍ ପ୍ରମାଣ ନପାଇବାରୁ ଘରେ ଗଡିଲା ପାଞ୍ଚୋଟି ମୁଣ୍ଡ ପ୍ରଥମେ ସାଙ୍ଗ ତାପରେ ସ୍ତ୍ରୀ ଘର ଲୋକଙ୍କ ସହ ମତିରେ ସୋଇଥିଲା ବାହାଘର ଟିକେ ନଜର ପକାନ୍ତୁ ଏହି ଫଟୋ ଉପରେ ଏ ହେଉଛନ୍ତି ।
ନୀତୁ କୁମାରୀ ବାହାଘର ପୂର୍ବରୁ ସ୍ବାମୀ ଓ ସ୍ତ୍ରୀ ଦୁହେଁ କିଛି କାମ କରୁନଥିଲେ ତାପରେ ବାହାଘର ପରେ ନୀତୁ ଘର ଚଳାଇବା ପାଇଁ ସରକାରୀ ବିଭାଗରେ ଚାକିରି କରିବା ପାଇଁ ଅନେକ ସ୍ଥାନରେ ଆବେଦନ କରିଥିଲେ ଆଉ କିଛି ଦିନ ପରେ ପୋଲିସ କର୍ମଚାରୀ ଭାବରେ ତାଙ୍କୁ ନିଯୁକ୍ତି ମଧ୍ୟ ମିଳିଲା ପରିବାର ହସ ଖୁସିରେ ଚାଲିଥିବା ସମୟରେ ।
ଏମିତି କଣ ଘଟିଗଲା ଯାହା କାରଣରୁ ଘରେ ଗଡିଥିଲା ପାଞ୍ଚୋଟି ମୁଣ୍ଡ । ନୀତୁ ଙ୍କ ଚାକିରୀକୁ ନେଇ ସବୁକିଛି ଠିକ୍ ଠାକ୍ ଚାଲିଥିଲା ଆଉ ନୀତୁ ମଧ୍ୟ ନିଜ ଚାକିରୀକୁ ନେଇ ବେଶ ଖୁସି ଥିଲେ ମାସ ଶେଷରେ ଯାହା ଦରମା ମିଳୁଥିଲା ସେଥିରେ ତାଙ୍କ ପାଇବାର ଆରାମରେ ଚଳିପରୁଥିଲ ହେଲେ ।
କିଛି ଦିନ ପରେ ନୀତୁର ସ୍ବାମୀ ମନରେ ଆସିଲା ସନ୍ଦେହ ଆଉ ନୀତୁର ସ୍ବାମୀ ତାର ପିଛା ମଧ୍ୟ କରୁଥିଲା ହେଲେ ଏପରି ଗୋଟେ ଦିନ ଆସିଲା ଯେଉଁ ଦିନ ସନ୍ଦେହ ତାର ସ୍ୱାମୀକୁ ଅନ୍ଦ କରି ଦେଇଥିଲା ସ୍ବାମୀ ରାକ୍ଷସ ଆଜି ନେଇଥିଲା ପରିବାର ସହିତ ନିଜର ଜୀବନ ।