ଏହି 4ଟି Pakhi କୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ, ନଚେତ ପୁରାପୁରୀ ତଳିତଳାନ୍ତ ହୋଇଯିବେ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ପକ୍ଷୀ ମାନଙ୍କ ବିଦ୍ୟାରେ କହିବାକୁ ଯାଉଛୁ ଯେଉଁ ମାନେ ଘରେ ପଶିଲେ ବହୁତ୍ ଅଶୁଭ ମନାଯାଇଥାଏ ତାହେଲେ କେଉଁ ପକ୍ଷୀ ଘରେ ପଶିଲେ ତାହା ଅଶୁଭ ହୋଇଥାଏ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ।

୧. ବାଦୁଡ଼ି – ପୁରଣିକ ମାନ୍ୟତା ଅନୁସାରେ ଯଦି ଘରେ ବଦୁଡ଼ି ପଶିଥାଏ ତେବେ ସେହି ଘରେ ରୋଗ ମୃ-ତ୍ୟୁ କାଲି ଝଗଡ଼ା ରୋଗ ଆଦି ବାସ କରିଥାଏ ଆଉ ସେହି ପରି କିଛି ଲୋକ ମାନନ୍ତି ଯେ ଘରେ ବାଦୁଡ଼ିର ବାସ ଦ୍ଵାରା ପରିବାର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ ।

୨. କାଉ – ଏହି ପକ୍ଷୀ ଘରେ ବାରମ୍ବାର ଘର ଭିତରେ ଉଡ଼ିବା କିମ୍ବା ବସିବା କିମ୍ବା ନିଜର ବସା ବାନାଇବା ଶୁଭ ମାନା ଯାଇନଥେ ସେଭଳି ସ୍ୱପ୍ନରେ ମଧ୍ୟ କାଉ କୁ ଦେଖିବା ବହୁତ୍ ଗୁଡାଏ ଖରାପ ସଂକେତ ଦେଇ ଥାଏ ଯେ ପରି ସ୍ୱପ୍ନରେ କାଉ ଶବ୍ଦ ଶୁଣିବା କିମ୍ବା ଘରେ ବସିଥିବାର ଦେଖିବା ବହୁତ୍ ଅଶୁଭ ବୋଲି ମାନା ଯାଇଥାଏ ।

୩. ପାରା – ଶାସ୍ତ୍ର ଅନୁସାରେ ଏପରି ମାନା ଯାଇଥାଏ କି ଯଦି ଆପଣଙ୍କ ଘରେ ପାର ଆଉ କିଛି ଛୋଟ ଛୋଟ ପକ୍ଷୀ ମାନେ ନିଜ ବସା ବନାଇ ରହିଥାନ୍ତି ତେବେ ତାକୁ ବହୁତ୍ ଶୁଭ ସଂକେତ ବୋଲି ମାନା ଯାଇଥାଏ ଏହି କରି ମାନା ଯାଇଥାଏ କି ସେହି ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଓ ସେହି ଘରେ କେବେ କୌଣସି ଅସୁବିଧା ଦେଖା ଦେଇ ନଥାଏ ।

୪. ପେଚା – ଜାରି ଆପଣଙ୍କ ଘରେ କିମ୍ବା ଆପଣଙ୍କ ଘର ଚତାରେ ବାରମ୍ବାର ପେଚା ଆସି ବସିବାକୁ ଲାଗୁଛି ଆଉ ବାରମ୍ବାର ଗୋଟାଏ ଦିଗରେ ଶବ୍ଦ କରୁଛି ତେବେ ଏହାକୁ ବହୁତ୍ ଅଶୁଭ ବୋଲି ମାନା ଯାଇଥାଏ ଆଉ ଏହାଦ୍ବାରା ଆପଣଙ୍କ ଘରକୁ ଆସୁଥିବା ଭାବିଶ୍ୱତର ଅଶୁଭ ଘଟଣା ମାନଙ୍କର ସଂକେତ ମିଳିଥାଏ ।

Leave a Reply

Your email address will not be published. Required fields are marked *