Vastu ଶାସ୍ତ୍ର, ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ କଣ କରିବେ ଦେଖନ୍ତୁ |

ବାସ୍ତୁ ଦୋଷ କିପରି ଦୂର ହେବ ?? ଆପଣ ଯେଉଁ ଘରେ ରହୁଛନ୍ତି ତାକୁ ତାକୁ ସବୁବେଳେ ସଫା ରଖିବା ଆବଶ୍ୟକ | ୨ୟ ରେ ଆପଣଂକ ଘର ର ଝାଡୁ କୁ କେବେ ଠିଆ କରି ରଖିବେ ନାହଁ କିମ୍ବା କାହାର ନଜର ପଡିବା ସ୍ଥାନ ରେ ରଖୋବେ ନାହଁ | ଆପଣ ଝାଡୁ କୁ ଗୋଡ଼ ରେ ବଜାଇବେ ନାହଁ | ୩ୟ ରେ ଆପଣ କେବେ ବି ଘର ର ଦ୍ୱାର ରେ ଜୋତା କୁ ଏପଟ ସେପଟ କରି ରଖିବେ ନାହିଁ |

ଆପଣ ଉୟୁଜ୍ କରୁଥିବା ଜୋତା କୁ କେବେ ବି ଘରେ ପୁରନ୍ତୁ ନାହିଁ | ପୂଜା ଘର କୁ ସଦ ସର୍ବଦା ପରିଷ୍କାର ରଖିବା | ପୂଜା ଘରେ ସର୍ବଦା ଜଳପୂର୍ଣ ପାତ୍ର ରଖନ୍ତୁ | ଘରୁ ବାହାରିବା ସମୟରେ ଘର ର ଡାହାଣ ପଟେ ଏକ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ |

ପ୍ରତେକ ଦିନ୍ ନିଜ ଘର ରୁ ପ୍ରସ୍ତୁତ ଖାଦ୍ୟ ରୁ କିଛି ନିଜ ଗୋମାତା ଏବଂ କିଛି ଖାଦ୍ୟ କାକ ମାନଙ୍କ ପାଇଁ ରଖନ୍ତୁ ଏହାକୁ ଅଇଁଠା କରିବେ ନାହିଁ | ଏହାକୁ ୩ ମାସ କରିବା ଦ୍ୱାରା ଏହାର ଫଳ ଜାଣିପାରିବେ | ସର୍ବ ଶେଷ ରେ ଗୃହ ମଧ୍ୟ ରେ ଯଦି କେବେ ବୁଡ଼ିଆଣୀ ବସା ତିଆରି କରିଥାଏ ତ ତାକୁ ସଦାସର୍ବଦା ସଫା କରିବାକୁ ଚେଷ୍ଟା କରନ୍ତୁ |

କଳା ଲୁଣ ଦ୍ୱାରା ଘର ଧୋଇବା ଏବଂ ମାସକ ରେ ଥରେ ଘରେ କଞ୍ଚା କ୍ଷୀର ସହିତ ମହୁ ମିଶାଇ ସିଞ୍ଚନ କରିବା | ଏବଂ ଘରେ ପ୍ରତିଦିନ ସନ୍ଧ୍ୟା କିମ୍ବା ସକାଳେ ହନୁମାନ ଚାଳିଶା କିମ୍ବା ଶ୍ରୀମଦ ଭଗବତ ର ପାଠ କରିବା | ନିଜ ଘର ପ୍ରତି ଆସୁଥିବା ବିପଦକୁ ଦୂର କରିବା ପାଇଁ ଏହି ଉପାୟ କୁ ନିଶ୍ଚୟ କରନ୍ତୁ |

Leave a Reply

Your email address will not be published. Required fields are marked *