ମା Lakshmi ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଫୁଲ,ଆଉ ଜାଣନ୍ତୁ କେଉଁ ଖୁସି ଖବର ମିଳିବାକୁ ଯାଉଛି |

ନମସ୍କାର ବନ୍ଧୁଗଣ ୨ ଟି ଫୁଲ ଏବଂ ଦୁଇଟି ସଂଖ୍ୟା ଦିଆଯାଇଛି ମଧ୍ୟରୁ ବାଛନ୍ତୁ ଗୋଟିଏ ପଦ୍ମ ଫୁଲ ବା ସଂଖ୍ୟା, ଆଉ ଜଣାନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କେଉଁ କୃପା କରିବାକୁ ଯାଉଛନ୍ତି | ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କ ଅତିପ୍ରିୟ ପଦ୍ମ ଫୁଲ |

ତେବେ ଯଦି ଆପଣ ୧ ନମ୍ବର ସଂଖ୍ୟା ବା ଧଳା ଫୁଲଟିକୁ ଦଛୀଛନ୍ତି ତାହାଲେ ଜାଣି ରଖନ୍ତୁ ଆପଣ ସମୟ କିପରି ଅତିବାହିତ ହେବ | ଆପଣ ଅଙ୍କର୍ମା ଭଳି ଯୋଉ ସମୟ କରୁଥିଲେ ଯେଉ ଆପଣଙ୍କର ଗୁତ୍ତ ଶତ୍ରୁ ଥିଲେ ସେମାନେ ହାରିଯିବାର ଅବସ୍ଥାରେ ଦେଖିଲେଣି ଆପଣଙ୍କ ସହ ଯୋଜଜାଗ ନକରିବାକୁ ରାସ୍ତା ସେମାନେ ପରିଷ୍କାର କରୁଛନ୍ତି ଆବଶ୍ୟ ସେମାନଙ୍କ ସହ ଆପଣ ସହଜରେ ହାତ ମିଶେଇ ପାରନ୍ତି | କିନ୍ତୁ ସାବଧାନ ରୁହନ୍ତୁ ସଦା ସର୍ବଦା ସତକରେ ରୁହନ୍ତୁ ଅନ୍ୟ କାହାର ଖରାପ ଚିନ୍ତାଧାରର ଶିକାର ହୋଇ ପାରନ୍ତି | ଆପଣଙ୍କ ସହିତ କେହି ଜଣେ ଭଲ ବେବହାର ଜଣେ ନିଚୟ କରିବ | କିନ୍ତୁ ଆପଣଙ୍କର କ୍ଷେତ୍ତି କରିବା ପାଇଁ ସିଏ ସବୁବେଳେ ଚେଷ୍ଟା କରିବ | ତେଣୁ ଆପଣ ଏହି କିଛି ଦିନ ପାଇଁ ଟିକେ ସତକର ଶହିତ ଚାଲନ୍ତୁ | ଏହି କିଛି ଦିନ ହେବ ଆପଣଙ୍କ ଭାଗ୍ୟ ବୋଉତ ଖରାପ ଚାଲିଛି ଆପଣ ସବୁ କଥାରେ ବିକୁଳ ପାଉଛନ୍ତି | ଚିନ୍ତା ପରିହାର କରନ୍ତୁ ପ୍ରତି ସନ୍ଦ୍ୟାରେ ଔ ନମ ଭଗବତେ ବାସୁଦେବୟ ଏହି ମନ୍ତ୍ର ପତ୍ତି ଦିନ ୧୧ ଥର ଜପ କରନ୍ତୁ |

ଦେଖିବେ ଆପଣଙ୍କ ଜୀବନରେ ସଫଳତା ପାଇବେ ଆପଣଙ୍କ ଜୀବନରେ ଚାଲିଥିଲା ସମସ୍ୟା କୌଣସି ଦିଗରୁ ସମସ୍ୟା ହେବାକୁ ଯାଉଛି | ଆପଣଙ୍କକୁ ଶୁଭ ଖବର ପାତ୍ତ ହେବ ଯାହା କେବେବି ସପ୍ନରେ ଭାବିନଥିବେ | ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି | ବୋଉତ କଷ୍ଟ ସହିଲେନି ଏବେ ଖସିର ଦିନ ଆପଣଙ୍କକୁ ଅପେକ୍ଷା କରୁଛନ୍ତି | ଆପଣ ବୋଉତ୍ତ ପରୀକ୍ଷା ଦେଇସାରିଲେଣି ନିଜକୁ କଷ୍ଟ ଦେଇ ଅନ୍ୟ ମାନଙ୍କ ପାଇଁ ଭଉତ କିଛି କରିସାରିଲେଣି | ଏବେ ସମୟ ଆସିଛି ଆପଣଙ୍କରେ ଆପଣଙ୍କୁ ବୋଉତ୍ତ କିଛି ପ୍ରାପ୍ତ ହେବ | ଯେଉ କ୍ରମ କରିଥିଲେ ତାହାର ଶୁଭ ଫଳ ଏବେ ଆପଣଙ୍କୁ ପାପ୍ତ ହେବ | କିନ୍ତୁ ଆପଣ ଟିକେ ଭଗବାନନି ବିଶ୍ୱାସ ହୁଅନ୍ତୁ ଜୀବନରେ ଯେତିକି ଗୁରୁତ୍ୱର କ୍ରର୍ମ ଥାଏ, ସେତିକି ଗୁରୁତ୍ୱର ଭାଗ୍ୟର ଥାଏ | ଆପଣ କେବଳ ଭାବୁଛନ୍ତି କ୍ରର୍ମ ବ୍ୟାରା ସବୁକିଛି କରିପାରିବେ ତାହା ହୋଇନଥାଏ | ଯଦି ଆପଣଙ୍କ ଭାଗ୍ୟରେ ନଥାଏ ତାହେଲେ ଯେତେ କ୍ରର୍ମ କଲେ ମଧ୍ୟ ସେଜିନିଷ ପ୍ରାପ୍ତ ହେବ ନାହିଁ | ଆପଣ ପ୍ରୟ ଭଗବାନ ଶ୍ରୀକ୍ରିଷ୍ଣ ହୋଇ ଥିବାରୁ ଆପଣ କ୍ରିଷ୍ଣ ମାଦିର ଯାଇ ଦଶନ କରନ୍ତୁ | ଦେଖିବେ ସବୁ ସମସ୍ୟାରୁ ଆପଣ ମୁତ୍ତି ପାଇଯିବେ |

ଏବେ ଯଦି ଆପଣ ଦ୍ୱତୀୟ ଫୁଲଟିକୁ ବାଛିଛନ୍ତି ତାହାଲେ ଜାଣି ରଖନ୍ତୁ ବାତ୍ତମାନ ଆପଣ କାଯ୍ୟର ସଫଳ ହେବାର ସଂଭାବନା ଅଛି | ଫୁଣି ତାର ଫଳ ବିପରୀତ ଏପରି ଦୁଃଖରେ ପଡି ମୁଣ୍ଡ ଖରାପ ହୋଇଯିବ | ବତ୍ତମାନ ଆପଣ ସନମାନ ବଚେଇ ପାରୁନାହାନ୍ତି ଆପଣ ଯେତେ ସତର୍କ ହେଲେ ମଧ୍ୟ ଲୋକ ଅସୁବିଧାରେ ପକାଇ ଦଉଛନ୍ତି | ପୁଣି ଆପଣବି ଅନ୍ୟ କାମରେ ବେସ୍ତ ରହିଯାଉଛନ୍ତି ସେକଥା ଚିନ୍ତା କରିଲାବେଳକୁ ଆପଣଙ୍କ କାଯ୍ୟ ଅସଫଳତା ହେଉଯାଉଛି | ଆପଣ ଅଧିକ ଚିନ୍ତା ମଧ୍ୟ ରହୁଛନ୍ତି ଏହି କିଛି ଦିନ ଆପଣ ପାରିବାରିକ ଚିନ୍ତାରେ ରହିଯାଇଛନ୍ତି | ଯେତେ ଯାହା କଲେବି ଆପଣଙ୍କ ଚତୃ ପାସ୍ଵରେ ପଡି ଯାଇଛନ୍ତି | କିନ୍ତୁ ଆପଣ ଏବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ଦିନ ଆସୁଛି ଯଦି ଖରାପ ଦିନ ଅଛି ତେବେ ବଳଦିନ ମଧ୍ୟ ଅଛି | ରାତି ପାହିଲେ ପୁଣି ସକାଳ ହେବ ଆପଣ ଯାହା ଦଖଃ କଷ୍ଟ ଭୋଗୁଛନ୍ତି | ତାହା ଆପଣଙ୍କର ସୁଖ ଶାନ୍ତିରେ ପରିବର୍ତନ ହୋଇଯିବ ଆପଣଙ୍କୁ ସବୁ ଫଳ ପ୍ରାପ୍ତ ହେବ | ଟିକେ ସମୟକୁ ଅପେକ୍ଷା କରନ୍ତୁ |

ବତ୍ତ ମାନ ଆପଣଙ୍କ ଭାଗ୍ୟ ଦଶା ଖୋଲିବାକୁ ଯାଉଛି ଏହା ଫଳରେ ଶୁଭ ଫଳ ପ୍ରାପ୍ତ ହେବ | ତାପରେ ପାରିବକ ଶାନ୍ତି ମିଳିବ ଆପଣ ପୃର୍ବ ଜନ୍ମର ଫଳ ଭୋଗ କରୁଛନ୍ତି | ସେଥିପାଇଁ ଆପଣ କଷ୍ଟ ପାଉଛନ୍ତି କିନ୍ତୁ ବତ୍ତମାନ ତାହା ଶେଷ ହେବାର ସମୟ ଆସିଛି | ଆପଣ ଭଗବାନଙ୍କୁ ଡାକନ୍ତୁ ଭାଗବାନ ଆପଣଙ୍କ ମଂଗଳ କରିବେ | ଆପଣଙ୍କ ଇଷ୍ଟ ଦେବତା ମହାଦେବ ହୋଇ ଥିବାରୁ ଆପଣ ପ୍ରତେକ ସୋମବାର ଦିନ ମଦିର ଯାଇ ଭୋଳାନାଥଙ୍କ ଦର୍ଶଣ କରନ୍ତୁ | ଆପଣଙ୍କ ଗ୍ରହ ଦଶା ଖଣ୍ଡନ ହୋଇଯିବ ଗ୍ରହ ମାନଙ୍କ ସ୍ଥିତି ଯାହା ଅସୁବିଧାରେ ପକାଉଥିଲା ତାହା ମଧ୍ୟ୍ୟ ଦୂର ହୋଇଯିବ | ଆପଣ ସତର୍କ ରୁହନ୍ତୁ ଏବଂ ଭଗବାନଙ୍କୁ ସ୍ମରଣ କରନ୍ତୁ | ଦେଖିବେ ଯେତେବି ବଡ଼ ବିପଦ ଆସୁନା କାହିଁକି ସେଥିରୁ ଆପଣ ଆଖ୍ୟା ପାଇବେ ଆପଣ ଶତ୍ରୁ ମାନଙ୍କ ଦ୍ୱରା ପରାଜୟ ଲାଭ କରୁଛନ୍ତି | କିନ୍ତୁ ନିଚୟ ଆପଣ ଏହି କିଛି ଦିନ ମଧ୍ୟ୍ୟରେ ବିଜୟ ଲାଭ କରିବେ ଏବଂ ଶତ୍ରୁ ମାନେ ଆପଣଙ୍କଠୁ ପରାଜୟ ପାଇବେ |

Leave a Reply

Your email address will not be published. Required fields are marked *