ଏବେ ଏବେ ଆସିଲା Kalia ଯୋଜନଙ୍କୁ ନେଇ ବଡ଼ ଖବର, ଏହି ଦିନ ମିଳିବ ଟଙ୍କା !!

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କାଳିଆ ଯୋଜନାକୁ ନେଇ ବଡ ଘୋଷଣା କରାଯିବା ପରେ ଏବେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭ ପାଇବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଥିଲେ ଓଡ଼ିଶା ସରକାର । ଯେଉଁଥିରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା । ଭୂମିହୀନ ଚାଷୀଙ୍କୁ ବି ମିଳିବ ଆର୍ଥିକ ସହାୟତା । ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଅତିରିକ୍ତ ଭାବେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ।

କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ । ନୂଆ ଓଡ଼ିଶାରେ କୃଷିର ବିକାଶ ପାଇଁ ‘କାଳିଆ’ ଯୋଜନାକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ₹୨,୦୦୦ ସହାୟତା ପ୍ରଦାନ ସହ ଚାଷୀଙ୍କ କଲ୍ୟାଣ ପାଇଁ ଆଗାମୀ ୩ବର୍ଷରେ ₹୬,୦୨୯.୭୦ କୋଟି ଖର୍ଚ୍ଚ ହେବ। ଚାଷ ଓ ଚାଷୀଙ୍କ ସମୃଦ୍ଧି ନୂଆ ଓଡ଼ିଶା ବିକାଶକୁ ତ୍ୱରାନ୍ୱିତ କରୁଛି। କାଳିଆ ଯୋଜନା କିସ୍ତି ସହ ଭୂମିହୀନ ଚାଷୀ ମଧ୍ୟ ପାଇବେ ଟଙ୍କା ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହିଁ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ କାଳିଆ କିସ୍ତି ।  ଯେତେବେଳେ କି ପୂର୍ବରୁ ଏପ୍ରିଲ ମାସରେ ଆସୁଥିଲା ଟଙ୍କା । କେବଳ ସେତିକି ନୁହେଁ, କାଳିଆ ସହାୟତା ରାଶିକୁ ଆହୁରି ୩ ବର୍ଷ ବଢାଇଛନ୍ତି ରାଜ୍ୟ ସରକାର । ଏହା ହେଲେ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ଚାଷୀ ଟଙ୍କା ପାଇବେ । ରାଜ୍ୟ ରାଜକୋଷରୁ ଏଥିପାଇଁ ଖର୍ଚ୍ଚ ହେବ ୬୦୨୯.୭୦ କୋଟି । ଏହାସହ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କାଳିଆ ଯୋଜନା ଆହୁରି ୩ ବର୍ଷ ବଢିଛି ।

କାଳିଆ ଯୋଜନାରେ ବାର୍ଷିକ ୨ ଥର ସହାୟତା ବ୍ୟତୀତ ରାଜ୍ୟ ସରକାର ଯେକୌଣସି ସମୟରେ ଅତିରିକ୍ତ ସହାୟତା ମଧ୍ୟ ଦେଇପାରିବେ । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହିଁ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ କାଳିଆ କିସ୍ତି । କେବଳ ସେତିକି ନୁହେଁ, କାଳିଆ ସହାୟତା ରାଶିକୁ ଆହୁରି ୩ ବର୍ଷ ବଢାଇଛନ୍ତି ରାଜ୍ୟ ସରକାର । ଏହା ହେଲେ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ଚାଷୀ ଟଙ୍କା ପାଇବେ । ରାଜ୍ୟ ରାଜକୋଷରୁ ଏଥିପାଇଁ ଖର୍ଚ୍ଚ ହେବ ୬୦୨୯.୭୦ କୋଟି । ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

Leave a Reply

Your email address will not be published. Required fields are marked *