ଦର୍ଶକ ବନ୍ଧୁ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଯଦି ଆପଣଙ୍କ ଘରେ କାହାର ସିଯାରିଆନ ଡେଲିଭରି ହୋଇଥାଏ ତାହେଲେ ତାଙ୍କୁ କଣ ଖାଇବକୁ ଦେବା ଉଚିତ୍ ଓ କଣ ଅନୁଚିତ୍ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା । ସିଯାରିଆନ ଡେଲିଭରି ଆଜିକାଲି ସାଧାରଣ କଥା ହୋଇସାରିଲାଣି ବର୍ତ୍ତମାନ ସମୟରେ ଖୁବ କାମ ମହିଳା ଅଛନ୍ତି ନର୍ମାଲ ଦେଲିଭରି କରୁଥିବା ବେଳେ ଅଧିକାଂଶ ମହିଳା ସିଯାରିଆନ ଡେଲିଭରି କରିବାକୁ ପସନ୍ଦ କରୁଛନ୍ତି।
ହେଲେ ଏହି ସିଯାରିଆନ ଡେଲିଭରି କରିବା ଲୋକଙ୍କ ଅପେକ୍ଷା ନର୍ମାଲ ଡେଲିଭରି କରିଥିବା ମହିଳା ଜଲଦି ସୁସ୍ଥ ହୋଇ ଯାଇଥାନ୍ତି । ସିଯାରିଆନ ଡେଲିଭରି ପରେ ମହିଳା ମାନଙ୍କୁ ଖାଦ୍ୟ ପେୟ ଉପରେ ଟିକେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ । ସେଥି ପାଇଁ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସିଯାରିଆନ ଡେଲିଭରି ପରେ କଣ ଖାଇବା ଉଚିତ୍ ଓ କଣ ଅନୁଚିତ୍ । ମହିଳା ମାନେ ଜାଣି ରଖିବା ଉଚିତ୍ ଯେ ସିଯାରିଆନ ଡେଲିଭରି ହଉ କି ନର୍ମାଲ ସଠିକ୍ ପୋଷଣ ନେବା ଦ୍ଵାରା ହିଁ ଜଲଦି ସୁସ୍ଥ ହୋଇପାରିବେ ।
ଏହାସହିତ ଖଦ୍ୟରୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିଥାଏ ସିଯାରିଆନ ଡେଲିଭରି ପରେ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ତାହା ଆପଣଙ୍କ ମାଂସପେଶୀ ରେ ଶକ୍ତି ବଜାଏ ରଖିଥାଏ ଏଥି ପାଇଁ ସିଯାରିଆନ ଡେଲିଭରି ହୋଇଥିବା ମହିଳା ଅଣ୍ଡା , ମାଛ ଏବଂ ଚିକେନ୍ ଖାଇବା ଶରୀର ପାଇଁ ଫଳପ୍ରଦ ହୋଇଥାଏ ।
ସେହି ପରିଭବରେ କ୍ୟାଲସିୟମ ମଧ୍ୟ ସିଯାରିଆନ ଡେଲିଭରି ହୋଇଥିବା ମହିଳାଙ୍କ ହାଡ଼ ପାଇଁ ବହୁତ୍ ଭଲ ହୋଇଥାଏ । ହେଲେ ମନେରଖନ୍ତୁ ଯେ ସିଯାରିଆନ ଡେଲିଭରି ହେବା ପରେ କୌଣସି ମସଲା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ ।