ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି ଯଦି ଆପଣ ଶ୍ରାବଣ ମାସରେ ପ୍ରଭୁ ମହାଦେବଙ୍କ ମଥାରେ ଲାଗିଥିବା ବେଲ ପତ୍ରକୁ ପ୍ରସାଦ ପରି ଦେବ କରିଥାନ୍ତି ତାହେଲେ କଣ ହୋଇଥାଏ ? ତାହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା। ବାସ୍ତବରେ ଯଦି ଆପଣ ମହାଦେବଙ୍କ ଉପରେ ବେଲ ପତ୍ର ଚଢ଼େଇ ଥାଆନ୍ତି ତାହେଲେ ସେହି ବେଲ ପତ୍ର କୌଣସି ସାଧାରଣ ବେଲ ପତ୍ର ହୋଇ ନଥାଏ ତାହା ଭଗବାନ୍ ଭୋଳା ଶଙ୍କର ଙ୍କ ପ୍ରସାଦ ହୋଇ ଯାଇଥାଏ ।
ଆମ ଶାସ୍ତ୍ର ମାନଙ୍କରେ ଲେଖା ଯାଇଛି ଯେ ବେଲ ପତ୍ର ୬ ମାସ ପର୍ଯ୍ୟନ୍ତ ବାସି ହୋଇ ନଥାଏ ବେଲ ପତ୍ର ମହାଦେବଙ୍କ ଉପରେ ଚଢ଼ାଇବା ମଧ୍ୟ ଏକ ପୌରାଣିକ କଥା ରହିଛି କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ କେତେ ଜିନିଷ ସହିତ ବିଷ ମଧ୍ୟ ବାହାରିଥିଲା ଏହା ସାରା ସଂସାରରେ ବିସ୍ତୃତ ହୋଇ ଯାଇଥିଲା ସାରା ସଂସାରକୁ ବଞ୍ଚାଇବାକୁ ଯାଇ ମହାଦେବ ଏହି ବିଷକୁ ନିଜ ଗଳାରେ ଧାରଣ କରିଥିଲେ
ବିଷ ସେବନ ଦ୍ଵାରା ମହାଦେବ ଙ୍କ ଶରୀରର ତାପ ବଢ଼ିବାକୁ ଲାଗିଲା ଯାହାକୁ ଥଣ୍ଡା କରିବାକୁ ଦେବତା ମାନେ ଜଣେ ବୈଦ୍ୟ ପାଖକୁ ପରାମର୍ଶ ଆଣିବାକୁ ଯାଇଥିଲେ ଓ ବୈଦ୍ୟ ତାଙ୍କୁ ବେଲ ପତ୍ର ଖାଇବାକୁ ପରାମର୍ଶ ଦେଇଥିଲେ ଓ ଖୋଇ ସାରି ଜାଲରେ ସ୍ନାନ କରିବା ଦ୍ୱାରା ମହାଦେବଙ୍କ ଶରୀର ଥଣ୍ଡା ହୋଇଗଲା ସେବେ ଠାରୁ ମହାଦେବଙ୍କୁ ବେଲ ଚଢ଼ା ଯାଇଥାଏ
ଆଉ ଏବେ ଆସନ୍ତୁ ଜାଣିବା ମହାଦେବଙ୍କୁ ଚଢ଼ା ଯାଇଥିବା ବେଲ ପତ୍ରକୁ ଖାଇବା ଦ୍ଵାରା କଣ ହୋଇଥାଏ । ଶିବଲିଙ୍ଗର ଚଢ଼ା ଯାଇଥିଆବ ବେଲ ପତ୍ର ସେବନ କରିବା ଦ୍ୱାରା ଶରୀରର ସବୁ ପ୍ରକାରର ରୋଗ ଦୂର ହୋଇ ଯାଇଥାଏ ଶରୀରର ସବୁ ପ୍ରକାର ରୋଗ ମାନଙ୍କରୁ ମୁକ୍ତି ମିଳିଥାଏ ଶରୀରରୁ ପାପ କ୍ଷୟ ହୋଇ ଯାଇଥାଏ କାରଣ ଶିବ ଲିଙ୍ଗରେ ଚଢ଼ାଇବା ଦ୍ୱାରଭେହା ସିଦ୍ଧ ହୋଇ ଯାଇଥାଏ ।