ଆଉ ପାଞ୍ଚ ଦିନ ପ୍ରବଳ ବର୍ଷା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ,ବୁଡ଼ିବ ସାରା ଓଡ଼ିଶା ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ତରଫରୁ ଆସିଛି ବହୁତ୍ ବଡ଼ ଖବର ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଖବର। ବର୍ତ୍ତମାନ ଯାହାକି ସୁଛ ମାଇଲିଛି ଯେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କରେ ମୌସୁମୀ ବର୍ଷା ଲାଗି ରହିଛି ରାଜ୍ୟର ଉତ୍ତର ରେ ଅବସ୍ତିତ କିଛି ଜିଲ୍ଲା ମାନଙ୍କରେ ପର୍ବଳ ବର୍ଷ ହେଉଛି

ଜୁଲାଇ ୮ ତାରିଖ ଯାଏ ବର୍ଷା ପାଇଁ ବିଭିନ୍ନ ଜିଲ୍ଲା କୁ ୟେଲୋ ୱାଣିଂ ଜରିକରିଛି । ଏହା ସହିତ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ସତର୍କ ସକ୍ ମଧ୍ୟ ଯାରିକରିଛି ପାଣିପାଗ କେନ୍ଦ୍ର ଆଗାମୀ ୨୪ ଘଣ୍ଟା ଅର୍ଥାତ ଜୁଲାଇ ୬ ତାରିଖ ସୁଦ୍ଧା ବରଗଡ଼ , ସୁନ୍ଦରଗଡ଼ , ଝାରସୁଗୁଡ଼ା , ବଲାଙ୍ଗୀର , କଳାହାଣ୍ଡି , ସମ୍ବଲପୁର ଏବଂ କେନ୍ଦୁଝର କୁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣିଂ ଜରି କରିଛନ୍ତି

ଏହି ସବୁ ଜିଲ୍ଲା ମାନଙ୍କରେ ୭ ରୁ ୧୧ CM ବର୍ଷା ହେବା ଅନୁମାନ କରିଛନ୍ତି ପାଣିପାଗ ବିଭାଗ ତେବେ ୫ ଏବଂ ୬ ତାରିଖ ମଧ୍ୟରେ ରାଜ୍ୟରେ ଅଳ୍ପ ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ୭ ଜୁଲାଇ ଦିନ ଅନେକ ଜାଗାରେ ବର୍ଷାର ପ୍ରଭାବ ଅଧିକ ପଡ଼ି ବୋଲି ଅନୁମାନ କରାଯାଉଛି

ଏଥିରେ ମାଲକାନଗିରି, କୋରଫୁଟ ଭଳି ଜିଲ୍ଲା ଉପରେ ଅଧିକ ପ୍ରଭାବ ପଡ଼ିବ ବୋଲି ସୂଚନା ରହିଛି । ସେହି ପରି ରାୟଗଡ଼ା , ଗଜପତି , ନବରଙ୍ଗପୁର ଏବଂ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *