କୋଣାର୍କ ପରେ ଏହି ସ୍ଥାନରେ ଆଉ ଏକ ସୂର୍ଯ୍ୟ ମନ୍ଦିର ଦେଢ ଲକ୍ଷ ବର୍ଷ ତଳେ ଭଗବାନ ବିଶ୍ୱକର୍ମା କରିଥିଲେ ନିର୍ମାଣ

ନମସ୍କାର ବନ୍ଧୁଗଣ କୋଣାର୍କ ସୂର୍ଯ୍ୟ ମନ୍ଦିର ପରି ଆଉ ଏକ ସୂର୍ଯ୍ୟ ମନ୍ଦିର ଦେଢ଼ ଲକ୍ଷ ବର୍ଷ ପୂର୍ବେ ମାତ୍ର ଗୋଟିଏ ରାତିରେ ନିର୍ମାଣ ହୋଇଥିଲା ଏହି ମନ୍ଦିର ଏହି ସୂର୍ଯ୍ୟ ମନ୍ଦିର ଯେଉଁଠି ରହିଛି ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା। ମହାଭାରତ ସମୟରେ ସୂର୍ଯ୍ୟଦେବଙ୍କୁ ବିଶେଷ ପୂଜା କରାଯାଉଥିଲା ତେବେ ଏହି ପୂଜା ପାଇଁ ଏକ ସୂର୍ଯ୍ୟ ମନ୍ଦିରରେ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ବିହାରରେ ଏହି ସୂର୍ଯ୍ୟ ମନ୍ଦିର ଦେଢ଼ ଲକ୍ଷ ବର୍ଷ ପୁରୁଣା ବୋଲି ବିଶ୍ୱାସ ରହିଛି

ଦେଶରେ ଅନେକ ସୂର୍ଯ୍ୟ ମନ୍ଦିର ରହିଥିବା ବେଳେ ଓଡ଼ିଶାର କୋଣାର୍କ ମନ୍ଦିର ଏଥିରେ ପ୍ରଥମ ରହିଥାଏ କିନ୍ତୁ ବିହାରର ଏହି ସୂର୍ଯ୍ୟ ମନ୍ଦିରରେ ଭରି ରହିଛି ବିଶ୍ୱାସ ଛଟ ମହାପର୍ବରେ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ଜମିଥାଏ ଔରଙ୍ଗାବାଦ ଜିଲ୍ଲାର ଏହି ଜିଲ୍ଲାକୁ ଭଗଵାନ ବିଶ୍ଵକର୍ମା ନିଜେ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଯାହାର ଦ୍ଵାର ପଶ୍ଚିମ ଦିଗରେ ରହିଛି ଭଗଵାନ ସୂର୍ଯ୍ୟ ଏଠି ୭ ଟି ଘୋଡ଼ା ସହ ବସିଥିବାର ଦେଖିବାକୁ ମିଳିଥାଏ।

ଏହି ମନ୍ଦିରରେ ସୂର୍ଯ୍ୟଙ୍କର ୩ ଟି ରୂପ ରହିଛି ଯଥା ଉଦୟଚନ୍ଦ ମଧ୍ଯଚନ୍ଦ ଏବଂ ଅସ୍ତ୍ୟଚନ୍ଦ ଏହି ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି ଏହି ପ୍ରାଚୀନ ମନ୍ଦିରର ଉଚ୍ଚତା ୧୦୦ ଫୁଟ ହୋଇଥିବା ବେଳେ ଏହା ପ୍ରାୟ ଦେଢ଼ ବର୍ଷ ତଳେ ସ୍ଥାପନ କରାଯାଇଥିବା ଜଣାଯାଏ ଏହି ମନ୍ଦିରର ଏହି ମନ୍ଦିରର ଆଉ ଏକ ବିଶେଷତ୍ଵ ହେଉଛି ଏହାର ନିର୍ମାଣରେ କୌଣସି ମାଟିର ବ୍ୟବହାର କରାଯାଇନାହିଁ

ତେବେ ଗୋଟିଏ ରାତି ମଧ୍ୟରେ ଏହି ମନ୍ଦିର କିପରି ନିର୍ମାଣ ହୋଇ ପାରିଲା ଏହା ଏକ ରହସ୍ୟ ହୋଇ ରହି ଯାଇଛି ଔରଙ୍ଗାବାଦରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ଏହି ପୁରୁଣା ସୂର୍ଯ୍ୟ ମନ୍ଦିର ତେବେ ମନ୍ଦିର ବାହାରେ ଏକ ଶିଳାଲେଖାରେ ବ୍ରାହ୍ମୀ ଶ୍ଲୋକ ଲେଖା ହୋଇ ରହିଛି ଏହାକୁ ଦେଖିଲେ ମନ୍ଦିର ପ୍ରାୟ ୧ ଲକ୍ଷ ୫୦ ହଜାର ବର୍ଷ ପୁରୁଣା ବୋଲି ଜଣା ଯାଉଛି ତେଣୁ ଏହି ମନ୍ଦିରକୁ ସ୍ଵୟଂ ଭଗବାନ ବିଶ୍ଵକର୍ମା ପ୍ରସ୍ତୁତ କରିଥିବା ବିଶ୍ୱାସ କରାଯାଏ।

Leave a Reply

Your email address will not be published. Required fields are marked *