ପୋଷ୍ଟାଲ ଗ୍ରାହକ ମାନଙ୍କ ପାଇଁ ଆଣିଲା ଦମଦାର ସ୍କିମ ,ଖାତା ନଥିଲେ ମଧ୍ୟ ଉଠାଇ ପାରିବେ ଲାଭ ଜାଣନ୍ତୁ କିପରି ପାଇବେ ଲାଭ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ଆପଣଙ୍କ ପାଇଁ ବହୁତ୍ ବଡ଼ ଖୁସି ଖବର ଝକୁ ଜାଣିଲେ ଆପଣଙ୍କ ପାଡ଼ ମାଟିରେ ଲାଗିବ ନାହିଁ ତେବେ ଡେରି ନକରି ଆସନ୍ତୁ ଜାଣିବା ସେହି ଖୁସି ଖରବ ଟି ବିଷୟରେ ସମ୍ପୂର୍ଣ୍ଣ ଭାବରେ । ଗରିବ ଗ୍ରାମ ବାସି ମାନଙ୍କୁ ସହାୟତା ଯୋଗାଇବା ଡାକ ବିଭାଗ ଡୋର ସ୍ତେପ ମଧ୍ୟରେ ମିଳିବ ଟଙ୍କା ଏକ ସମୟ ଥିଲା ଯେତେବେଳେ ଟଙ୍କା ମନି ଅର୍ଡର ମାଧ୍ୟମରେ ପଇସା ପାଉଥିଲେ ହେଲେ ଏବେ ଏହାକୁ ଆପଣ ଆପଣଙ୍କ ଡାକ ଘର ମାଧ୍ୟମରେ ପାଇପାରିବେ

ଯାହା ଦ୍ଵାରା ଡାକ ବିଭାଗ ମାଧ୍ୟମରେ ଆପଣ ବାହାର ଦେଶରୁ ମଧ୍ୟ ପଇସା ଆଣି ଓ ପଠାଇ ପାରିବେ ଡାକ ବିଭାଗ ଏକ ସୂଚନା ଅନୁଯାୟୀ ଏବେ ଆପଣ ଡାକ ବିଭାଗ ମାଧ୍ୟମରେ ଆପଣଙ୍କ ପୁଅ ବା ଅନ୍ୟ କେହିବି ଯିଏ ବାହାର ଦେଶରେ ରହୁଛନ୍ତି ତାଙ୍କୁ ଆପଣ ଗାଁରୁ ପଇସା ପଠାଇ ଓ ଆଣି ପାରିବେ ଯଦି ଆପଣଙ୍କର ଏକା ଜମା ଖାତା ଡାକ ଘରେ ଅଛି କୁମ୍ଭ ନାହିଁ

ତାହେଲେ ଆପଣ ମୋବାଇଲ ମାଧ୍ୟମରେ ମଧ୍ୟ ପଇସା ପାଇପାରିବେ ଯାହା ଫଳରେ ଲୋକ ମାନେ ନିଜର ଟଙ୍କା ସିଧା ସଡ଼କ ଡାକ ଘରୁ ନେଇ ପାରିବେ କୁମ୍ଭ ଘରକୁ ପୋଷ୍ଟ ମ୍ୟାନ ପଇସା ନେଇ ପହଞ୍ଚେଇ ଦେବେ । IPPP ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ବିଦେଶରୁ ଗ୍ରାମକୁ ତାଙ୍କ ପଠାଇବା ସେବା ଆରମ୍ଭ କରିଛନ୍ତି ଏହା ପରେ ସେ କହିଛନ୍ତି ଯେ ରିଅଲ ମନି ଟ୍ରାନସଫର୍ ସହାୟତାରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି

ଯାହା ଅଧୀନରେ ୧୫ ଦେଶରୁ ସିଧା ସଡ଼କ ଗ୍ରାମ ମାନଙ୍କରେ ଟଙ୍କା ପହଞ୍ଚିବ ସେ କହିଛନ୍ତି ଯେ ଯେଉଁ ଗ୍ରାମରେ ଲୋକମାନେ ଟେକ୍ନୋଲୋଜି ବ୍ୟବହାର କରା ଯାଇନାହିଁ ସେହି ପରି ଲୋକମାନଙ୍କ ଘରକୁ IPPP ସିଧା ସଡ଼କ ତାଙ୍କ ପଠାଇ ପାରିବ ଯେଉଁ ମାନେ ବହୁତ୍ ପରିଶ୍ରମ କରି ଟଙ୍କା ପାଉଛନ୍ତି ସେମାନେ ଡାକ ବିଭାଗ ସହାୟତାରେ ଘରେ ପାଇପାରିବେ ।

Leave a Reply

Your email address will not be published. Required fields are marked *