କନିଅର ଗଛର ଚେର କୋଟିପତି କାହିଁକି କରିଥାଏ,୨୪ ଘଣ୍ଟାରେ ଭାଗ୍ୟ ଚମକିବ କରନ୍ତୁ ଏହି ଛୋଟିଆ ଉପାୟ ବଦଳିଯିବ ଭାଗ୍ୟ

ଦର୍ଶକ ବନ୍ଧୁ ଆମ ଶାସ୍ତ୍ରରେ ଗଛ ଲତା ଆଦିଙ୍କୁ ବହୁତ୍ ଗୁରୁତ୍ବ ଦିଆ ଯାଇଥାଏ ହେଲେ କଣ ଆପଣ ଜାଣିଛନ୍ତି ଯଦି ଆପଣ ଏହି ଗଛର ଚେର ପିନ୍ଧିଥାନ୍ତି ତାହେଲେ ଆପଣ ମଧ୍ୟ ହୋଇ ପାରିବେ କୋଟିପତି ଓ ଆପଣ ମଧ୍ୟ ଆପଣଙ୍କ ସପ୍ନ ପୂରଣ କରି ପାରିବେ ତାହେଲେ ଆଉ ଦେତି ନକରି ଆସନ୍ତୁ ଜାଣିବା ସେହି ଚମତ୍କାରି ଗଛ ବିଷୟରେ ।

ଦର୍ଶକ ବନ୍ଧୁ ଆପଣ ମାନେ କନିଆରି ଗଛର ସାଧାରଣ ଭାବରେ ସବୁ ଜାଗାରେ ଦେଖିବାକୁ ପାଉଥିବା ହେଲେ କଣ ଆପଣ ଜାଣିଛନ୍ତି ଯେ କାନିଆରି ଗଛ ଚେର ପିନ୍ଧିବା ଦ୍ଵାରା ଆପଣଙ୍କୁ କଣ ସବୁ ଫାଇଦା ହୋଇଥାଏ ଓ ଏହା ଆପଣଙ୍କ ପାଇଁ କେତେ ଶୁଭ ଜାଣିନାହାନ୍ତି ଯଦି ଶେଷ ଯାଏ ନିଶ୍ଚୟ ପଢନ୍ତୁ । ଦର୍ଶକ ବନ୍ଧୁ ଯଦି ଆପଣ ଏହି କନିଆରୀ ଚେରକୁ ଏକ କଲା ଫିତାରେ ବାନ୍ଧି ଆପଣ ହାତରେ ବାନ୍ଧିବେ

ତାହେଲେ ଆପଣଙ୍କ ସମସ୍ତ ଅଟକିଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ ଓ ଆପଣଙ୍କୁ କୌଣସି ଜିନିଷର ଅସୁବିଧା ବା ଅଭାବ ଦେଖା ଦେଇ ନଥାଏ । ଯଦି ଆପଣଙ୍କ କର୍ମକ୍ଷେତ୍ରରେ ସଫଳତା ପାଇପରୁନଥିଲେ ଆପଣ ତାକୁବି ଅତି ସହଜରେ ହାସଲ କରି ପାରିବେ । ଆପଣଙ୍କ ପାରିବାରିକ ଜୀବନ ବହୁତ୍ ଖୁସିରେ କରିବ ଓ ଆପଣ ପରିବାରରେ କୌଣସି କାଳୀ ଜଗଡା ଦେଖା ଦେବ ନାହିଁ ।

ଯଦି ଆପଣ ଜଣେ ଛାତ୍ର ବା ଛାତ୍ରୀ ଥିଲେ ଆପଣ ଏହି ଚେରକୁ ପିନ୍ଧିବା ଦ୍ଵାରା ଆପଣଙ୍କ ଶ୍ରେଣୀରେ ସର୍ବଶ୍ରେଷ୍ଠ ହେବାରେ ଆପଣଙ୍କୁ ସାହାଯ୍ୟ କରିବ ଓ ପରୀକ୍ଷାରେ ମଧ୍ୟ ବହୁତ୍ ଭଲ ଫଳ ପାଇବାରେ ସାହାଯ୍ୟ କରିବ । ମନେରଖନ୍ତୁ ଦର୍ଶକ ବନ୍ଧୁ ଯଦି ଆପଣ ଏହି ଚେରକୁ ପିନ୍ଧି କାର୍ଯ୍ୟ କରି ଚଳିବେ ତାହେଲେ ଆପଣଙ୍କୁ ସଫଳତା ପାଇବାରୁ କେହି ହେଲେ ଅଟକାଇ ପାରିବେ ନାହିଁ । ଶେଷ ଯାଏ ପଡ଼ିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *