କେଶ ଝଡ଼ିବା ସମସ୍ୟା ଦୂର ହେବ ୧୦୦ ବର୍ଷ ଯାଏ ଧଳା ହେବନି କେଶ ,ବୁଢ଼ା ହୋଇଥିଲେ ହୋଇଯିବେ ଟୋକା କରନ୍ତୁ ଏହି ଘରୋଇ ଉପାୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବକ୍ ଯାଉଛୁ ଯାହାକୁ ଯଦି ଆପଣ ବ୍ୟବହାର କରନ୍ତି ତାହେଲେ ଆପଣଙ୍କ ମୁଣ୍ଡରେ ଗୋଟେବି ଧଳା କେଶ ରହିବା ନାହିଁ ।ଯେହେତୁ ଏହା ଏକ ଘରୋଇ ଉପଚାର ଏହାଦ୍ବାରା ଆପଣଙ୍କ କେଶ ଉପରେ କୌଣସି ଖରାପ ପ୍ରଭାବ ପକାଇବ ଅନାହିନ ଏହାକୁ ପ୍ରସ୍ତୁତ କରିବା ଅମଦ୍ୟ ବହୁତ୍ ସହଜ

ଏହାକୁ ପ୍ରସ୍ତୁତ କରିବା ପାଇଁ ଜରୁରୀ ସାମଗ୍ରୀ ଗୁଡିକ ହେଉଛି ଏକରୁ ଦେଢ଼ କପ ନଡ଼ିଆ ତେଲ , ଭର୍ସୁଙ୍ଗା ପତ୍ର , ୪ ଚାମଚ୍ ମେଥି , ୫ ଚାମଚ୍ ଆମ୍ଲା ପୋଉଡର ।ଆପଣ ଏକ ଲୁହା କଡାଇରେ ପ୍ରଥମେ ନଡ଼ିଆ ତେଲ ପଳାଇ ଧିମା ଆଞ୍ଚରେ ଗରମ୍ କରନ୍ତୁ ଏହା ପରେ ଆପଣ ଏହି ଗରମ୍ ନଡ଼ିଆ ତେଲରେ ଭର୍ସୁଙ୍ଗା ପତ୍ର ପକାନ୍ତୁ

ତାପରେ ଆପଣ ଏଥିରେ ମେଥି ଦାନା ପକାନ୍ତୁ ଏବେ ଆପଣ ଏହି ମିଶ୍ରଣକୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ ଏହା ପରେ ଆପଣ ସେଥିରେ ଆମ୍ମଲା ପାଉଡର ପକାନ୍ତୁ ତାପରେ ଏହାକୁ ଆପଣ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ।ଭାଜିବାପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ

ଥଣ୍ଡା ହେବାପରେ ଆପଣ ଏହି ତେଲକୁ କୌଣସି ଏକ କାଚ ପତ୍ରରେ ଏହାକୁ ରାକ୍ଷୀ ଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘରୋଇ ଉପଚାର ଯାହାକୁ ଆପଣ ଆପଣଙ୍କ ପାଚିଲା କେଶରେ ଲଗାନ୍ତୁ ଦେଖିବେ ଦୈନିକ ବ୍ୟବହାର ଦ୍ଵାରା ଆପଣଙ୍କ ଧଳା କେଶ ସମ୍ପୂର୍ଣ୍ଣ ରୂପରେ କଳା ରଙ୍ଗର ହୋଇଯିବ |

Leave a Reply

Your email address will not be published. Required fields are marked *