କାନ୍ଦୁଛନ୍ତି ମା କାଳିଜାଇ ସନ୍ଧ୍ୟା ହେଲେ ଶୁଭୁଛି ମାଙ୍କ କରୁଣ ଚିତ୍କାର କାହିଁକି ସନ୍ଧ୍ୟା ହେବା ପୂର୍ବରୁ ପୂଜାରୀ ନାଉରି ପର୍ଯ୍ୟଟକ କିମ୍ବା ମାଛ ଧାରୁଆଲି ସମସ୍ତେ କୂଳକୁ ଫେରି ଆସନ୍ତି ସତରେ କଣ ରହିଛି ମା କାଳିଜାଇଙ୍କର ମାଁ କାଳିଜାଈଙ୍କର ରହସ୍ୟ ଆସନ୍ତୁ ଜାଣିବା | ଓଡିଶା ରାଜ୍ୟ ଚିଲିକା ହ୍ରଦ ମଧ୍ୟରେ ଅବସ୍ତିତ ଏହି ମାଁ କାଳିଜାଈଙ୍କର ଈଏତିହାସିକ ମନ୍ଦିର ଏହି ମନ୍ଦିର ଟିକୁ 1717 ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମନସିଂ ନିର୍ମାଣ କରିଥିଲେ |କାଳିଜାଇ ଦୁଇଟି ପୃଥକ ନାମ ଗୋଟିଏ ହେଲା କାଳି ଜାଈ କାଳି ଅର୍ଥାତ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ପ୍ରଧିଷ୍ଟାପ୍ତି ଦେବୀ ମା କାଳିଜାଇ ଏବଂ ସ୍ଥାନୀୟ ଅଞ୍ଚଳ ବାଣପୁର ଏକ ସାଧାରଣ ଝିଅ ଜାଇ |
କିମ୍ଭଦନ୍ଥୀ କହେ ବାଣପୁର ର ଏକ ସାଦାରଣ ଝିଅ ଯିଏକି ସେଠାକାର ଅବସ୍ଥିତ ଦିବ୍ୟ ବାରିକୁଦକୁ ବିବାହକରି ଯେତେବେଳେ ସେମାନେ ଚିଲିକା ହ୍ରଦରୁ ଗୋଟିଏ ଡଙ୍ଗାକୁ ଧରି ଆର ଦୀପକୁ ଯାଉଥିଲେ ସେତେବେଳେ ଏକ ଭୟଙ୍କର ଝଡ ଆସିଥିଲା ଏବଂ ସବୁ ଓଲଟା ପାଲଟ ହୋଇଯାଇଥିଲା | ଝଡର ମାତ୍ରା ଏତେ ତୀବ୍ର ଓ ପ୍ରଖର ଥିଲା ଯେ ଡଙ୍ଗଟି ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡିଯାଇଥିଲା | ଏବଂ ଡଙ୍ଗାରେ ଥିବା ଡଙ୍ଗାଵାଲା ଯାଇ ଏବଂ ଜାଇର ବାପା ସମସ୍ତେ ପାଣିରେ ବୁଡି ଯାଇଥିଲେ କୌଣସି ପ୍ରକାରରେ ଜାଇର ବାପା ଓ ଡଙ୍ଗାଵାଲା ଗଭୀର ଗଣ୍ଡ ପାଣିରୁ ବର୍ତ୍ତିଯାଇଥିଲେ
ହେଲେ ଯେତେବେଳେ ଦୁହେଁ ଚାରିଅଡକୁ ଦେଖିଲା ବେଳକୁ ତାଙ୍କ ପାଖରେ ଆଉ ନଥିଲେ ଯାଇ ପିଲାଟି ଦିନରୁ ବଡ ଯତ୍ନ ସହିତ ଝିଅଟିକୁ ଲାଳନ ପାଳନ କରି ବଡ଼ କରିଥିଲେ | ହେଲେ ଆଜି ସେହି ଜାଇ ହଜିଯାଇଛି ଚିଲିକାର ସେହି ଏକତା ଗଣ୍ଡ ମଧ୍ୟରେ | କାନ୍ଦି କାନ୍ଦି ବାପର ଆଖି ଲୁହ ଶୁଖିଯାଏ ଶେଷରେ ଜାଇକୁ ଖୋଜୁ ଖୋଜୁ ସନ୍ଧ୍ୟା ହୋଇଗଲା |
ଶେଷରେ ଜାଇକୁ ନପାଇ ଘରକୁ ଫେରାଇଆସିଲେ ଜାଇର ବାପା ଏବଂ ଡ଼ଙ୍ଗାବାଲା ଏପଟେ ଯାଇ ଏହାର ଆତ୍ମଟି ଚିଲିକା ହ୍ରଦରେ ଆସନ୍ତା ହୋଇ ବୁଲୁଥାଏ ଆସନ୍ତା ହୋଇ ଚିତ୍କାର କରୁଥାଏ ମୋତେ ବଞ୍ଚାଅ ମୋତେ ବଞ୍ଚାଅ ମୁଁ କଣ କାହାର ଦୋଷ କରିଥିଲି ମୋତେ କେହି ହେଲେ ବଞ୍ଚାଅ | ଏମିତି ଅନେକ ଦିନ ଗଲା ଯେତେବେଳେ ସ୍ଥାନୀୟ ନାବିକ ମାନେ ଏବଂ ମାଛ ଧରୁଆଳିମାନେ ମାଛ ଧରିବା ପାଇଁ ଚିଲିକା ହ୍ରଦ ମଧ୍ୟକୁ ଗଲେ
ସେଠାରେ ଜାଇର କାନ୍ଦିବା ସ୍ୱର ସେମାନେ ଶୁଣିବାକୁ ପାଇଲେ ମନ୍ଦିର ମାସକର 30 ଦିନ ମଧ୍ୟରୁ କେବଳ 21 ଦିନ ଖୋଲା ରହି ପୂଜା ପାଇଥାନ୍ତି | ସନ୍ଧ୍ୟା ହେବ ପୂର୍ବରୁ କେହି ମଧ୍ୟ କାଳିଜାଇ ଦୀପରେ ରହନ୍ତି ନାହିଁ କେବଳ ସାଧାରଣ ମଣିଷ ନୁହେ ନାଉରୀ ଓ ପୂଜାରୀ ପର୍ଯ୍ୟଟକ କିମ୍ବା ମାଛ ଧରାଳି ସମସ୍ତେ କୂଳକୁ ଫେରି ଆସନ୍ତି |