Varsha ଙ୍କ ହାର କୁ ନେଇ ହା-ହା ହସିଲେ ଅନୁଭବ, ଆଉ ଯାହା କହିଲେ ଜାଣିଲେ….

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ରାଜନୀତି ମଇଦାନ ରୁ ଆସିଲା ବହୁତ ବଡ଼ ଖବର ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପଛରେ ପକାଇଲେ ଅନୁଭବ ବର୍ଷା ପ୍ରିୟଦର୍ଶିନୀ ରାଜନୀତି ର ପ୍ରାର୍ଥୀ ହୋଇ ମଇଦାନ କୁ ଓହ୍ଲାଇ ଥିଲେ ଆଉ ବର୍ତ୍ତମାନ ସମୟରେ ଯାହା ଅପଡେଟ ଆସିଛି ବର୍ଷା ପ୍ରିୟଦର୍ଶିନୀ ଏବେ ପଛରେ ପଡ଼ି ଯାଇଛନ୍ତି । ଆଜି ଭୋଟ ଗଣତି ଚାଲିଛି ଏବଂ ଫଳା ଫଳରୁ ଯାହା ଜଣାପଡିଛି ବର୍ଷା ହାରି ଯାଇଛନ୍ତି ।

ଅନୁଭବ ମହାନ୍ତି ବିଜେପିରୁ ଷ୍ଟାର ପ୍ରଚାରକ ହୋଇଥିଲେ ଏବଂ ବର୍ଷା ପ୍ରିୟଦର୍ଶିନୀ ବିଜେଡିରୁ ହୋଇଥିଲେ । ଏହି ସମୟରେ ଏକ ବଡ ଅପଡେଟ ପହଁଚିଛି ବର୍ଷା ପ୍ରିୟଦର୍ଶିନୀ ହାରି ଯାଇଛନ୍ତି । ବଡ଼ଚଣା ଠାରେ ହାରିଲେ ବର୍ଷା ଏବଂ ଜିତିଲେ ଅନୁଭବ ଏସମ୍ପର୍କରେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବିଜେଡି ପକ୍ଷରୁ ଛିଡ଼ା ହୋଇଥିଲେ ଅଭିନେତ୍ରୀ ବର୍ଷା ଏପଟେ ଷ୍ଟାର ପ୍ରଚାରକ ଭାବରେ ଛିଡ଼ା ହୋଇଥିଲେ ଅନୁଭବ ଦୁଇ ଜଣ ବିପରୀତ ପକ୍ଷରୁ ନିଜ ଦଳ ପାଇଁ ପ୍ରଚାର କରୁଥିଲେ । ଏତେ ସବୁ ପରେ ବର୍ଷା ହାର ମାନିଛନ୍ତି ଅନୁଭବଙ୍କ ଠାରେ ଶେଷରେ ଅନୁଭବ ବିଜୟ ଲାଭ କରିଥିବା

ବେଳେ ବଡ଼ଚଣା ଠାରେ ହାରି ଛନ୍ତି ବର୍ଷା ଅନୁଭବ ମହାନ୍ତିଙ୍କ ଦଳ ବହୁତ କଷ୍ଟ କରି ପ୍ରଚାର କାରୁଥିଲେ ଏବେ ଜିତି ଯାଇଛନ୍ତି ଏପଟେ ବର୍ଷା ହାରି ଯାଇଛନ୍ତି ସେ ମଧ୍ୟ ନିଜ ଦଳ ପାଇଁ ବହୁତ ପରିଶ୍ରମ କରୁଥିଲେ ।ତେବେ ବନ୍ଧୁଗଣ ଜଣେ ଖୁସି ଥିବାରେ ଜଣେ ବହୁତ ଦୁଃଖରେ ଅଛନ୍ତି |

Leave a Reply

Your email address will not be published. Required fields are marked *