ଘରେ ରଖିଛନ୍ତି କି ଶଙ୍ଖ ତେବେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ ,ନଚେତ ଖୁବ ଶୀଘ୍ର ହୋଇଯିବେ କାଙ୍ଗାଳ ଜାଣନ୍ତୁ ଏହାର ମହତ୍ତ୍ୱ

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ଘରେ ଯଦି ଶଙ୍ଖ ରଖୁଛନ୍ତି ତେବେ କରନ୍ତୁ ନାହିଁ ଏହି ସବୁ ଭୁଲ ଆମର ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ତ୍ୱ ଦିଆଯାଇଛି ପ୍ରତ୍ୟକ ଘରର ଠାକୁର ଘରେ ନିଶ୍ଚିତ ଭାବରେ ଶଙ୍ଖଟିଏ ଥିବ କିନ୍ତୁ ଶଙ୍ଖ ରଖିବା ଦ୍ୱାରା ତାର କେତେ ଗୁଡ଼ିଏ ନିୟମ ରହିଅଛି ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ହୁଏତ ଆପଣଙ୍କ ଘରର ଅମଙ୍ଗଳ ହୋଇଥାଏ | ଯେମିତିକି ଆପଣମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ନୁ ଙ୍କ ପ୍ରିୟ ଵସ୍ତୁ ହେଲା ଶଙ୍ଖ ଆପଣ ଦେଖିଥିବେ

ଭଗବାନ ବିଷ୍ନୁ ଙ୍କ ହାତରେ ସର୍ବଦା ଶଙ୍ଖ ଶୋଭା ପାଇଥାଏ | ଯେକୌଣସି ପୂଜାର୍ଚନାରେ ଶଙ୍ଖ ଯଦି ନବଜା ଯାଏ ତାହେଲେ ଆପଣଙ୍କ ପୂଜାରୁ ସଫଳ ମିଳେ ନାହିଁ ଏବଂ ଶଙ୍ଖ ବଜାଇବା ଦ୍ୱାରା ଘରର ନକରାତ୍ମକ ଉର୍ଜା ବାହାରକୁ ପଳେଇ ଯାଇଥାଏ ଏବଂ ସନ୍ଧ୍ୟା ସମୟରେ ଯେପରି ଆପଣମାନେ ଜାଣିଥିବେ ନକରାତ୍ମକ ଶକ୍ତି ମାନଙ୍କର ପ୍ରଭାବ ବହୁତ ଅଧିକ ଥାଏ ସେଥିପାଇଁ ପ୍ରତ୍ୟକ ତୁଳସୀ ଗଛ ମୂଳେ ଯେତେବେଳେ ସନ୍ଧ୍ୟା ଦୀପ ଦିଆଯାଏ

ତାପରେ ଶଙ୍ଖ ବଜା ଯାଇଥାଏ ଏବଂ ଶଙ୍ଖକୁ ଯେତେବେଳେ ଆପଣମାନେ ବଜାଉଛନ୍ତି ତିନି ଥର ଆପଣ ବଜାଇବେ ସବୁବେଳେ ମନେରଖନ୍ତୁ ତିନିଥର ଅଧା ବଜାଇଲେ ଶୁଭ ହୋଇଥାଏ କିନ୍ତୁ ତିନିଥରକୁ ଅଶୁଭ ବିଚାର କରାଯାଏ | ଏପରି ଶଙ୍ଖ ବଜାଇଲେ ଏହାକୁ ଶୁଭ କୁହାଯାଏ ତିନି ଥର ଅଧା ସାଢେ ତିନି ଥର ଏପରି ଶଙ୍ଖ ବଜାଇଲେ ବହୁତ ଶୁଭ ହୋଇଥାଏ ଏବଂ ଶଙ୍ଖ ବଜାଇବେ ବେଳେ ମନେରଖନ୍ତୁ

କେବେବି ଅଧା କାଣ୍ଡିଆ ଶଙ୍ଖ ବଜାଇବେ ନାହିଁ ଯଦି ଆପଣଙ୍କର ଅଭ୍ୟାସ ନାହିଁ ତାହେଲେ ବଜାନ୍ତୁ ନାହିଁ କିନ୍ତୁ ଆପଣ ମନେରଖନ୍ତୁ ସନ୍ଧ୍ୟା ସମୟରେ ଏପରି ଭୁଲ କରିବେ ନାହିଁ ଏହା ଦ୍ୱାରା ମା ଲକ୍ଷ୍ମୀ କେବେବି ପ୍ରବେଶ କରିବେ ନାହିଁ ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରକୁ କେବେ ମାତା ଲକ୍ଷ୍ମୀଙ୍କ କୃପା ମିଳିନଥାଏ | ଶଙ୍ଖକୁ ସର୍ବଦା ଉଚ୍ଚ ସ୍ଥାନରେ ରଖିବେ ଏବଂ ଠାକୁର ଘର ଭିତରେ ଉଚ୍ଚ ସ୍ଥାନରେ ରଖିବେ କେବେବି ତଳେ ରଖିବେ ନାହିଁ

Leave a Reply

Your email address will not be published. Required fields are marked *