କାମ ଦେଲାନି ଧୋନିଙ୍କ ପ୍ଲାନ୍ ପ୍ଲେ ଅଫ୍ ଯିବ RCB ଧୋନିଙ୍କ ଭୁଲ୍ ପାଇଁ ମ୍ୟାଚ୍ ହାରିଲା ଗୁଜରାଟ ,ଟାଇଟନ୍ସ ଠାରୁ ହାରିବା ପଡ଼ିଲା ମହାଙ୍ଗା

କାମ ଦେଲାଣି ଧୋନିଙ୍କ ମାଷ୍ଟର ପ୍ଲାନ ହାରିଲା CSK ଜିତିଲା ଗୁଜୁରାଟ କାନ୍ଦି କାନ୍ଦି ହାରିଲା CSK ସେଥିରୁ RCB ର ହେବା ବହୁତ୍ ବଡ ଲାଭ କଣ ସେହି ଲାଭ ଆସନ୍ତୁ ଜାଣିବା । ହଁ ଦର୍ଶକ ବନ୍ଧୁ IPL ୨୦୨୪ ର ୫୯ ତମ ମ୍ୟାଚରେ CSK କୁ ପରାଜିତ କରିଛି ଗୁଜୁରାଟ ତେବେ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ସୀମିତ ୨୦ ଓଭର୍ ରେ ୩ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା

ଯେଉଁଥିରେ ସାଇ ସୁଦର୍ଶନ ଓ ସୁମନ୍ ଗିଲ ନିଜ ଘରୋଇ ପିଚ୍ ର ପୁରା ଫାଇଦା ଉଠାଇ ଥିଲେ ଓପ୍ନିଂ ଯୋଡ଼ିରୁ ୧୦୪ବଲ୍ ରୁ ୨୧୦ ରନ୍ ସଂଗ୍ରହ କରିଥିଲେ ସୁଦର୍ଶନ । ସେ ୫୧ ଟି ବଲରେ ୧୦୩ରନ୍ ସଂଗ୍ରହ କରିଥିବା ବେଳେ ଗିଲ ୫୫ ଟି ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ । ଏହି ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରଥମ ଓଭର ଶେଷ ବଲରେ ରଚିଙ୍କ ୱିକେଟ୍ ଯାଇଥିଲା

ତାପରେ ଧୀରେ ଧୀରେ ଗୁରୁତ୍ବ ପୂର୍ଣ୍ଣ ୱିକେଟ୍ ପଡିବା ପରେ ଶେଷରେ ମିଚେଲ ଓ ମୋଇନ୍ ଆଲି ଦଳର ସ୍କର୍କୁ ଆଗକୁ ନେଇଥିଲେ ଓ ତାଙ୍କ ୱିକେଟ୍ ଯିବା ପରେ ଧୋନି ପିଚ୍ କୁ ଓହ୍ଲାଇ ଥିଲେ ତାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଲେ ବଲ୍ ଅଭାବରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ି ଥିଲା ।

Leave a Reply

Your email address will not be published. Required fields are marked *