Anuchinta : ଘରେ ଟଙ୍କା ପଇସାର ଅଭାବ ଲାଗି ରହିଛି କି ବାସ୍ ଖାଲି ଏତିକି କାମ କରନ୍ତୁ , ତାପରେ ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହେବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବା ।
୧. ସୂର୍ଯ୍ୟ ଉଦୟ ହେଲାପରେ ଶୋଇରହି ଇରହିବା ଉଚିତ୍ ନୁହେଁ କିମ୍ବା ପରିବାରରେ କାହାକୁ ଶୋଇରହିବାକୁ ଦେବା ଅନୁଚିତ୍ ଏହା ଅଶୁଭ ହୋଇଥାଏ ଏବଂ ଧନହାନିର ସମ୍ଭାବନା ଦେଖାଦେଇଥାଏ ।

୨. ଘରକୁ ଆସିଥ‌ିବା ଅତିଥିଙ୍କୁ ଯଦି ଆଦର ସତ୍କାର କରାଯାଏ ନାହିଁ ତେବେ ଅଶୁଭ ହୋଇଥାଏ ଏବଂ ଧନହାନି ଦେଖାଦେବା ସହିତ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ ।

୩. ପ୍ରତ୍ୟେକ କଥାରେ ମିଛ କହିବା ଅଥବା ମିଛର ସାହାରା ନେବାଦ୍ବାରା ଅମଙ୍ଗଳକାରୀ ହୋଇଥାଏ ଏବଂ ବଂ ଆକ ସଙ୍କଟ ଦେଖାଦେବା ସହିତ ଧନହାନି ହୋଇଥାଏ ।

୪. ଯେଉଁ ଘରେ ସ୍ବାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ କରିନଥାନ୍ତି କିମ୍ବା ପରସ୍ପରକୁ ଅପଶବ୍ଦ କହିଥାନ୍ତି ସେଠାରେ ଆର୍ଥକ ସଙ୍କଟ ଦେଖାଦେବା ସହିତ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ ।

୫. ଯଦି ରହୁଥ‌ିବା ରହୁଥ‌ିବା ଘର ଉତ୍ତମ ରୁପେ ସଫା କରାଯାଏ ।ଏ ନାହିଁ କିମ୍ବା ଅଳିଆ ଆବର୍ଜନା ରହିଥାଏ ତେବେ ଅଶୁଭ ହୋଇଥାଏ ଏବଂ ଘରେ ଆର୍ଥିକ ସଙ୍କଟ ଦୂର ହୋଇପାରି ନଥାଏ ।

୬. ଘରେ ଝାଡ଼ୁକୁ ଖୋଲା ସ୍ଥାନରେ ରଖୁବା ଦ୍ବାରା ସମସ୍ତଙ୍କ ଦୃଷ୍ଟି ଝାଡୁ ଉପରେ ପଡ଼ିଥାଏ ଯଦ୍ବାରା ଅଶୁଭ ହେବାସହିତ ଧନହାନିରକାରଣ ହୋଇଥାଏ ତେଣୁ ଚୁକୁ ଲୁଚାଇକରି ରଖୁବା ଦ୍ବାରା ଶୁଭପ୍ରଦ ଝାଡ଼ୁକୁ ହୋଇଥାଏ ।

୭. ଘର କିମ୍ବା ବ୍ୟବସାୟ ସ୍ଥଳର ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ବାରା ଅଶୁଭ ହୋଇଥାଏ ଏବଂ ଧନର ଅଭାବ ଦେଖାଦେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୮. ଘରେ କେବେବି କୌଣସି ପ୍ରକାର ବଡ଼ ବଡ଼ ପଥର ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହେବାସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୯. ଘରର ମୁ ମୁଖ୍ୟଦ୍ବାର ସଡକଠାରୁ ନୀଚା ହେବା ଦ୍ବାରା ଅଶୁଭ ହୋଇଥାଏ ଏବଂ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୧୦. ଘର ଭିତରେ କିମ୍ବା ବାହାରେ କେ କଣ୍ଟାଯୁକ୍ତ ଗଛ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହେବାସହିତ ଆର୍ଥକ ସଙ୍କଟ ଥାଏ ଏବଂ ସମ୍ପର୍କ ଖରାପ୍ ଦେଖା ଦେଇଥାଏ ହୋଇଥାଏ ।

Leave a Reply

Your email address will not be published. Required fields are marked *