ବିଶ୍ୱକପ ଦଳରେ ଏବେବି ହେଇପାରିବ ପରିବର୍ତ୍ତନ, ଆଇସିସିର ରହିଛି ଏହି ନୂଆ ନିୟମ ସୁଯୋଗ ପାଇପାରନ୍ତି ରାହୁଲ ଏବଂ ଋତୁ

T20 ବିଶ୍ୱକପ୍ ରେ ଭାଗନେବାକୁ ଥିବା ୨୦ ଟି ଦଳ ମଧ୍ୟରୁ ୪ ଟି ଦଳ ସେମାନଙ୍କ ଦଳ ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି ଭାରତ ମଧ୍ୟ ଟା ୧୫ ଜଣିଆ ଦଳ ଘୋଷଣା କରିସାରିଥିବା ବେଳେ ସୁମନ ଗିଲ , ରିଙ୍କୁ ସିଂ , ଖାଲିଲ୍ ଏହେମଡ୍ ଏବଂ ଅମିସ୍ ଖାଁ ରିଜର୍ଭ ଖେଳାଳି ଭାବରେ ଦଳ ମଧ୍ୟରେ ସ୍ଥାନ ପାଇଛନ୍ତି |

ତେବେ ଚୟନ କର୍ତାଙ୍କର ଏହି ଟିମ୍ ଘୋଷଣା ପରେ ଏବେ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି କିଛି ଖେଳାଳି ସ୍ଥାନ ପାଇବା ଓ କିଛି ଖେଳାଳି ସ୍ଥାନ ନ ପାଇବାକୁ ନେଇ ପ୍ରସଂଶଙ୍କ ମାନଙ୍କ ମଧ୍ୟରେ କଳହ ଦେଖିବାକୁ ମିଳିଛି ରୋହିତ୍ ଅଧିନାୟକ ଭାବରେ ଚୟନ କରାଯାଇଥିବା ସମୟରେ ହାର୍ଦ୍ଧିକ ଉପ ଅଧିନାୟକ ହୋଇଛନ୍ତି

ତା ସହିତ ବିରାଟ କୋହଲି , ସୂର୍ଯ୍ୟ କୁମାର ଏବଂ ବୁମ୍ରା ସ୍ଥାନ ମିଳିଥିବା ବେଳେ ବିଶ୍ୱକପ୍ ଖେଳିବା ସବେଦାର ଥିବା ପାଞ୍ଚ ଜଣ ଖେଳାଳି ବାଦ ପଡିଛନ୍ତି । କେଲ୍ ରାହୁଲ , ମାୟଙ୍କ ଅଗ୍ରୱାଲ , ରବୀନ୍ଦ୍ର ଯାଦବ ଓ ଋତୁରାଜ ଙ୍କୁ ମଧ୍ୟ ଦଲାଲର ସ୍ଥାନ ମିଳି ନାହିଁ । ଆପଣଙ୍କୁ କଣ ଲାଗୁଛି କାହିଁକି ଏମାନଙ୍କୁ ଖେଳା ହେଲା ନାହିଁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାଇବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *