ଏହି କାରଣ ପାଇଁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଅଭିନେତା ବୁଦ୍ଧାଦିତ୍ୟ ,ଜାଣନ୍ତୁ ବୁଦ୍ଧଙ୍କ ଜୀବନ ଭରା କାହାଣୀ ଆଖିରୁ ଲୁହ ଆସିଯିବ

ନମସ୍କାର ଦର୍ଶକବନ୍ଧୁ କଣ ପାଇଁ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଅଭିନେତା ବୁଦ୍ଧାଦିତ୍ୟ ଦର୍ଶକବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଆପଣ ମାନଙ୍କ ପ୍ରିୟ ଅଭିନେତା ବୁଦ୍ଧଦିତ୍ୟଙ୍କୁ ତାଙ୍କ ଆକ୍ଟଙ୍ଗ କୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିବେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି ଏବଂ ସେ ନିଜ ବାହାଘର କୁ ନେଇ କଣ କହୁଛନ୍ତି କଣ ପାଇଁ ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଏବଂ କେବେ ସେ ବିବାହ କରିବେ କଣ ରହିଛି ବାହାଘର ସହିତ ଜଡ଼ିତ ଟିକିନିକ ଅପଡେଟ ।

ସବୁକିଛି ଆଜିର ବିଷୟରେ ଆପଣ ମାନେ ଜାଣିବାକୁ ପାଇଯିବେ ସେଥିପାଇଁ ଆପଣ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ ।ଆପଣ ମାନଙ୍କ ପ୍ରିୟ ଅଭିନେତା ବୁଦ୍ଧଦିତ୍ୟ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ସାରା ଓଡ଼ିଶା ବାସୀ ତାଙ୍କ ଆକ୍ଟିଙ୍ଗ କୁ ବେଶ୍ ପସନ୍ଦ କରିଥାଆନ୍ତି।ଅନେକ ସମୟରେ ସୋସିଆଲ ମେଡିଆ ରେ ତାଙ୍କ ବାହାଘର କୁ ନେଇ ବେଶ୍ ଚର୍ଚ୍ଚା ଜଡ଼ିତ ହୋଇ ରହିଥାଏ ।

ସେ କେବେ ବିବାହ କରିବେ କାହାକୁ ବିବାହ କରିବେ ସବୁ କିଛି ଖବର ସୋସିଆଲ ମେଡିଆ ରେ ଉଙ୍କି ମାରି ଥାଏ ଯାହାକୁ ନେଇ ଫ୍ୟାନ ମାନଙ୍କ ମନରେ ଆଲୋଚନାର ବିଷୟ ପାଲଟି ଥାଏ ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମେଡିଆ ରେ ବହୁତ ଚର୍ଚ୍ଚା କାହାକୁ ବିବାହ କରିବେ ସେ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ।

ଦର୍ଶକବନ୍ଧୁ ଯେତେବେଳେ ଏହି ସମ୍ପର୍କରେ ବୁଦ୍ଧଦିତ୍ୟଙ୍କୁ ପଚରା ଯାଇଥିଲା ସେତେବେଳେ ସେ ଯାହା କହିଥିଲେ ଆପଣ ମାନେ ଜାଣି ରଖିବା ଉଚିତ । ଯେତେବେଳେ ତାଙ୍କ ଉପଯୁକ୍ତ ଜୀବନ ସାଥି ମିଳିଯିବ ତାଙ୍କ ପସନ୍ଦ ମୁତାବକ ଝିଅ ମିଳିଯିବ ସେତେବେଳେ ସେ ନିଶ୍ଚିତ ବିବାହ କରିବେ ।ସେଥିପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *