ଶାନ୍ତ ହେଲେ ପ୍ରଭୁ ଶନିଦେବ ହୀରା ଭଳି ଚମକିବ ଏହି ୫ଟି ରାଶି ଭାଗ୍ୟ ,ଯାହା ଚାହିଁବେ ତାହା ମିଳିବ ହୋଇଯିବେ ମାଲାମାଲ

ନମସ୍କାର ବନ୍ଧୁଗଣ ଭଗଵାନ ଶନିଦେବ ଏହି ୫ଟି ଗୋଟି ରାଶି ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି ଏବଂ ଭଗଵାନ ଶନି ଦେବ ରକ୍ଷା କରନ୍ତି ଏହି ୫ଟି ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦାତ୍ତା କୁହାଯାଏ ଏହା ସହ ଭଗଵାନ ଶନିଦେବଙ୍କୁ ପାପର ଦାତ୍ତା ବୋଲି କୁହାଯାଏ କାରଣ ଯେଉଁ ବ୍ୟକ୍ତି ଯେଉଁଭଳି କର୍ମ କରିଥାଏ ତାକୁ ଶନିଦେବ ସେହିଭଳି ଫଳ ଦେଇଥାନ୍ତି ଶନିଦେବଙ୍କ କୃପା ଦୃଷ୍ଟି ହେଲେ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଯେଉଁ ଲୋକ ଖରାପ କାମ କରିଥାନ୍ତି ତାଙ୍କୁ ଦଣ୍ଡ ଓ ଭଲ କାମ କରିଲେ ଭଲ ଫଳ ଦେଇଥାନ୍ତି ଭଗଵାନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟମାନ କିଛି ରହିଛି ଯାହାକୁ ଆମେ ପାଳନ କରିବା ନିହାତି ଆବଶ୍ୟକ ତେବେ ଆଜି ଆସନ୍ତୁ ଭଗଵାନ ଶନିଦେବଙ୍କର ପ୍ରିୟ ରାଶି ବିଷୟରେ ଜାଣିବା।

ବୃଷ ରାଶି – ଏହି ରାଶିର ଲୋକମାନେ ଆଶାବାଦୀ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଭଳି ବ୍ୟକ୍ତି ହୋଇଥାନ୍ତି ଏମାନଙ୍କ ଥରେ ନିଡର ଓ ସାହସିକତା ରହିଥାଏ ଏହି ରାଶିର ଲୋକମାନେ ନିଜ ଜୀବନ କିଛି ସର୍ତ୍ତ ଅନୁଯାୟୀ ବ୍ୟତୀତ କରିବାକୁ ପସନ୍ଦ କରନ୍ତି ଭଗଵାନ ଶନିଦେବଙ୍କୁ ଏହି ରାଶିର ବ୍ୟକ୍ତିମାନେ ବୋହୁତ ଅଧିକ ପସନ୍ଦ ଆସିଥାନ୍ତି ଏବଂ ଭଗଵାନ ଶନିଦେବଙ୍କର ଅତି ପ୍ରିୟ ମଧ୍ୟ ହୋଇଥାନ୍ତି।

ସିଂହ ରାଶି – ଏହି ରାଶିର ଲୋକମାନେ ବୋହୁତ ପରିଶ୍ରମୀ ହୋଇଥାନ୍ତି ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ଏମାନେ ଗରୀବ ଏବଂ ଅସହାୟ ବ୍ୟକ୍ତିଙ୍କୁ ବୋହୁତ ସାହାଯ୍ୟ କରିଥାନ୍ତି ଭଗଵାନ ଶନିଦେବଙ୍କୁ ଏମିତି ଲୋକ ବୋହୁତ ପସନ୍ଦ ଆସିଥାନ୍ତି ଯେଉଁମାନେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାନ୍ତି ସେମାନେ ଭଗଵାନ ଶନିଦେବଙ୍କର ଅତି ପ୍ରିୟ ହୋଇଥାନ୍ତି ସିଂହ ରାଶିର ବ୍ୟକ୍ତିମାନେ ମଧ୍ୟ ଭଗଵାନ ଶନିଦେବଙ୍କର ଅତି ପ୍ରିୟ ହୋଇଥାନ୍ତି।

ମକର ରାଶି – ଏହି ରାଶିର ଲୋକ ତରବର ହୋଇ ନିଷ୍ପତ୍ତି ନିଅନ୍ତି ନାହିଁ ଏମାନେ କାମ କରିବା ପୂର୍ବରୁ ବିଚାର ବିମର୍ଶ କରିଥାନ୍ତି ଏମାନଙ୍କର ପରିବାର ଓ ସମ୍ପର୍କୀୟ ମାନଙ୍କର ସହିତ ସମ୍ପର୍କ ଭଲ ରହିଥାଏ ସାମ୍ନାବାଲା ଯେତେ ଦୁଃଖ ଦେଲେ ମଧ୍ୟ ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ ଓ ଖରାପ ଚିନ୍ତାଧାରା ମଧ୍ୟ ମନରେ ଆଣନ୍ତି ନାହିଁ ଏବଂ ଅସହ୍ୟ ବ୍ୟକ୍ତିମାନଙ୍କୁ ଏମାନେ ବୋହୁତ ପରିମାଣରେ ସାହାଯ୍ୟ ମଧ୍ୟ ହୁଅନ୍ତି ଭଗଵାନ ଶନିଦେବଙ୍କର ଅତି ପ୍ରିୟ ଏହି ରାଶିର ଲୋକମାନେ ଅଟନ୍ତି।

ତୁଳା ରାଶି – ଭଗଵାନ ଶନିଦେବଙ୍କର ପ୍ରିୟ ରାଶି ହୋଇଥାଏ ଏହି ରାଶିର ଲୋକମାନେ ଏହି ରାଶିର ଲୋକମାନେ ସଚ୍ଚା ଲୋକ ହୋଇଥାନ୍ତି ଏମାନଙ୍କ ଭିତରେ କିଛି ଖରାପ ଗୁଣ ନଥାଏ ଏମାନେ ଲୋକମାନଙ୍କୁ ସାହାଯ୍ୟ କରିବା ସହ ଜୀବନ ଖୁସିରେ ବ୍ୟତୀତ କରିଥାନ୍ତି ଏମିତି ଲୋକ ଶନିଦେବଙ୍କୁ ସର୍ବଦା ପ୍ରସନ୍ନ ଆସିଥାନ୍ତି ଏମାନଙ୍କ ଉପରେ ଭଗଵାନ ଶନିଦେବଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ।

କୁମ୍ଭ ରାଶି – ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗଵାନ ଶନିଦେବ ଏମାନେ ସରଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏମାନଙ୍କୁ ଭଗଵାନ ଶନିଦେବଙ୍କର ଉପାସନା କରିବା ଜରୁରୀ ଅଟେ ଏବଂ ଚେଷ୍ଟା କାରଣରୁ ଭଗଵାନ ଶନିଦେବଙ୍କର ଉପାସନା କରିବା ପାଇଁ ଏମାନେ ଗରୀବ ଓ ଅସହାୟ ଲୋକମାନଙ୍କୁ ବୋହୁତ ସାହାଯ୍ୟ କରିଥାନ୍ତି ଭଗଵାନ ଶନିଦେବଙ୍କୁ ଏମିତି ଲୋକ ବୋହୁତ ପସନ୍ଦ ଆସିଥାନ୍ତି ଯେଉଁମାନେ ଅସହାୟ ବ୍ୟକ୍ତିଙ୍କ ସାହାଯ୍ୟ କରିଥାନ୍ତି ଭଗଵାନ ଶନିଦେବଙ୍କର ସେହି ବ୍ୟକ୍ତି ବୋହୁତ ପ୍ରିୟ ହୋଇଥାନ୍ତି ଏହି ରାଶିର ଲୋକମାନେ ମଧ୍ୟ ଭଗଵାନ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *