୨୩ ଅକ୍ଟୋବର ଗ୍ରହ ନକ୍ଷତ୍ର ଶୁଭ ସ୍ଥିତି, ପ୍ରଭୁ ଗଣେଷଙ୍କ କୃପାରୁ ୭ ରାଶି ମାହାଭାଗ୍ୟ ଶାଳୀ, ଦେଖନ୍ତୁ ଆପଣଙ୍କ ରାଶି |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏହି ଅକ୍ଟୋବର ମାସର ଶେଷ ସୁଦ୍ଧା ହେବାକୁ ଯାଉଛନ୍ତି ଲକ୍ଷାପତି କାରଣ ତାଙ୍କ ଉପରେ ପଡ଼ିବାକୁ ଯାଉଛି ଏହି ମାସ ଶେଷରେ ଜ୍ଞାନର ଦେବତା ଶ୍ରୀ ଗଣେଶଙ୍କ କୃପା ତାହେଲେ ଆଉ ଦେତି ନକରି ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ।

୧. ବୃଷ ରାଶି – ଏହି ରାଜଯୋଗ ବୃଷ ରାଶିର ଜାତକଙ୍କ ପାଇଁ ଖୁବ୍ ଭଲ ରହିବ ଆପଣମାନଙ୍କ ଭାଗ୍ୟର ଦ୍ଵାର ଖୋଲିଯିବ ଆପଣଙ୍କ ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି ଆପଣଙ୍କର କିଛି ନୂଆ ଯୋଜାନ ହେବାର ଅଛି ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତି ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ। ଯଦି ଆପଣ ଲମ୍ବା ସମୟ ଧରି ପ୍ରମୋସନ୍ ପାଇବା ଆଶାରେ ଅଛନ୍ତି ତେବେ ଆପଣଙ୍କୁ ଫଳ ପ୍ରାପ୍ତି ହେବ।

୨. ମେଷ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି ଲମ୍ବା ସମୟ ଧରି ଯେଉଁ ଅସୁବିଧାର ସମ୍ମୁଖିନ ହୋଇ ଆପଣମାନେ ଆସୁଥିଲେ ଏବେ ତାହା ଦୂରୀଭୂତ ହେବ ଏବଂ ସମସ୍ୟାରୁ ମୁକ୍ତି ମିଳିବ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉନ୍ନତି ମିଳିବ ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ ଯାହାକି ସଠିକ୍ ଦିଗ ଦେଖାଇବ।

୩. ସିଂହ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଧନ ଲାଭର ଯୋଗ ବନୁଅଛି ବ୍ୟାପାରି ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ବନୁଅଛି ଆପଣ ବୋହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ଏହି ଯୋଗ ପରେ ଆପଣଙ୍କର ପଇସା ଜନିତ କିଛିବି ଅସୁବିଧା ରହିବ ନାହିଁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ।

୪. ତୁଳା ରାଶି – ତୁଳା ରାଶିର ଲୋକମାନଙ୍କୁ ଏହି ମହାସଂଯୋଗ କାରଣରୁ ବୋହୁତ କମ୍ ସମୟରେ ଅଧିକ ଲାଭ ଦେଖିବାକୁ ମିଳିବ କାନୁନ୍ ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ ଆଗାମୀ ସମୟ ଆପଣଙ୍କ ପାଇଁ ବୋହୁତ ଖୁସିପୂର୍ଣ୍ଣ ରହିବ କେବେବି ଆପଣଙ୍କ ପାଖରେ ଧନର ଅଭାବ ଦେଖାଦେବ ନାହିଁ ଏବଂ ବଜରଙ୍ଗବାଲିଙ୍କ କୃପା ଆପଣଙ୍କ ଉପରେ ଲାଗି ରହିବ।

୫. ମକର ରାଶି – ଏହି ମକର ରାଶିର ଲୋକମାନଙ୍କ ଉପରେ ଏହି ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ ଯେ ଆଗାମୀ ଦିନରେ ଆପଣଙ୍କ ଦ୍ଵାରା କୌଣସି ଏଭଳି ଭୁଲ୍ ନ ହୁଏ ଯାହା ଫଳରେ ବଜରଙ୍ଗବାଲି ଆପଣଙ୍କ ଉପରେ ରାଗି ନ ଯାଆନ୍ତି। ଏମାନଙ୍କର ସମସ୍ତ ଅସୁବିଧା ବୋହୁତ ଶୀଘ୍ର ଦୂର ହେବାକୁ ଯାଉଅଛି ଚାକିରୀ ଖୋଜୁଥିବା ଲୋକଙ୍କୁ ବୋହୁତ ଜଲ୍ଦୀ ଚାକିରୀ ମିଳିବାର ସମ୍ଭାବନା ରହିଛି ଏହା ବ୍ୟତୀତ ଆଜି ଯାଏଁ ଚାଲି ଆସିଥିବା ସମସ୍ତ ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ ହେବ।

୬. ଧନୁ – ଏହି ରାଶିର ଲୋକଙ୍କୁ ସୂର୍ଯ୍ୟଦେବଙ୍କ ଆଶିର୍ବାଦ ଦ୍ୱାରା ଧନ ପ୍ରାପ୍ତି ହେବାର ଯୋଗ ରହିଛି। ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟ ଉତ୍ତମ ରହିବ ଏବଂ ବହୁତ ଲାଭ ମିଳିବାର ଯୋଗ ରହିଛି। ଗୁପ୍ତ ଶତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ। ବିବାହିତ ଲୋକେ ସୁଖରେ ରହିବେ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ।

୭. କୁମ୍ଭ – ଏହି ରାଶିର ଲୋକଙ୍କୁ ବିଦେଶରୁ କୌଣସି ଶୁଭ ସୂଚନା ମିଳିପାରେ। ଯାହାଦ୍ଵାରା ଘର ପରିବାରର ମାହୋଲ ସୁଖମୟ ରହିବ। କୌଣସି ବିବାଦ ଶେଷ ହୋଇପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ମଧୁର ବାଣୀ ଦ୍ୱାରା ଲୋକେ ପ୍ରଭାବିତ ହୋଇ ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣ ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସୂର୍ଯ୍ୟଦେବଙ୍କ ଆଶିର୍ବାଦ ରେ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। କୌଣସି ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ବାହନ କିଣାକିଣି କରିବା ପାଇଁ ବିଚାର କରି ପାରନ୍ତି।

Leave a Reply

Your email address will not be published. Required fields are marked *