ଆଜିର ରାଶିଫଳ 29 ଜାନୁଆରୀ 2025 ବୁଧୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଭଲ ଆୟ ହେବ। କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ। ରାସ୍ତାରେ ଧ୍ୟାନପୂର୍ବକ ଚାଲନ୍ତୁ।

ବୃଷ ରାଶି – ପରୀକ୍ଷା ଫଳ ଆପଣଙ୍କ ଆଶାନୁରୂପ ଆସିବ। କୌଣସି ଫଇସଲା କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ଆପଣଙ୍କୁ ଲାଭର ଅବସର ମିଳିବ। ଅଫିସରେ ସମାରୋହର ପରିବେଶ ବନିବ।

ମିଥୁନ ରାଶି – ଅଫିସରେ କାମର ଅଧିକତା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ। ବ୍ୟାଙ୍କ କାର୍ଯ୍ୟ ଲାଗି ଭଲ ଯୋଗ ରହିଛି। ଅନଲାଇନି ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

କର୍କଟ ରାଶି – ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପରିବାର ସମାରୋହରେ ବନ୍ଧୁ ବାନ୍ଧାବଙ୍କ ସହିତ ମିଶିବେ। କୌଣସି ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।

ସିଂହ ରାଶି – ସମୟର ଦୁରୁପଯୋଗ କରନ୍ତୁ ନାହିଁ। ସୋଫ୍ଟୟର ଇଂଜିନିୟରଙ୍କୁ କୌଣସି ପ୍ରୋଜେକ୍ଟ ମିଳିପାରେ। ମାନସିକ ଅଶାନ୍ତି ସମାପ୍ତ ହେବ। ପରିବାର ତଥା ସମାଜ ଲୋକ ଲାଗି ବହୁତ ସାହାଯ୍ୟକାରୀ ହେବେ।

କନ୍ୟା ରାଶି – ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀ ଯୁଗଳଙ୍କ ଜୀବନରେ ଖୁସି ଆସିବ। ପିଲା କୌଣସି ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ।

ତୁଳା ରାଶି – ତରବରିଆରେ କୌଣସି କାମ କଲେ କ୍ଷତି ହୋଇପାରେ। ନୂଆ କାରବାରରେ ଭଲ ଲାଭ ହେବ। ଜୀବନସାଥୀ ଲାଗି କିଛି ବିଶେଷ କରି ପାରନ୍ତି। ପ୍ରିୟଜନଙ୍କୁ ନିଜର ଜରୁରୁତ କଥା କହିବେ।

ବିଛା ରାଶି – ଅଫିସରେ କୌଣସି କାମରେ ବରିଷ୍ଠଙ୍କର ସହଯୋଗ ପାଇବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଭଲ ଲାଭ ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ଧନୁ ରାଶି – ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ବ୍ୟବସାୟ ସମାରୋହରେ ସାମିଲ ହେବାର ଆପଣଙ୍କୁ ମଉକା ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ‌

ମକର ରାଶି – ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ଭ୍ରାନ୍ତ ଧାରଣା ଦୂର ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ।

କୁମ୍ଭ ରାଶି – ବନ୍ଧମାନଙ୍କ ସହିତ ମଉଜ ମସ୍ତି କରିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କୌଣସି କଥାର ଉଲ୍ଲାସର ବାତାବରଣ ରହିବ। ‌

ମୀନ ରାଶି – ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ। ଯେଉଁମାନଙ୍କର ବିବାହ କଥାବର୍ତ୍ତା ଚାଲିଛି ସେମାନଙ୍କର ଆଜି ଫାଇନାଲ ହେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ‌

Leave a Reply

Your email address will not be published. Required fields are marked *