Chandra grahan ଏହି ୫ ରାଶି ରେ ମହା ବିପଦ, ଦେଖନ୍ତୁ ଆପଣଙ୍କ ରାଶି ଅଛିକି ନାହିଁ |

16 ସେପ୍ଟମ୍ବର ସନ୍ଧ୍ୟା 7 ଟା 52 ମିନଟ ରେ 17 ସେପ୍ଟମ୍ବର ସନ୍ଧ୍ୟା 7 52 ମିନିଟ ରେ କନ୍ୟା ରାଶି ରୁ ବାହାରି ତୁଳା ରାଶି ରେ ପ୍ରବେଶ କରିବେ ଏବଂ ତାପର ଦିନ 18 ସେପ୍ଟମ୍ବର ଲାଗିବାକୁ ଯାଉଛି ବିରଳ ମହା ଜଗତିକ ଚନ୍ଦ୍ରଗ୍ରହଣ | 5 ଟି ରାଶି ଉପରେ ଖରାପ ପ୍ରଭାବ ପକାଇବାକୁ ଯାଉଛି |ସେମାନେ ଆର୍ଥିକ ସମସ୍ୟା ଏବଂ ପ୍ରାଣ ପୀଡା କାମ ରେ ଅସଫଳତା ଭୋଗିପାରନ୍ତି | ଦର୍ଶକବନ୍ଧୁ କନ୍ୟା ରାଶି ରେ ସୂଯ୍ୟ ଗୋଚର | ମେଷ ରାଶି ର ଲୋକ ଙ୍କ ଉପରେ ଅଶୁଭ ପ୍ରଭାବ ପଡିପାରେ | ଏମାନଙ୍କ ଜୀବନରେ ପାରିବାରିକ ବିବାଦ ଦେଖାଦେଇପାରେ | ପ୍ରମିକ ପ୍ରେମିକ ଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ସେଥିପାଇଁ ନିଜର କଥା କୁ କାବୁରେ ରଖନ୍ତୁ ଏବଂ କାହାକୁ ଖରାପ କଥା କୁହନ୍ତୁ ନାହିଁ |

ଆର୍ଥିକ ସମସ୍ୟା ଦେଖାଦେଇପାରେ ଛାତ୍ର ଛାତ୍ରୀ ଙ୍କର ପାଠ ପଢ଼ାରେ ଆଗ୍ରହ ରହିବ ନାହିଁ | ତୁଳା ରାଶି ଙ୍କ ପାଇଁ ସ୍ଵାସ୍ଥ ପ୍ରତି ଧ୍ୟାନ ଦେବା ଉଚିତ ଗ୍ରହ ନେଖେତ୍ର ପ୍ରଭାବ ହେତୁ ଆପଣ ଙ୍କର ଅନବାସକ ଖଚ୍ଚର ହେବ | ଆର୍ଥିକ ସମସ୍ୟା ଦେଖାଦେଇପାରେ ଆପଣ ଙ୍କର କୌଣସି କାମ ଅଟକି ଯାଇପାରେ |ପରିବାର ରେ କଳାହ ବିବାଦ ଦେଖାଦେଇପାରେ |ଯଦି ଆପଣ ବେପାର ବାଣିଜ୍ୟ କରୁଛନ୍ତି ସେଥିରେ ସଚେତନ ରୁହନ୍ତୁ | ଆପଣ ଙ୍କର ଯଦି ମକର ରାଶି ର ଲୋକ ମାନେ ଭହୁତ ସାବଧନତା ରୁହନ୍ତୁ ମନ କୁ ଶାନ୍ତ ରଖନ୍ତୁ ଦେଖିବେ ସଫଳତା ନିହାତି ଭାବରେ ମିଳିବ | ବେବହାର ଉପରେ ନିୟନ୍ତ୍ରଣ ରଖନ୍ତୁ | ପିଲା ମାନଙ୍କ ପାଇଁ ଚିନ୍ତିତ ରହିବେ |

ଛାତ୍ର ଛାତ୍ରୀ ମାନେ ଆଶା କରିଥିବା ଫଳ ମିଳିବ ନାହିଁ | କୁମ୍ଭ ରାଶି ର ଲୋକ ଙ୍କ ପାଇଁ ଯଦି କୌଣସି ଚାକିରୀ କିମ୍ବା କର୍ମ କ୍ଷେତ୍ର ରେ ବିବାଦ ହୋଇପାରେ | ଆର୍ଥିକ ଅସୁବିଧା ଦେଖାଦେଇ ପରେ | ଆପଣ କିଛି ନ କରି ଫସିଯାଇପାରନ୍ତି | ଆପଣ ଙ୍କ ରାଶି ରେ ଏତଟା ଶୁଭ ଦେଖାଦେଉନାହିଁ | ଏହାର ପ୍ରତିକାର ରେ ବିନାୟକ ଙ୍କ ମନ୍ତ୍ର ଜପ କରନ୍ତୁ | ମୀନ ରାଶି ର ଲୋକଙ୍କ ପାଇଁ ଭହୁତ ଖରାପ ପ୍ରଭାବ ପକାଇଦେଇପାରେ |

କ୍ୟାରିଅର ରେ ସଫଳତା ନ ମିଳିପାରେ | କର୍ମକ୍ଷେତ୍ର ରେ କୌଣସି କ୍ରମକ୍ଷେତ୍ରି ଙ୍କ ସହ ଝଗଡା ହୋଇପାରେ | ଏହି ମାସ ରେ ସ୍ଵାସ୍ଥ ଖରାପ ରହିପାରେ ପରିବାରରେ କଳହବିବାଦ ଦେଖାଦେଇପାରେ କୌଣସି ବିବାଦୀୟ କଥା ରେ ମୁଣ୍ଡ ଖେଳାନ୍ତୁ ନାହିଁ | ଯଦି ଆପଣ କୌଣସି କିଣା ବିକା ବେପାର ବଣିଜ କରୁଛନ୍ତି ସେଥିରେ ହୁସିଆର ରୁହନ୍ତୁ | ଏହାର ପ୍ରତିକାର ପାଇଁ ଶ୍ରୀ ଗଜାନନ ଙ୍କ ମନ୍ତ୍ର ଜପ କରନ୍ତୁ |

Leave a Reply

Your email address will not be published. Required fields are marked *