ଚଳଚିତ୍ର ଜଗତରେ ଏକ ଦୁଃଖଦ ଖବର ଆଗକୁ ଆସିଛି | ଚଳଚିତ୍ର ଜଗତରେ ଶୋକ ର ଲହଡି ଖେଳେଇଯାଇଛି 93 ବର୍ଷ ବୟସ ରେ ସେ ଦୁନିଆକୁ ଶେଷ ଅରବିଦା କହିଛନ୍ତି | ତାଙ୍କର ବାସ ଭବନରେ ସେ ଶେଷ ନିଶ୍ୱାସ ଛାଡିଛନ୍ତି ବୋଲି ଜଣାପଡିଛି | ଅଭିନେତା ଙ୍କର ଗମ୍ଭୀର ଆବାଜ ପାଇଁ ସେ ବେଶ ଜଣାଶୁଣା |
ସୂଚନା ମୁତାବକ 1931 ମସିହା ଜାନୁଆରୀ ମାସରେ ଜନ୍ମ ଗ୍ରହଣ କରିଥିବା ବେଳେ ଜାତିଗତ ଭେଦ ଭାବ ସମୁଖିନା ହୋଇଥିଲେ | ଗୋଟିଏ ସାଧାରଣ ବେକ୍ତି ଙ୍କ ମୃତୁ ରେ ଯେତିକି ଲୁହ ଗଡାଇଥାନ୍ତି ଜଣେ ସେଲିବ୍ରେଟି ଙ୍କ ମୃତୁ ରେ ତା ଠାରୁ ଅଧିକ ଲୁହ ଗଡାଇଥାନ୍ତି କାହିଁକି ନା ସେ ନିଜର କଳା କୁ ଲୋକଙ୍କ ଆଗରେ ପ୍ରଦାସିତ କରି ବେସ ଭଲ ପାଇବା ପାଇଥାନ୍ତି |
ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକ ରେ ଦୁଃଖ ପ୍ରକାଶ କରିଛନ୍ତି | ସେ 1965 ରେ ପରିଚୟ ସୃଷ୍ଟି କରିଥିବା ତଥା ଆମେରିକା କଳାକାର ଙ୍କ ଭିତରୁ ଅନ୍ୟତମ | ଲୋକ ପ୍ରିୟ ଅଭିନେତା ଜେମସଲ ଜଙ୍କ ସେ ଦୁନିଆ କୁ ଏଲବିଦା କହିଛନ୍ତି |