Janiba Katha : ଶକ୍ତିଶାଳୀ ଶରୀର ଏବଂ ପ୍ରୋଟିନ ପାଇଁ ପ୍ରତିଦିନ ଖାଆନ୍ତୁ ଏହି ୩ଟି ଜିନିଷ |

ଆସନ୍ତୁ ଜାଣିବା ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ | ଶରୀରରେ ମୋଟା ପଣ କମାଇଥାଏ ଏବଂ କେଶ କୁ ମଧ୍ୟ ଫାଇଦା ଦେଇଥାଏ |ଏହି ସେସିପି କେବଳ 3 ଟି ଜିନିଷରୁ ପ୍ରସ୍ତୁତ ହୋଇଥାଏ ଚଣା, ମୁଗ ,ବାଦାମ |ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚଣା ଆପଣଙ୍କ ଶରୀରକୁ ପ୍ରୋଟିନ ଯୋଗାଇଥାଏ ଏବଂ ହିମୋଗୋବିଲ୍ୱ ବଡାଇଥାଏ କବଚ ଭଳି ସମସ୍ୟା ରୁ ଦୂର କରିଥାଏ |

ଏହି 3 ଟି ଜିନିଷ କୁ ସମାନ ଭାବରେ ନେଇ ରାତିରେ ପାଣି ରେ ଭିଜାଇ ରଖନ୍ତୁ |ସଖାଳେ ପାଣି କାଢି ଦିଅନ୍ତୁ |ଗୋଟିଏ ସୁତା କପଡା ରେ ବାନ୍ଧି ରଖନ୍ତୁ ତାପରେ ପାଣି ଶୁଖିବା ପରେ 24 ଘଣ୍ଟା ପରେ ଦେଖିବେ ଏହା ଅଙ୍କୁରିତ ହୋଇସାରିଥିବ ଯଦି ଏହା ଅଙ୍କୁରିତ ହୋଇନଥିବା ତାହାହେଲେ ଆଉ କିଛି ସମୟ ବାନ୍ଧି ରଖନ୍ତୁ |

ଏହା ସବୁକୁ କାଢିକି ଗୋଟିଏ ପାତ୍ର ରେ କିଛି କଟା ପିଆଜ ଟମାଟର କଞ୍ଚାଲଙ୍କା ମିଶାଇ ତାପରେ ଏହିରେ ଧନିଆ ପତ୍ର ଆଉ ଲେବୁ ଏବେ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ |ତାହା ପରେ ଏହା ପ୍ରସ୍ତୁତ ହୋଇଥିବା ସଖାଳ ଜଳଖିଆ ରେ ଖାଇପାରିବେ କିମ୍ବା ଯେବେବି ଭୋକ ଲାଗିବ ସେ ସମୟରେ ସେବନ କରିପାରିବେ |ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ଆପଣଙ୍କୁ ଶକ୍ତି ମିଳିଥାଏ |ଆପଣ ଏହାକୁ 24 ଘଣ୍ଟା ପାଇଁ ଫ୍ରୀଜି ରେ ରଖି ସେବନ କରିପାରିବେ |

Leave a Reply

Your email address will not be published. Required fields are marked *