ଗୋଟେ ସ୍ତ୍ରୀ କିମ୍ବା ଗୋଟେ ଝିଅ ନିଜର ସବୁକିଛି ଛାଡି ଅନ୍ୟ ଏକ ପୁଅର ହାତ ଧରି ବାହାଘର ପରେ ଏକ ପବିତ୍ର ବନ୍ଧନରେ ବାନ୍ଧିହୋଇ ଗୋଟେ ଘରର ଗୃହଲକ୍ଷ୍ମୀ ସାଜିଥାଏ ଗୃହଲକ୍ଷ୍ମୀ ର ଆଖ୍ୟା ଦିଆଯାଇଥିବା ଏଇ ସ୍ତ୍ରୀ ଘର ମଧ୍ୟରେ କରୁଥିବା ପ୍ରତ୍ୟେକ କାର୍ଯ୍ୟର ଶୁଭ ଏବଂ ଅଶୁଭ ପ୍ରଭାବ ଘରଉପରେ ପଡିଥାଏ | ଆପଣ ନିଶ୍ଚିତ ଜାଣିଥିବେ ଯେ ଗୋଟେ ଝିଅ ଘରକୁ ସ୍ୱର୍ଗ ବା ନର୍କ କରିଦେଇଥାଏ ଘରର ସ୍ତ୍ରୀ ଅଜାଣତରେ କରୁଥିବା ଏଇ କେତେଟି କାର୍ଯ୍ୟ ତାଙ୍କ ଶୋଇବା ପୂର୍ବରୁ ଭୁଲକରି କରିବା ସେମାନଙ୍କ ଜୀବନ ଏବଂ ସେମାନଙ୍କ ଘର ପରିବାରକୁ ନଷ୍ଟ କରିବା ସହିତ ସ୍ୱାମୀର ଉନ୍ନତି ରେ ବାଧା ସୃଷ୍ଟି କରିଥାଏ ଯାହାଦ୍ୱାରା ଦରିଦ୍ରତା ଓ ପାପ ଏବଂ ଆପଣଙ୍କର କରଜ ବଢିବାର କାରଣ ହୋଇଥାଏ ତେବେ ଆଜିର ଏଇ ଭିଡିଓ ରେ ଆମେ ଜାଣିବା ସ୍ତ୍ରୀ ଶୋଇବା ପୂର୍ବରୁ ଏଇ କାର୍ଯ୍ୟ କରିବା କେତେ ଭୟଙ୍କର ହୋଇଥାଏ ଏହାର ପ୍ରଭାବ କିପରି ଆପଣଙ୍କୁ ବର୍ବାଦ କରିଦିଏ |
ପ୍ରଥମରେ
ସ୍ତ୍ରୀ କିମ୍ବା କୌଣସି ନାରୀକୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରେ କୌଣସି ପ୍ରକାରର ତେଲର ବ୍ୟବହାର ଶରୀରରେ କରିବା ଅନୁଚିତ ହୋଇଥାଏ ଏଇ ସମୟ ନକାରାତ୍ମକ ଶକ୍ତି ମାନଙ୍କ ସମୟ ହୋଇଥାଏ ଏଇ ସମୟରେ ଶରୀରରେ ତେଲର ବ୍ୟବହାର କରିବା ଦ୍ୱାରା ବୃହସ୍ପତି ଗ୍ରହ ଅଶାନ୍ତ ହୋଇଥାଏ | ଜନ୍ମ କୁଣ୍ଡଳୀ ର ଗ୍ରହ ବୃହସ୍ପତି ଏକ ମୁଖ୍ୟ ଗ୍ରହ ଯାହାଙ୍କର ଅଶାନ୍ତ ହେବାମାତ୍ରେ ଆପଣଙ୍କର ଜୀବନରେ ରହିଥିବା ପ୍ରତ୍ୟେକ ଖୁସି ଆପଣଙ୍କ ଠାରୁ ଦୁରେଇଯାଇଥାଏ |
ଦ୍ୱତୀୟରେ
ରାତି ସମୟରେ ଘରର ସ୍ତ୍ରୀ କୁ ଦହି ଖିର ଆଦି ଉପାଦାନର ନା ନିଜେ ସେବନ କରିବା ନା ଘରର ଅନ୍ୟ ସଦସ୍ୟଙ୍କୁ ସେବନ କରିବାପାଇଁ ଦେବା ଉଚିତ ହୋଇନଥାଏ ରାତିରେ ଆମେ ରୁଟି ସହିତ ଦହି ଅବା କ୍ଷୀର ଖାଇବାପାଇଁ ପସନ୍ଦ କରିଥାଉ କିନ୍ତୁ ଏପରି କରିବା ଦ୍ୱାରା ଘରର ବାସ୍ତୁ ବିଗିଡି ଯାଇଥାଏ ଯାହାକି ଘରର ଅଭାବ ଏବଂ କରଜକୁ ବୃଦ୍ଧି କରିଥାଏ |
ତୃତୀୟରେ
ସ୍ତ୍ରୀ ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରୁ ଅଳଙ୍କାର କାଢ଼ିବା ଶାସ୍ତ୍ରରେ ସ୍ତ୍ରୀ ର ଅଳଙ୍କାରକୁ ଏକ ପବିତ୍ର ସ୍ୱେନ୍ଦର୍ୟ ର ଆଖ୍ୟା ଦିଆଯାଇ ଅଛି ଏଇ ଅଳଙ୍କାର ବା ସ୍ତ୍ରୀ ଧାରଣ କରିଥିବା ଅଳଙ୍କାରକୁ ନିଜ ଶରୀରରୁ ରାତିରେ କାଢ଼ିଦେବା ସ୍ତ୍ରୀ କୁ ଅପବିତ୍ର କରାଇଥାଏ ଏପରି କରିବା ଦ୍ୱାରା ସ୍ତ୍ରୀ ନିଜ ସାନମାନ ହାନି ର କାରଣ ହୋଇଥାଏ ଏବଂ ଅନ୍ୟଠାରୁ ଅପମାନିତ ହେବାର କାରଣ ନିଜେହିଁ ସାଜିଥାଏ |
ଚତୁର୍ଥରେ
କୌଣସି ସ୍ତ୍ରୀ କିମ୍ବା ମହିଳାଙ୍କୁ ଶୋଇବା ପୂର୍ବରୁ ନିଜ ଶରୀରରେ ସୁଗନ୍ଧିତ ଉପାଦାନ କିମ୍ବା ସୁଗନ୍ଧିତ ଫୁଲ ର ବ୍ୟବହାର କରନ୍ତୁ ନାହିଁ ରାତ୍ରି ସମୟରେ ଅନେକ ନକାରାତ୍ମକ ଶକ୍ତି ଗୁଡିକ ସୁଗନ୍ଧିତ ଆକାରକୁ ପ୍ରଭାବିତ ହୁଅନ୍ତି ଏପରି ରାତ୍ରିରେ ସୁଗନ୍ଧିତ ଶରୀରରେ ବ୍ୟବହାର କରିବା ଅନ୍ୟ ହାତରେ ବଶୀଭୂତ ହେବାର ଆଶଙ୍କା ବଢିଥାଏ |
ପଞ୍ଚମରେ
ଘରଭିତରେ କୌଣସି ଅଇଁଠା ଲାଗିଥିବା ବାସନ କିମ୍ବା ନ ଧୁଆ ହୋଇଥିବା ବାସନ ରାତିସାରା ରଖନ୍ତୁ ନାହିଁ ଏହା କରିବା ଦ୍ୱାରା ଘରଭିତରେ ମାତା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି ଏବଂ ସେଇ ଘର ମ
ଧ୍ୟରୁ ମାତାଲକ୍ଷ୍ମୀଙ୍କର ବାସ ଉଠିଯାଇଥାଏ | ଯାହାଦ୍ୱାରା ଧନହାନୀତ ସମସ୍ୟା ଏବଂ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ |
ଷଷ୍ଠରେ
କୌଣସି ସ୍ତ୍ରୀ କୁ ରାତିରେ ସମ୍ପୂର୍ଣ ନଗ୍ନ ବା ନିଜର ମୁଣ୍ଡ ଚୁଟି ଖୋଲି ଶୋଇବା ଅନୁଚିତ ହୋଇଥାଏ ଏହାର ପ୍ରଭାବ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇଥାଏ ସମ୍ପୂର୍ଣ ନଗ୍ନ ସ୍ତ୍ରୀ ମୁଣ୍ଡ ଚୁଟି ଖୋଲା ରହିଥିବା ନାରୀଙ୍କ ପ୍ରତି ଭୁତ ପେତ ମାନଙ୍କର ନଜର ଶକ୍ତ ରହିଥାଏ ଏପରି ନକାରାତ୍ମକ ଶକ୍ତି ନାରୀ ମାନଙ୍କୁ ବଶୀଭୂତ କରିବାର ସୁଯୋଗ ହୋଇଥାଏ ତେଣୁ କାଦାବି ରାତିରେ ଶୋଇବା ସମୟରେ କୌଣସି ହେଲେ ସ୍ତ୍ରୀ ନିଜ ଶରୀରକୁ ସମ୍ପୂର୍ଣ ନଗ୍ନ ଏବଂ ନିଜର ମୁଣ୍ଡଚୁଟି ଖୋଲିକି ଶୁଅନ୍ତୁ ନାହିଁ |
ସପ୍ତମରେ
ମଧ୍ୟରାତ୍ରି ବା ସଖାଳର ପ୍ରଥମ ପ୍ରହର ଏହି ଦୁଇଟି ସମୟ ଯଥାକ୍ରମେ ଅଶୁଭ ଏବଂ ଶୁଭ ସମୟ ହୋଇଥାଏ ଏହି ସମୟରେ ସ୍ତ୍ରୀ ନ ସହିତ ଶାରୀରିକ ସମ୍ପର୍କ ସ୍ଵାମୀମାନେ ରଖିବା ସେମାନଙ୍କର ଜୀବନପ୍ରତି ବିପଦ ଓ ସମସ୍ୟା ଆଣିଥାଏ ତେଣୁ ଭୁଲକରି ସ୍ତ୍ରୀମାନେ ସ୍ୱାମୀଙ୍କ ସହିତ ମଧ୍ୟ ରାତ୍ରିରେ ଶାରୀରିକ ସମ୍ପର୍କ ରହନ୍ତୁ ନାହିଁ |
ଶେଷରେ ଗୃହଲକ୍ଷ୍ମୀ ବା ଘରର ସ୍ତ୍ରୀ ର ପାଦ ଶୋଇବା ସମୟରେ ପୂର୍ବଦିଗ ନଚେତ ଦକ୍ଷିଣ ଦିଗ କୁ ଯେପରି ନ ରୁହେ ଏଇ ଦୁଇଟି ଦିଗ ଆପଣଙ୍କ କରାଗ୍ରହ ହୋଇଥାଏ ଅର୍ଥାତ କର୍ମ ଏବଂ ପରିବାର ଏଇ ଦିଗ କୁ ଯଦି ଘରର ଗୃହଲକ୍ଷ୍ମୀ ଭୁଲକରି ପାଦ ରଖି ସୋଇଥାଏ ତେବେ ଏହା ଆପଣଙ୍କ କର୍ମରେ ଅନେକ ସମସ୍ୟା ସୃଷ୍ଟି କରିବା ସହିତ ଆପଣଙ୍କ ଘର ମଧ୍ୟରେ ସବୁବେଳେ ଆସନ୍ତି କଳହ ଲାଗି ରହିଥାଏ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ପରି ସମସ୍ୟା ଦେଖାଯାଏ ଏଇ କେତେଟି କଥା ଘରର ସ୍ତ୍ରୀମାନେ ରାତ୍ରିରେ ଶୋଇବା ପୂର୍ବରୁ ଧ୍ୟାନ ଦେବା ଏବଂ ଘର ମଧ୍ୟରେ ଏସବୁ କାମ ନ କରିବା ସେମାନଙ୍କ ପାଇଁ ଏବଂ ଘରର ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ |