ଜଳୁଥିବା ଚିତା ରୁ ଶବ ଉଠି ଛିଡା ହେଲା ଏବଂ ତା ପରେ ଯାହା ଘଟିଲା ଦେଖିଲେ ବିଶ୍ୱାସ ହେବନାହିଁ |

ନମସ୍କାର ବନ୍ଧୁଗଣ ଯାହା ଆଖି ଦେଖି ବି ବୁଝି ପାରେନି ତାହାକୁ ଚମତ୍କାର କୁହାଯାଏ ସେଥିପାଇଁ ଆସନ୍ତୁ ଆମେ ଆମ ଦେଶରେ ରେକର୍ଡ ହୋଇଥିବା କିଛି ଏମିତି ଦୃଶ୍ୟ ଆସନ୍ତୁ ଦେଖିବା ଯାହାକୁ ଦେଖି ଆପଣମାନେ ବୁଝି ପାରିବେନି ଯେ ଏହି ଘଟଣା ପ୍ରକୃତରେ କଣ ଅଟେ।

ଯଦି ଆପଣ ତାମିଲନାଡୁ କେବେ ଯାଇଛନ୍ତି ଲର୍ଡ ଅଫ୍ ତାମିଲନାଡୁ ବା ଭଗଵାନ ମୁର୍ଗାନ୍ ଙ୍କ ଚମତ୍କାର ବିଷୟରେ ମାଲୁମ୍ ଥିବ ଏମିତି କିଛି ଚମତ୍କାର ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଏବଂ ରହସ୍ୟମୟ ଚମତ୍କାର ଆସନ୍ତୁ ଦେଖିବା। ଏଠାରେ ଲର୍ଡ ମୁର୍ଗାନ୍ ଙ୍କ ମନ୍ଦିରରେ ତାଙ୍କ ମୂର୍ତ୍ତି ଆଗରେ ଆରତୀ କରାଯାଉଥିଲା କିନ୍ତୁ ସେହି ସମୟରେ ଏକ ବୋହୁତ ବିଚିତ୍ର ଜିନିଷ କ୍ୟାମେରାରେ ରେକର୍ଡ ହୋଇଗଲା ଏବଂ ଆପଣ ବିଶ୍ୱାସ କରି ପାରିବେନି ଯେ ଏହି ଆରତୀ ସମୟରେ ଭଗଵାନ ମୁର୍ଗାନ୍ ଙ୍କ ଆଖି ଖୋଲୁ ଥିବାର ଦେଖାଗଲା ଆରତୀ କରୁଥିବା ଲୋକଟି ଯେତେବେଳେ ତାର ତଳ ଭାଗକୁ ଆଣେ ତେବେ ଏମିତି ଦେଖା ଯାଇଥିଲା ଯେ ଭଗଵାନ ମୁର୍ଗାନ୍ ନିଜ ଆଖି ଖୋଲି ସବୁକିଛି ଦେଖୁଛନ୍ତି ଏହା ପ୍ରକୃତରେ କଣ ଥିଲା ଏହା ଏବେବି ରହସ୍ୟ ହୋଇ ରହିଛି।

ଆମ ଦୁନିଆ ଅଜବ ଜିନିଷରେ ଭରି ରହିଛି ଏଠାରେ ମଧ୍ୟ ଆପଣମାନେ ଦେଖି ପାରୁଥିବେ ଏହି ଛୋଟ ନିମ୍ବ ଗଛର ଚାରା ମନକୁ ମନ ଏମିତି ଘୁରିବାରେ ଲାଗିଛି ଏହାକୁ କେହି ଟଚ୍ ବି କରୁ ନାହାଁନ୍ତି କିନ୍ତୁ ଏହା ମୁଭ୍ କରୁଛି। ତେଲେଙ୍ଗାନା ରାଜ୍ୟରେ ରେକର୍ଡ ହୋଇଥିବା ଭିଡିଓକୁ ବନେଇ ୟୁଟ୍ୟୁବରେ ଅପଲୋଡ଼ କରିଦେଲେ କିନ୍ତୁ ଏହି ରହସ୍ୟର କାରଣ ଜଣା ପଡିଲା ନାହିଁ।

ଝାରଖଣ୍ଡରୁ ରେକର୍ଡ ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ୍ ହୋଇଥିଲା ଏହା ଭାଇରାଲ୍ ହେବାର ମୁଖ୍ୟ କାରଣ ଥିଲା ଏଥିରେ ଦେଖା ଯାଉଥିବା ଏଲିୟନ୍ ଭଳି ଏକ ଜୀବର ଆବିର୍ଭାବ ଏହି ଭିଡିଓ ରାତି ସମୟରେ କୌଣସି ରାସ୍ତାରେ ରେକର୍ଡ କରାଯାଇଥିଲା ଯେଉଁଥିରେ ଏକ ଅଜବ ମଣିଷ ଦେଖାଗଲା ଅଜବ ପ୍ରକାରର ଚାଲିବା ଏବଂ ଅଜବ ବ୍ୟବହାର ଯୋଗୁଁ ଲୋକମାନେ ଭାବିଲେ ଯେ ଏହା କୌଣସି ଏଲିୟନ୍ ହୋଇପାରେ କିନ୍ତୁ ଯେଉଁମାନେ ଏହି ଭିଡିଓ ସୁଟ୍ କରିଥିଲେ ସେମାନଙ୍କ ମତରେ ଏହା କୌଣସି ମହିଳା ଥିଲା।

ବର୍ଷ ୨୦୨୧ ଜୁନ ମାସ ଗୁଜୁରାଟ ରାଜ୍ୟର କୌଣସି ସହରରେ ସବୁଲୋକ ପିଲାଠାରୁ ବୁଢା ଯାଏଁ ଆକାଶକୁ ଦେଖୁଥିଲେ ଆପଣ ଭାବୁଥିବେ କଣ ପାଇଁ ତେବେ ଏହା ପଛର କାରଣ ଥିଲା କିଛି ଅଜବ ଲାଇଟ୍ ଏହି ଯେଉଁ ଲାଇଟ୍ ଆପଣମାନେ ଦେଖୁଛନ୍ତି ଏହା କୌଣସି ବିଲ୍ଡିଙ୍ଗର ଲାଇଟ୍ ନୁହେଁ ଏହା କୌଣସି ବଣର ଯେଉଁ ସହରରେ ଏହାକୁ ଦେଖାଗଲା ସେଠାକାର ପୋଲିସ୍ କୁ ବି ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲେ ତାପରଦିନ ପର୍ଯ୍ୟନ୍ତ ଆହୁରି କ୍ଲିୟର୍ ହୋଇଗଲା ଏହା ନାଁ କୌଣସି ହେଲିକପ୍ଟର୍ ନା ଜେଟ୍ ଥିଲା ଏବଂ ନା କୌଣସି ଡ୍ରୋନ୍ ଥିଲା ତେଣୁ ଏହି ଜିନିଷ ଅସଲରେ ଥିଲା କଣ ଏହାକୁ କିଏ ଉଡାଉଥିଲା ଏହା କେଉଁଠାରୁ ଆସିଲା ତାହା ଏବେବି ରହସ୍ୟ ହୋଇ ରହିଛି।

ଆଜି ପର୍ଯ୍ୟନ୍ତ ଆପଣ କେତେ ବୁଢ଼ା ଏବଂ ବୟସ୍କ ଲୋକ ଦେଖିଥିବେ ସେମାନେ ୬୦, ୭୦ ବା ୯୦ ବର୍ଷର ହୋଇଥିବେ କିନ୍ତୁ ଆଜି ଭାରତର ସେହି ଲୋକକୁ ଦେଖିବା ଯାହାଙ୍କ ଜନ୍ମ ୧୮୯୬ ରେ ହୋଇଥିଲା ମାନେ ବର୍ତ୍ତମାନ ସମୟରେ ଏହି ବ୍ୟକ୍ତିଙ୍କ ବୟସ ୧୨୬ ବର୍ଷ ଏହା ନାଁ କେବଳ ଜୀବିତ ଅଛନ୍ତି ସେ ଯୋଗ ପ୍ରାଣୟନ ମଧ୍ୟ କରନ୍ତି ଏହି ମହାନ୍ ପୁରୁଷଙ୍କ ନାଁ ହେଉଛି ସ୍ବାମୀ ଶିବାନନ୍ଦ ଯିଏ ଏବେ ଉତ୍ତର ପ୍ରଦେଶର ବାରାଣସୀରେ ରହୁଛନ୍ତି କିନ୍ତୁ ତାଙ୍କର ଜୀବନ ଶୈଳୀ ଏବେବି ରହସ୍ୟ ହୋଇ ରହିଛି।

ଦର୍ଶକ ବନ୍ଧୁ ଦିଲ୍ଲୀରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଗୋଟିଏ ମୃତ ବ୍ୟକ୍ତିକୁ ପୋଡ଼ିବା ପାଇଁ ଶ୍ମଶାନ ନିଆଗଲା କିନ୍ତୁ ଠିକ୍ ନିଆଁ ଦେବା ପୂର୍ବରୁ ଆଶ୍ଚର୍ଯ୍ୟ ଜନକ ଭାବରେ ବୁଢ଼ା ଲୋକଟି ଆଖି ଖୋଲି ଜୀବନ ଫେରି ପାଇଲା ଏହି ଘଟଣା ଭାରତର ସବୁଠାରୁ ବଡ ରହସ୍ୟ ପାଲଟି ଗଲା।

Leave a Reply

Your email address will not be published. Required fields are marked *