ଘରେ ଏହି ଦିଗରେ ରଖନ୍ତୁ କେବଳ ୨ଟି ମୟୂର ପଙ୍ଖ, ୧ମାସରେ ହୋଇଯିବେ କୋଟିପତି, ଦେଖନ୍ତୁ |

ଘରେ ଏହି ରଖୁନ୍ତୁ ୨ ଟୀ ମୟୁର ପଙ୍ଖ | ବସ୍ତୁ ସ୍ତ୍ରାସ୍ତ ଅନୁ ସାରେ ମୟୁର ପଙ୍ଖ ରଖିବା ଦୂର ସବୁ ନକରମକ ସବୁ ଦୂର ହୋଇଥାଆ | ଶାସ୍ତ୍ର ରେ ମୟୁର ପଙ୍ଖ ସୁଖ ସାମ୍ୱବୃଦ୍ଧି ର ପ୍ରତୀକ ମନା ଜାୟା | କିନ୍ତୁ ବସ୍ତୁ ଶାସ୍ତ୍ର ଅନୁ ସରେ ଘରେ କିଛି ନିୟମରେ ରଖନ୍ତୁ | ଏହା କୁ ଘରେ ରଖିବାର ଭହୁତ ଫାଇଦା ହୋଇଥାଆ |

ଧନ ସଂପାତୀ ପାଇଁ ଏହାକୁ ଘରେ ରଖାଯାୟ | ଯଦି ଆପଣ ଘରେ ରଖ ରଖନ୍ତୁ | ଖରାପ ଶକ୍ତି କୁ ନଷ୍ଟ କରିଥାୟ | ରୋଗ କୁ ନଷ୍ଟ କରିବାରେ ମୟୁର ପଙ୍ଖ ସାୟକ ହୋଇଥାଆ | ଯୋଉ ଜାଗା ରେ ମୟୁର ପଙ୍ଖ ଥାୟ ସେହି ସ୍ଥାନ ରେ ନବ ଗ୍ରହ ଙ୍କର ଖରାପ ଦୁଷ୍ଟି ପଡ଼ିନାଥାୟ | ଭୋଗବାନ ଶ୍ରୀକୃଷ୍ଟ ବି ମୟୁର ର ପ୍ରଶଂସା କରିଥାନ୍ତି | ସେ ତାଙ୍କ ମୁକୁଟରେ ଧାରଣା କରିଥାନ୍ତି |

ମା ଲକ୍ଷ୍ମୀ ଙ୍କର ମୟୁର ପଙ୍ଖ ଭହୁତ ପ୍ରିୟ ହୋଇଥାଆ | ମୟୁର ପଙ୍ଖ ଘରେ ରଖିବା ଦୂର ମା ଲକ୍ଷ୍ମୀ ଘର କୁ ଆସିଥାନ୍ତି | ମାତା ସରସ୍ବତୀ ଙ୍କ ବାହାନ ମୟୁର ଅଟେ | ଏଥିପାଇଁ ଵିଧାଥି ମାନ ଙ୍କୁ ନିଜ ପାଖରେ ରଖିବା ଉଠିତ | ବଂଶୀ ରେ ପୁରେଇ ଘରେ ରଖିବେ ଏହା ଦୁରା ସୁଖ ଶାନ୍ତି ର ବାତ ବାରଣ ହୋଇଥାଆ | ଆମର ଘର ମନ୍ଦିର ପରି ହୋଇଥାଆ |

ଯଦି ନିଜ ଘରେ ନିଜ ନିଜ ଭିତରେ ଝଗଡା ଲାଗିଥାନ୍ତି ଏହା ମନ୍ଦିର ର କାମ ଯୁଦ୍ଧ ଭୂମି ଲାଗିଥାଏ | ଘରେ ଝଗଡା ହେବାର କେତେ କାରଣ ହୋପାରେ | ସବୁଠୁ ବଡ କାରଣ ହୋଇଥାଏ ଘରେ ନାକାରମତକ ଶକ୍ତି ପ୍ରବେଶ ହୋଇଥାଆ କିନ୍ତୁ ଆମକୁ ଏସବୁ ଦୂର କରିବାପାଇଁ ପଡିବ | ଆପଣ ୩ଟି ମୟୁର ପଙ୍ଖ ନିଅନ୍ତୁ ନିଜର ଘର ର ମୁଖ୍ୟ ଦୂର ପାଖରେ ଜୋର ଜୋର ହଲାନ୍ତୁ |

ଏହା ଦୂର ସବୁ ନାକରାମକ ସବୁ ବାହା ର କୁ ଚାଲିଯିବା |ଏହାକୁ ପ୍ରତିଦିନ ସଖାଳେ କରନ୍ତୁ | ଆପଣ ଙ୍କ ମୁଖ୍ୟ ଦୂର ଆଗରେ ଗଣେଶ ଙ୍କ ପ୍ରତିମା ରଖନ୍ତୁ ପ୍ରତୀମା ର ଡୁ ପାଖରେ ୩ ଟି ମୟୁର ପଙ୍ଖ ରଖନ୍ତୁ | ଗ୍ରହ ମାନଙ୍କ ଦୁଃପ୍ରଭାବ ଅଛି ତାହାଲେ ମୟୁର ପଙ୍ଖଉପରେ ଗଙ୍ଗା ଜଳ ଚିଚନ କରନ୍ତୁ ଏବଂ ଏହାକୁ ଯେଉଁଠାରେ ଏହା କାହାକୁ ଦେଖା ଯିବା ନାହିଁ | ଯଦି କୌଣସି ସଦସ୍ୟା ଙ୍କୁ ଖରାପ ନଜର ଲାଗିଛି କିମ୍ବା ଖରାପ ନଜର ର ପ୍ରଭାବ ପଡ଼ିଅଛି ଶୋଇବା ସମୟରେ ସେହି ବେକ୍ତି ଙ୍କ ତକିଆ ତଳେ ରଖନ୍ତୁ |

ଯଦି ମନରେ କୌଣସି ଇଚ୍ଛା ଅଧୁରା ରହିଯାଇଛି ଭହୁତ ଦିନ ଚେଷ୍ଟା କରି ମଧ୍ୟ ସଫଳ ହେଉନାହିଁ ତାହେଲେ ଆପଣ ରାଧା କୃଷ୍ଣ ଙ୍କ ମନ୍ଦିର ର କୁ ଯାଇକି ମୟୁର ପଙ୍ଖ ଚଡାନ୍ତୁ | ନହେଲେ ଘରେ ଶ୍ରୀ କୃଷ୍ଣ ଙ୍କୁ ଛାଡ଼ନ୍ତୁ ନିଜର ମନର କଥାକୁ କୁହନ୍ତୁପତି ପତ୍ନୀ ଙ୍କ ବିତରେ ପ୍ରେମ କମିଯାଇଛି ତାହାଲେ ଶୋଇବା ରୁମ ର ଦକ୍ଷିଣ ପୂର୍ବ ଦିଗ ରେ ରଖନ୍ତୁ | ଦେଖିବେ ଆପଣ ଙ୍କ ଜୀବନ ରେ ସୁଖ ଶାନ୍ତି ଫେରିଆସିବ

Leave a Reply

Your email address will not be published. Required fields are marked *