ଭଗବାନ ଙ୍କର ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର କଏନ ଓ ଦେଖନ୍ତୁ କେଉଁ ଖୁସି ଖବର ଶୀଘ୍ର ମିଳିବ |

ଭୋଗବାଙ୍କ ନାମ ନେଇଁ ବାଛନ୍ତୁ ଗୋଟିଏ ନମ୍ବର ଦେଖୁନ୍ତୁ ଆପଣ ଙ୍କୁ ମିଳୁଛି ଖୁସି ଖବର | ଏକ କିମ୍ବା ଦୁଇ ବାଛନ୍ତୁ | ଯଦି ଆପଣ ଏକ ବାଛିଛନ୍ତି – ଆପଣ ଙ୍କର ଦୁ ସପ୍ନ ଦୂର ହେଲା ବୋଲି ଜଣାନ୍ତୁ ଯାହା କିଛି ବି ସମସ୍ୟା ଆପଣ ଙ୍କ ଜୀବନରେ ଚାଲୁଥିଲା ତାହା ଏବେ ଦୂର ହେବାକୁ ଯାଉଛି ଅଧିକ ଦିନ ହେବ ଆପଣ ଙ୍କର କୌଣସି ଦିନ ହେଲା ପୈଶା ଫସିକି ରହିଥିଲେ ତାହା ଫେରିଆସିବ | ଯଦି ଆପଣ କୌଣସି ଋଣ କରିଥିଲେ ତାହା ସୁଜିବାର ସମୟ ଅଶିସାରିଛି | ଆପଣ ବର୍ତମାନ ଯୋଉ କାମ ରେ ହାତ ଦେବେ ତାହା ସଫଳ ହେବାକୁ ଯାଉଛି |

ଆପଣ ଙ୍କର ଯାହା କିଛି ସମସ୍ୟା ଥିଲା ତାହା ଦୂର ହୋଇଯାଇଛି | ଆପଣ ପ୍ରଥମ ନଂ ଟି ବାଛିଛନ୍ତି ଆପଣ ପ୍ରଥମ ହେବେ ମଧ୍ୟ ସୁଖ ସୌଭାଗ୍ୟ ର ଦିନ ଅଶିସାରିଛି | କିଛି କାମ ବିଳମ୍ବ ଲାଗି ପରେ କିନ୍ତୁ ପ୍ରତେକ କାମ ନିଚୟ ସଫଳ ମିଳିବ | ଆପଣ ଙ୍କର ମନ୍ଦ ଦୋଷ ଯୋଗୁ ଭହୁତ ଆସନ୍ତି ଭୋଗ କରୁଥିଲେ କିଂନ୍ତୁ ଆପଣ ଙ୍କର ଆଉ ସେ ସବୁ ସମସ୍ୟା ଦୂର ହେବ ଆଉ ରୋଗ ବି ଦୂର ହେବ | ଆପଣ ଙ୍କ ଜୀବନ ଭିତରେ ୨ ୩ଟି ମନ୍ଦ ଦୋସା ରହିଅଛି | ଆପଣ ଜାତକ ଦେଖାଇଯାନି ରଖନ୍ତୁ |ଆପଣ ଧଳା ରଙ୍ଗ ର ମୁଙ୍ଗେ ଏକ ରୁପା ମୁଦି ରେ ଧାରଣ କରନ୍ତୁ |

ଯଦି ଆପଣ ୨ ବାଛିଛନ୍ତି | ତାହାହେଲେ ଆଗରୁ ଯାହା ଘଟି ଥିଲା ଆପଣ ଏବେ ବି ତା ର ସମସ୍ୟା ରେ ଅଛନ୍ତି | ଆପଣ ଙ୍କର ନିଜର ଲୋକ ପର ହୋଇଯାଉଛନ୍ତି ଅନେକ ବେସ୍ତ ତାରେ ପଡ଼ି ଛଟପଟ ହେଉଛନ୍ତି | ଯାହାକୁ ଆପଣ କିଛି ବିଶ୍ୱାସ କରିଥିଲେ ସେ ଆପଣ ଙ୍କୁ ଧୋକା ଦେଇଛନ୍ତି | ଆପଣ ଙ୍କର ଅର୍ଥ ଚାଲିଗଲା ଯେ ଆପଣ ଙ୍କ ପାଖରୁ ସମସ୍ତ ଦୂର ହୋଇଗଲେ କାଯ୍ୟ କ୍ଷେତ୍ର ରେ ଅର୍ଥର ଆୟ ଯେତିକି ହୋଉଛି ଖାଂଚ ତା ଠାରୁ ଅଥିକା ହେଉଛି |ଆପଣ ସେ ପରି କିଛି ଚିନ୍ତା ରେ ବେସ୍ତ ବିବ୍ରତ ହଗଲାଣି | ଦେଖିବାକୁ ଗଲେ ଆପଣ ବିକଳ ଅବସ୍ଥା ରେ ରହିଛନ୍ତି |

ସେଵା ସବୁ ଆପଣ ଙ୍କର ଖରାପ ଥିଲା | ଏବେ ଯାହା ହେବ ଭଲ ହେବ ଆପଣ ଏବେ ଭଲ କାମ କରନ୍ତୁ ଭଲ କାମ କରିବା ଦୂର ଖରାପ କାମ ଦୂର ହୋଯାୟ| ଆପଣ ପେଟ ରୋଗ ରେ ବି ମଧ ପଡ଼ିଥିଲେ | ଆପଣ ଙ୍କୁ ଏବେ ଠାରୁ ଶୁଭ ଫଳ ମିଳିବାକୁ ଯାଉଛି | ଆପଣ ଙ୍କର ଯୋଉ କାମ ଅଟକି ଥିଲା ତାହା ଭଲ ହେବାକୁ ଯାଉଛି | ଆପଣ ସନ୍ତାନ କୁ ନେଇ ଖୁସି ର ଖବର ପାଇଁ ପାରନ୍ତି | ଆପଣ ଯଦି ଏହା ସବୁ ଦିନ କରନ୍ତି ଖୁସି ଖବର ମିଳିଵ ଚନ୍ଦନ ରେ କିଛି ହଳଦୀ ମିଶାଇ ମଥାରେ ଧାରଣ କରନ୍ତୁ | ଏହା ଦୂର ଆପଣ ଜୀବନ ରେ ଅନେକ ସୁଖ ମିଳିବ |

Leave a Reply

Your email address will not be published. Required fields are marked *