ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି ୫ଟି ଜିନିଷ ଭାଗ୍ୟ ଖୋଲିବ, କଣ କରିବ ଦ୍ଵାରା ଘରର ମଙ୍ଗଳ ହୋଇଥାଏ ଆସନ୍ତୁ ଜାଣିବା

ଦର୍ଶକବନ୍ଧୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କୁ ମନୁଷ୍ୟକୁ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ୍ ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ଯାରା ଜୀବନରେ ସୁଖ ସମୃଦ୍ଧି ଐଶର୍ଯ୍ୟ ପ୍ରାପ୍ତି ହୋଇଥାଏ ଯେଉଁ ଲୋକମାନେ ସବୁଦିନ ଏହି ଜିନିଷ ଗୁଡ଼ିକର ଦର୍ଶନ କରିଥାଆନ୍ତି ତାଙ୍କ ଜୀବନରେ ନକର୍ତ୍ମାକ ସମାପ୍ତ ହୋଇଥାଏ ଏବଂ ସେମାନଙ୍କର ଜୀବନ ଶକର୍ତ୍ମାକ୍ତା ରେ ଭାରି ଯାଇଥାଏ କାରଣ ଆମ ଘରେ କିମ୍ବା ଆମ ଘରର ଆଖ ପାଖରେ କିଛି ଏମିତି ଜିନିଷ ଥାଏ ଯାହା ନକର୍ତ୍ମାକ ଶକ୍ତି ଛାଡି ଥାଏ ଏବଂ କିଛି ଏମିତି ଜିନିଷ ଥାଏ ଯାହା ଶକର୍ତ୍ମାକ୍ତା ଶକ୍ତି ଛାଡି ଥାଏ କିନ୍ତୁ ଆମେ ସକାଳୁ ଉଠି ନକର୍ତ୍ମାକ ଛାଡ଼ୁ ଥିବା ବସ୍ତୁକୁ ଦର୍ଶନ କରନ୍ତି ତେବେ ଆମ ଜୀବନ ଉପରେ ନକର୍ତ୍ମାକ ପ୍ରଭାବ ପଡ଼ି ଥାଏ ଯଦି ଶକର୍ତ୍ମାକ ବସ୍ତୁର ଦର୍ଶନ କରିବା ତେବେ ଆମ ଜୀବନ ରେ ଶକର୍ତ୍ମାକ୍ ଶକ୍ତିର ପ୍ରଭାବ ପଡ଼ି ଥାଏ |

ଆଇନା
ଦର୍ଶକବନ୍ଧୁ ବାସ୍ତୁ ଶାସ୍ତ୍ର ଅନୁସାରେ ମଣିଷକୁ ସକାଳୁ ଉଠିବା ପରେ ଆଇନା କେବେ ମଧ୍ୟ ଉଚିତ୍ ନୁହେଁ ଏହି ପରି କରିବା ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ଯାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅଗ୍ରଗତି ହୋଇଥାଏ ଏଥି ପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ |

ଛାଇ
ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ବାରା ମଣିଷ ଜୀବନରେ ଦୃଭାଗ୍ୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭ୍ରମ ଓ ଭୟ ନିର୍ମାଣ କରିଥାଏ ଓ ଆପଣମାନଙ୍କର କାମ ସବୁ ଅଟକି ରହିଯାଏ |

ପାପୁଲି
ସକାଳୁ ଉଠି ନିଜର ହାତର ପାପୁଲି ଦେଖନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ମଣିଷକୁ ନିଜର ହାତ ପାପୁଲି ଦର୍ଶନ କରିବା ଉଚିତ୍ କାରଣ ହାତର ଅଗ୍ର ଭାଗରେ ମାତା ଲକ୍ଷ୍ମୀ ନିବାସ କରିଥାନ୍ତି ଓ ମଧ୍ୟ୍ୟ ଭାଗରେ ମା ସରସ୍ଵତୀ ଏବଂ ସମ୍ପୂର୍ଣ୍ଣ ହାତରେ ଶ୍ରୀ କୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ ଏହି ପାଇଁ ଆପଣ ମାନେ ସକାଳୁ ଉଠି ହାତର ଦର୍ଶନ କରନ୍ତୁ ଏହା ଦ୍ବାରା ଆପଣମାନଙ୍କର ଧନ , ସମ୍ପତି ବିଦ୍ୟା ଓ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ହାତ ପାପୁଲି ର ଦର୍ଶନ କରିବା ଦ୍ୱାରା ମାତା ଲକ୍ଷ୍ମୀ ମା ସରସ୍ଵତୀ ଓ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପ୍ରାପ୍ତି ହୋଇଥାଏ |

ଗୋମାତା
ସକାଳୁ ଉଠିବା ପରେ ହଟାତ୍ ଆପଣଙ୍କୁ ଗୋ ମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବୋହୁତ ଶୁଭ ମାନା ଯାଇଥାଏ ଏଥିପାଇଁ ସକାଳୁ ଉଠିବ ପରେ ଯଦି ଆପଣମାନଙ୍କର ଦ୍ଯାର ପାଖକୁ ଗାଈ ଆସୁଛି ତାକୁ ମାଡ଼ ମାରି ଗୋଡ଼ାନ୍ତୁ ନାହିଁ ବରଙ୍ଗ ତାକୁ ରୁଟି ଖାଇବାକୁ ଦେଇ ତାର କାନରେ ଆପଣଙ୍କର ମନସ୍କାମନା କୁହନ୍ତୁ ଗାଈର କାନରେ ମନସ୍କାମନା କହିବା ଦ୍ବାରା ମାତା କାମଧେନୁ ସବୁ ମନସ୍କାମନା ପୂରଣ କରନ୍ତି ଓ ଅଟକି ରହିଥିବା କାମ ମଧ୍ୟ ପୁରାଣ ହେବ ସହିତ ଆର୍ଥିକ ସ୍ଥିତି ରେ ସୁଧାର ଆସିଥାଏ |

ତୁଳସୀ
ସକାଳୁ ଉଠିବା ପରେ ତୁଳସୀର ଦର୍ଶନ କରିବା ଉଚିତ୍ କାରଣ ତୁଳସୀ ମା ସବୁ ପ୍ରକାର ରୋଗକୁ ଭଲ କରିଥାନ୍ତି ମଣିଷ ଜୀବନରେ ଆସିବାକୁ ଥିବା ଅଘଟଣକୁ ଆଗୁଆ ଜଣେଇ ଦେଇ ଥାନ୍ତି ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତେବେ ଜାଣନ୍ତୁ କୁ ଘରର କୌଣସି ଦୃଘଟଣା ଆସିବାକୁ ଯାଉଛି କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି ଏଥିପାଇଁ ନୀତି ତୁଳସୀ ମାଙ୍କର ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ୍ ମାତା ପିତାଙ୍କର ପାଦ ଛୁଇଁବା ଶାସ୍ତ୍ର ଅନୁସାରେ ଏହା କୁହାଯାଇ ଅଛି କି ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି କାମରେ ଯିବା ସମୟରେ ମାତା ପିତାଙ୍କର ଚରଣ ଅବ୍ୟଶ୍ୟ ସ୍ପର୍ଶ କରିବା ଉଚିତ୍ କାରଣ ମାତା ପିତାଙ୍କର ଚରଣରେ ହିଁ ସୋର୍ଗ ଲୋକ ବିରାଜ ମାନ ଅଟନ୍ତି ଏଥି ପାଇଁ ଯେଉଁ ଲୋକମାନେ ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରି ଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ମିଳି ଥାଏ ଶେଷରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ଵପୂର୍ଣ୍ଣ ଏବଂ ଧାର୍ମିକ କାମ ଏହା ଅଟେ ମଣିଷକୁ ସକାଳୁ ଉଠିବା ପରେ ନୀତି ସୂର୍ଯ୍ୟ ଦେବକୁ ଜଳ ଅର୍ପଣ କରିବା ଉଚିତ୍ ସୂର୍ଯ୍ୟ ଦେବଙ୍କ ଜଳ ଚଢ଼ାଇବା ଦ୍ବାରା ମଣିଷକୁ ତାର ପର ଜନ୍ମର ଫଳ ପ୍ରାପ୍ତି ହୋଇଥାଏ ଏଥିପାଇଁ ସକାଳୁ ଉଠିବା ପରେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ତମ୍ଭା ଢ଼ାଳରେ ଜଳ ଅର୍ପଣ କରନ୍ତୁ ଏବଂ ଏହି ମନ୍ତ୍ର କୁ ନିଶ୍ଚିତ ଜପ କରନ୍ତୁ ଓଁ ସୂର୍ଯ୍ୟୟ ନମଃ ଏହା କରିବା ଦ୍ବାରା ଆପଣଙ୍କର ଜୀବନରେ ନିରାଶା ଓ ନକର୍ତ୍ମାକ୍ତା ସମାପ୍ତ ହୋଇଥାଏ ଓ ସୁଖ ପାଇ ଆସିଥାଏ |

Leave a Reply

Your email address will not be published. Required fields are marked *