ଟିମ ଇଣ୍ଡିଆ ରୁ ବାହାର କରିବେ ଏହି ଖେଳାଳୀ ଙ୍କୁ ରୋହିତ ଏବଂ ନୁଆ ଖେଳାଳୀ ଙ୍କୁ ମିଳିପାରେ ସୁଯୋଗ | ଶ୍ରୀଲଙ୍କା ବିପକ୍ଷ ରେ ଦିନିକିଆ ସିରିଜ ରେ ଏକ ଲଜ୍ୟା ଜନକ ପରାଜୟ ଗ୍ରହଣ କରିଛି | ପ୍ରଥମ ମ୍ୟାଚ୍ ଡ୍ର ରହିବା ପରେ ଆଉ ୨ ମ୍ୟାଚ ରେ ଭାରତ ପରାସ୍ତ ହୋଇଛି | ଛୋଟ ଲକ୍ଷ ପାଇବା ପରେ ମଧ୍ୟ୍ୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ସିରିଜ ହାତ ଛଡା କରିଛି ଟିମ ଇଣ୍ଡିଆ | ଫଳ ରେ ୨୭ ବର୍ଷ ପରେ ୩ କିଆ ମ୍ୟାଚ ରେ ବିଜୟ ପ୍ରାପ୍ତ କରିଛି ଶ୍ରୀଲଙ୍କା | ପରାସ୍ତ ଟିମ ଇଣ୍ଡିଆ ପାଠିନାୟକ ରୋହିତ ଶର୍ମା ସହଜ ରେ ଗ୍ରହଣ କରିପାରିନାହାନ୍ତି |
ସେଥିପାଇଁ ଦଳ ରେ ବଡ଼ ପରିବର୍ତ୍ତନ କରିବା ପାଇଁ ସଂକେତ ଦେଇଛନ୍ତି ରୋହିତ ଶର୍ମା | ଶ୍ରୀଲଙ୍କା ସିରିଜ୍ ପରାଜୟ ରୋହିତ ଶର୍ମା ଙ୍କୁ ବହୁତ ଆଘାତ ଦେଇଛି | ୨୭ ବର୍ଷ ପରେ ଏଭଳି ଏକ ପରାସ୍ତ ପାଇବା ପରେ ରୋହିତ ଏବେ ଦଳ ରେ ପରିବର୍ତ୍ତନ ପାଇଁ ସଂକେତ ଦେଇଛନ୍ତି |
ଏପରିକି ଦଳ ରେ ମଧ୍ୟ ନୁଆ ଖେଳାଳୀ ଙ୍କୁ ସାମିଲ କରାଯାଇପାରେ ଶ୍ରୀଲଙ୍କା ସ୍ପିନ୍ ରେ ସୁବାଉଥିବା ଭାରତୀୟ ଦଳ ସମ୍ପୂର୍ଣ ନିରାଶ ଜନକ ପ୍ରଦଶର୍ନ କରିଛି | ରୋହିତ ଏଣିକି କହିଛନ୍ତି ଯେ କେଉଁ ଖେଳାଳୀ କେଉଁ ପିଚ୍ ରେ ଖେଳିପାରିବେ ତାହା ଆମକୁ ଜାଣିବାକୁ ପଡିବ | କେଉଁ ଖେଳାଳୀ କେଉଁ ପିଚ୍ ରେ ଖେଳିବ ପାରିବେ ତାହା ଆମକୁ ଚିନ୍ତା କରିବାକୁ ପଡିବ |
ଜଣେ ଖେଳାଳୀ କୁ ଲଗାତାର ସୁଯୋଗ ଦେବ ଉଚିତ | ଗୋଟେ କିମ୍ବା ୨ ଟି ମ୍ୟାଚ ରେ ଭଲ ଖେଳିବା ସହଜ ହୋଇନଥାଏ | ଏହା ଏକ ଖରାପ ସିରିଜ୍ ରହିଥିଲା ଏହା ଆମକୁ ଗ୍ରହଣ କରିବାକୁ ହେବ | ଟିମ ଇଣ୍ଡିଆ ର ଖେଳାଳୀ ମାନଙ୍କ ମଧ୍ୟ ରେ ବ୍ୟକ୍ତିଗତ ଯୋଜନା ରେ କମ୍ ରହିଥିବା ର ଏପରି କହିଛନ୍ତି ଅଧିନାୟକ ରୋହିତ ଏପରି ପିଚ୍ ମଧ୍ୟ ଆମକୁ ଆଗରୁ ବି ମିଳିଛି | ବଲ ଏହା ପୂର୍ବରୁ ମଧ୍ୟ ର୍ଟମ୍ ହୋଇଥାଏ ଖେଳାଳୀ ମାନେ ନେଟ ରେ ଅଭ୍ୟାସ କରିବା ସହ ମଧ୍ୟ ଭିନ୍ନ ଭିନ୍ନ ସର୍ଟ ମାରି ଭଲ ପ୍ରଦର୍ଶନ କରିଛନ୍ତି |