Vastu tips : ଠାକୁରଙ୍କ ଏହି ଫୋଟୋ ଚିତ୍ର ଘରେ ରଖିଲେ ଗୃହ କଳହ ବଢ଼େ, ଦେଖନ୍ତୁ କେଉଁ ଫୋଟୋ |

ନମସ୍କାର | ଟଙ୍କା ପଇସା ର ଅଭାବ ନାହିଁ ମଧ୍ୟ ଯେତବେଳେ ମାନସିକ ମଣିଷକୁ ଶୁଏ ତାପାଇଁ ସବୁ ବିଷ ପରି ଲାଗେ | ଅପର୍ୟ୍ଯୟାତ୍ତ ପଇସା ହୋଉ କି ପୃଲିତ୍ତପତ ସେଜରେ ସଜ୍ୟା | ଅନେକ ପରିମାଣର ଅଶୁଭାତ ପ୍ରତ୍ର ଏଥି ପାଇଁ ଦାଇ ହୋଇଥାଏ ଯେତେବେଳେ କିଛି ପ୍ରଯ୍ଏଟି ଭ୍ରାହିବେସନ ନପାଏ ସେତବେଳେ ଆମ ମନ ଅଶାନ୍ତ ରୁହେ ଏବଂ ମାନସିକ ଭୁଗକରେ ଏବଂ ସେଇଥିରେ ଦିନ କାଟେ | ବେଳେ ବେଳେ ଆମ ଗହରର ବସ୍ତୁ ଏସବୁ କାରଣ ପାଇଁ ଅନେକ ଦୃଷ୍ଟିରୁ ଦାୟୀ ହୋଇଥାଏ |

ସ୍ଥାୟୀ ବସ୍ତୁ ନହେଲେବି ଅ ସ୍ଥାୟୀ ବସ୍ତୁ ଯେମିତି ଆମେ କିଛି ଫୋଟୋ କିଛି ପ୍ରଦାର୍ଥ କିଛି ଠାକୁରଙ୍କ ଚିତ୍ର ଏମିତି କିଛି ଜିନିଷ ଆଣି ରଖି ଦିଅନ୍ତି ଶ୍ରଦ୍ଧାରେ ସେହି ଶ୍ରଦ୍ଧାର ଫଳସ୍ୟ ରୂପ ଆମ ପାଇଁ ବେଳେ ବେଳେ ବିଜୟଘାତକ ହୁଏ | ବି ସଧ୍ୟାରେ ହୋଉ କି ଅ ସଧ୍ୟାରେ ପାନ କର ବିଷୟତ୍ତ ମଣିଷର ଜୀବନ ନବନା ତେଣୁ କରି ଏକଥାରେ ଆପଣ ଧ୍ୟାନ ଦିଅନ୍ତୁ ଯେ କଣ ଆମେ ରଖିବା କଣ ନ ରଖିବା ଯେକୌଣସି ଠାକୁରଙ୍କର ଯୁଦ୍ଧ କିମ୍ବା ମୁଦ୍ରାର ମୂର୍ତ୍ତି ରଖିବା ଅନୁଚିତ | ଯୋଉ ଠାକୁର ଯୁଦ୍ଧ କରୁଥିବେ ଯୋଉ ଠାକୁର ଆଉ କାହାକୁ ବାଦ୍ୟ କରୁଥିବେ ତାଙ୍କ ଚିତ୍ରକୁ କେବେବି ଘରେ ସ୍ଥାପନ କରନ୍ତୁନି |

ତାହା ଆମ ପାଇଁ ଏତେ ବେଶୀ ଠିକ ହୋଇନଥାଏ | ରୌଦ୍ର ଆଉ ଉଦାଶ ମୁଦ୍ରାର ମୂର୍ତ୍ତି ଘରେ ରଖନ୍ତୁନି | ଯେତେବେଳେ ରୌଦ୍ର ମୂର୍ତ୍ତି ଧାରଣ କରିଛନ୍ତି ଶିବ ଭଗବାନ ଯେତେବେଳେ ଉଦାସ ଅଛନ୍ତି ଶ୍ରୀ ରାମ ଭାଗବାନ ସୀତା ମାତା ଚାଲିଯାଇଛନ୍ତି | ଏଇ ପ୍ରକାର ଚିତ୍ର ଯେତେବେଳେ ରାଗିଛନ୍ତି ଯେତେବେଳେ ଉଦାସ ଅଛନ୍ତି | ଏପ୍ରକାର ଚିତ୍ର ବଦ୍ଧ୍ୟ ଆମ ଗୃହରେ ଅବସ୍ଥାପିତ କଲେ ତାହା ଆମ ପାଇଁ ଗୃହରେ ଅଶାନ୍ତିର କାରଣ ହୋଇଥାଏ | ସଂଜିବନି ପ୍ରର୍ବତ ଧରି ପ୍ରଭୁ ହନୁମାନ ଯେତେବେଳେ ଉଡୁଛନ୍ତି ସେ ଚିତ୍ର ଆମେ ରଖିବାନି ସେ ଚିତ୍ର ମଧ୍ୟ ଆମ ଗୁମୃହରେ ଅଶାନ୍ତିର କାରଣ ହୋଇଥାଏ |

ଯେଉ ଚିତ୍ର ହନୁମାନ ନିଜ ଛାତି ଚିରୁଥିବାର ଦେଖା ଯାଇଥାଏ | ସେମିତି ଚିତ୍ର ରଖିବା ଅନୁଚିତ୍ତ ତେଣୁ ର-ତ୍ତ ମାନଙ୍କର ଅବତାର ସେ ଚିତ୍ର ହୋଇଥାଏ | ପ୍ରଭୁଙ୍କ ର-ତ୍ତ ସବୁବେଳେ ସନ୍ଦସନ କରିବା ଆମ ମାନସିକତରେ ନେଗେଟିଭ ଭ୍ରାଇବେଶନ ହୋଇତାଏ | ଏବଂ ବସ୍ତୁ ମଧ୍ୟ ଘରେ ଅନୁଚିନ୍ତି | ରାମ ଲକ୍ଷଣଙ୍କୁ ହନୁମାନ କାନ୍ଧରେ ବସେଇଥିଲେ ଗୋଟିଏ ଥର ଯୁଦ୍ଧ ଭୂମିରେ ଏବଂ ଆଉ ଗୋଟିଏ ଥର ସୃଗ୍ରୀବକୁ ମିଳେଇ ଥିଲେ | କିନ୍ତୁ ଏଇ ଦୁଇଟି ଯାଙ୍କ ଗୁହରେ ଅବସ୍ଥାନିତ କଲେ ତା ଆମ ଘରେ ନେଗେଟିଭ ଭାଇବେସନ ଆଣିଥାଏ |

ଏବଂ ଖରାପ ୟୁଵାଚନ କରିଥାଏ ଯାହା ଆମପାଇଁ ଅଶାନ୍ତି ର ଷତ୍ତଷର ମୂଳ କାରଣ ହୋଇଥାଏ | ହନୁମାନଜି ଯେତେବେଳେ ରଖ୍ୟାସ ମାନଙ୍କୁ ବଦ୍ଧ କରୁ ଛନ୍ତି ଲଙ୍କାରେ ଯୁଦ୍ଧ ଭୂମିରେ ଯାହା ମଧ୍ୟ ଅନେକ ବଜାରରେ ମିଳିଥାଏ ସେମିତି ଚିତ୍ର ଆଣି ଆମ ଗୃହରେ ରଖୁଛେ | ତାହା ଆମ ପାଇଁ ଖେତୀ କାର ହୋଇଥାଏ ବା ଖରାପ ଜୋଇଥାଏ ମୋତେବି ଭଲ ହେଇନଥାଏ | ସେମିତି ଚିତ୍ର ଆମେ ଘରେ ରଖିବା ଅନୁଚିତ୍ତ | ଆମେ ଶୋଇବା ଘରେ ଚପଲ ମୋଟେବି ରଖିବାନି ଉତ୍ତର ପୃର୍ବଦିଗରେ ରଖାଯାଇଥିବା ଖରାପ electronic ଆମ ଘରେ ଅଶାନ୍ତିକୁ ଆମନିତ୍ତ କରିଥାଏ | ଏସବୁ ପ୍ରତି ଧ୍ୟାନ ଦେବେ ଏବଂ ଏସବୁ ପ୍ରାଦାର୍ଥ ଗୃହରେ ମୋଟେବି ସ୍ଥାପନ କରିବେନି |

Leave a Reply

Your email address will not be published. Required fields are marked *