ମାଲାମାଲ କରିବ ପୋଷ୍ଟ ଅଫିସ | ବର୍ଦ୍ଧକ୍ୟ ରେ ପେନ୍ସନ୍ ଦେବ ଏହି ନୁଆ ସ୍କିମ୍ | ଭାରତ ରେ ଅର୍ଥନୈତିକ ପ୍ରଗତିର ବିକାଶ ପାଇଁ ଏବଂ ସମ୍ବୃଦ୍ଧତା ଯୋଗାଇବା ପାଇଁ ଭାରତ ରେ ଅନେକ ଉତ୍କୃଷ୍ଟ ଯୋଜନା ଚାଲିଛି ଯେଉଁଥିରେ ଲୋକଙ୍କୁ ବୋହୁ ପରିମାଣ ରେ ଲାଭ ଉଠାଉଛନ୍ତି | ଡାକ ଘରେ ଏକା ଆକାଉଣ୍ଟ ଖୋଲି ଆପଣ ଏହି ଯୋଜନା ରେ ବମ୍ପର ରିଟର୍ନ ପାଇପାରିବେ |
ଯାହା ଦେଶର ବଡ ଏବଂ ନିର୍ଭର ଯୋଗ୍ୟ ଅନୁଷ୍ଠାନ ରେ ଗଣା ଯାଏ | ସ୍ୱଳ୍ପ କାର୍ଯ୍ୟମାନ ସହିତ ଅନେକ ଦମଦାର ସ୍କିମ୍ ମଧ୍ୟ ରହିଛି | ଆପଣ ବିନିଯୋଗ କରିବା ମାତ୍ରେ ଏଠାରୁ ଏକ ଲକ୍ଷ ଟଙ୍କା ଲାଭ ପାଇ ପାରିବେ ତେଣୁ ଏହା ଜରୁରୀ ଯେ ଆପଣ ଅଳ୍ପ ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ କାରଣ ଏହି ଅଫର ଗୁଡିକ ବାର ବାର ଆସେ ନାହିଁ | ଏଥିରେ ଲୋକମାନେ ଗ୍ୟାରେଣ୍ଟି ରିଟର୍ନ ର ସୁବିଧା ପାଆନ୍ତି |
ଏଥିରେ ଆପଣ ୧,୨,୩,୫ ବର୍ଷ ପାଇଁ ବିନିଯୋଗ କରିବାର ସ୍ୱପ୍ନ କୁ ସାକାର କରିପାରିବେ କାହା ସମସ୍ତଙ୍କ ପାଇଁ ଲାଭ ଦାୟକ ହେବ | ଇଣ୍ଡିଆନ ପୋଷ୍ଟ ୱେବ୍ସାଇଟ୍ ରେ ଅଫିସିଆଲ ୱେବ୍ସାଇଟ୍ ଅନୁଯାୟୀ ୫ ବର୍ଷ ର ଟାଇମ ଡିପୋଜିଟ ଯୋଜନାରେ ୭.୫୦ ପ୍ରତିଶତ ସୁଧ ଦିଆଯିବ |
ଯାହାଦ୍ୱାରା ଆପଣ ଭଲ ରିଟର୍ନ ପାଇପାରିବେ ଆପଣ ଡାକ ଘରେ ୫ ବର୍ଷ ଟାଇମ ଯୋଜନେ ୫ ଲକ୍ଷ ୫୦ ହଜାର ଟଙ୍କା ଜମା କରିପାରିବେ | ଯଦି ଆପଣ ଏତେ ବିନିଯୋଗ କରନ୍ତି ଆପଣ ସହଜ ରେ ପରିପକତା ଉପାୟ ରେ ପ୍ରାୟ ୮ ଲକ୍ଷ ଟଙ୍କା ପାଇପାରିବେ | ଯାହା ଏକ ଭଲ ସୁଯୋଗ ପରି ଡାକ ଯୋଜନା ରେ ଆପଣ ପରିପକ୍ୱତା ପରି ରିଟର୍ନ ପାଇପାରିବେ | ପରିପକ୍ୱତ ଆକାର ରେ ଆପଣ ବହୁତ ସୁଧ ପାଇବେ ଯଥା ୨ ଲକ୍ଷ ୪୭ ହଜାର ୪୨୧ ଟଙ୍କା ରିଟର୍ନ ପାଇବେ |