ଅଭଦ୍ରତାର ସୀମା ତପିଗଲେ ଯୁବକ ବର୍ଷା ପରେ ବାଇକ୍ ଚଳାଇବା ଯୁବତୀଙ୍କୁ ଦୁରଚରଣ କରୁଥିଲେ ଓ ବର୍ଷା ପରେ ୪ ହେଲେ ଗିରଫ! ଏକାଠି ହୋଇ ଯୁବତୀଙ୍କୁ ପାଣି ଫିଙ୍ଗିବା ପରେ ହେଲେ ଗିରଫ ଉତ୍ତରପ୍ରଦେଶର ରାଜଧାନୀ ଲାହୋର ଠାରେ ଏହି ଘଟଣା ଟି ଘଟିଛି ଯାହାକି ସମଜପାଇଁ ଏକ ଲଜ୍ୟାଜନକ ଉଦ୍ଧାରଣ ଅଟେ |
ଆଉ ଏହି ଘଟଣାଟି ଘଟାଇଥିବା ଯୋବକଣଙ୍କୁ ବର୍ଷା ଛାଡ଼ିବା ପରେ ପୋଲିସ କଲା ଗିରଫ ତେବେ ବାସ୍ତବରେ ବୁଧବାର ଦିନ ଲାହୋର ହୋଇଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ଜାଗାରେ ପାଣି ଜମି ରହିଥିଲା ଏହି ସମୟରେ ଜଣେ ଯୋବତି ତାଙ୍କ ଭାଇଙ୍କ ସହିତ କୌଣସି ଏକ ଜାଗାକୁ ଯାଉଥିବା ସମୟରେ କିଛି ଉତୁପାତୀୟା ଯିବାକୁ ତାଙ୍କ ଉପରକୁ ପାଣି ପକାଇ କିଛି ଖରାପ ଭାଷାରେ ଗଳି ଙ୍ଗୁଲଜ୍ ମଧ୍ୟ କରିଥିଲେ |
ଏହାପରେ ଯୌବତିଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଏହି ଯୋବାକ ମାନଙ୍କୁ ସେଠାରୁ ଗିରଫ କରିଥିଲେ ଓ ଆଉ କିଛି ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ଆପଣଙ୍କୁ କାନ ଲାଗୁଛି ସେ ଯୁବକଙ୍କୁ ଏହା ଦରକାର ଥିଲା ନା ନାହିଁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଧନ୍ୟବାଦ୍।