ଭଗବାନ ଶ୍ରୀ Krishna କାହିଁକି ଗଧ ପାଦ ଧରିଥିଲେ, ଜାଣନ୍ତୁ ଏହା ପଛର ରହସ୍ୟ |

ନମସ୍କାର ବନ୍ଧୁଗଣ ମହାଭାରତର ଏକ ରହସ୍ୟମୟ କଥା ଯେଉଁଟା କି ବର୍ତ୍ତମାନ ବି ଲୋକକଥା ଭାବରେ ପ୍ରଚଳିତ ହେଉଛି ଏହି ଯେମିତି ତୁମେ ତ ତୁମେ ଭଗଵାନ ବି ଦିନେ ଗଧ ପାଦ ଧରିଥିଲେ ଯିଏ କ୍ଷଣକେ ସବୁ ପରିବର୍ତ୍ତନ କରି ପାରନ୍ତି ସବୁ ଅସମ୍ଭବକୁ ସମ୍ଭବ କରି ପାରନ୍ତି ସେହି ପରମପୁରୁଷ ଲୀଳାମୟ ଶ୍ରୀକୃଷ୍ଣ ଦିନେ ଗଧ ପାଦ ଧରିଥିଲେ କିନ୍ତୁ କାହିଁକି ଆଜିର ବିଷୟ ଏହି ରହସ୍ୟମୟ କାହାଣୀ ଉପରେ ଆଧାରିତ।

ମହାଭାରତର କଥା ମହଜାର ଯୁଧିଷ୍ଠିର ଥରେ ରାଜସ୍ବ ଯଜ୍ଞର ଆୟୋଜନ କଲେ ଯେଉଁ ଯଜ୍ଞରେ ହାରାହାରି ୧ ଲକ୍ଷ ରାଜାଙ୍କୁ ଆମନ୍ତ୍ରଣ କରିବାର ବ୍ୟବସ୍ଥା ଥିଲା କିନ୍ତୁ ଭଗଵାନଙ୍କୁ ଜ୍ଞାନ୍ତ ହେଲା ଯେ ଜରାସନ୍ଧ ନାମକ ଏକ ରାକ୍ଷସ ୧ ଲକ୍ଷରୁ ୨ ଜଣ କମ୍ ରାଜାଙ୍କୁ ବନ୍ଦିକରି କରିଥିଲେ ଏବଂ ସେ ମଧ୍ୟ ଗୋଟିଏ ଯଜ୍ଞ କରୁଛୁ ଯେଉଁଥିରେ ରାଜାମାନଙ୍କୁ ବଳି ଦିଆଯିବ ଏହି କ୍ଷେତ୍ରରେ ଭଗଵାନଙ୍କ ଆଭିମୁଖ୍ୟ ଥିଲା ସେହି ପାପଚାରି ଜରାସନ୍ଧକୁ ବଦ୍ଧ କରିବା ସହ ରାଜସ୍ବ ଯଜ୍ଞର ସମସ୍ତ ରାଜାଙ୍କୁ ଉପସ୍ଥିତ କରାଇବା ତେଣୁ ଭଗଵାନ କୃଷ୍ଣ ଛଦ୍ମ ବେଶରେ ବା ବ୍ରାହ୍ମଣ ବେଶରେ ଭୀମ ଏବଂ ଅର୍ଜୁନଙ୍କୁ ସାଙ୍ଗରେ ନେଇ ଜରାସନ୍ଧ ରାଜ୍ୟକୁ ଯାଇଥିଲେ ସେଠୁ ଯାଇ ସେଠାରେ ୪ଟି ଦ୍ଵାର ଅତିକ୍ରମ କରିବାକୁ ପଡ଼ିବ ବୋଲି ଦେଖିଛନ୍ତି ପ୍ରଥମେ ଦ୍ଵାରରେ ଜରାସନ୍ଧ ନିଜ ପୁଅ ସହଦେବକୁ ଯିଏକି ବୋହୁତ ଜ୍ଞାନୀ ତାକୁ ଜଗେଇ ଦେଇଛି ଦ୍ୱିତୀୟ ଦ୍ଵାରରେ ସିମିଳି ବୃକ୍ଷ ରହିଛି ତୃତୀୟ ଦ୍ଵାରରେ ଭେରୀ ତୂରୀ ଜଗିଛି ଏବଂ ଚତୁର୍ଥ ଦ୍ଵାରରେ ଗଧ ଜଗିଛି।

ପ୍ରଥମ ଦ୍ଵାରକୁ ଅତିକ୍ରମ କରିବା ପାଇଁ ଭଗଵାନ ଶ୍ରୀକୃଷ୍ଣ ସୁମଧୁର କଣ୍ଠରେ ବେଦ ଗାନ କରିଥିଲେ ଏହାଶୁଣି ସହଦେବ ଅତ୍ୟନ୍ତ ପ୍ରିତ ହେଲେ ଏବଂ ଯଥା ସମ୍ଭବ ତାଙ୍କୁ ଦ୍ବାରା ଛାଡ଼ିଦେଲେ ଦ୍ୱିତୀୟ ଦ୍ଵାରରେ ସିମିଳି ବୃକ୍ଷ ଜଗିଥାଏ ଯେତେବେଳେ ଶତ୍ରୁ ଦ୍ୱିତୀୟ ଦ୍ଵାରା ନିକଟକୁ ଆସିବ ସେତେବେଳେ ଥୁଣ୍ଟା ସିମିଳି ବୃକ୍ଷ ପୁଷ୍ପ ପୂର୍ଣ୍ଣ ହୋଇଯିବ ଏବଂ ଏହି ସମୟରେ ଜରାସନ୍ଧ ଜାଣି ପାରିବ ତାର ରାଜ୍ୟକୁ କେହି ଶତ୍ରୁ ଆସିଲା ଯେତେବେଳେ ଭଗଵାନ କୃଷ୍ଣ ଭୀମ ଅର୍ଜୁନ ଯାଇଛନ୍ତି ସେହି ସମୟରେ ସିମିଳି ବୃକ୍ଷଟି ପୁଷ୍ପ ପୂର୍ଣ୍ଣ ହୋଇ ଯାଇଛି ଅର୍ଜୁନ ହଠାତ୍ ପବନସ୍ତ୍ର ପ୍ରୟୋଗ କରି ସେହି ପୁଷ୍ପକୁ ଉଡ଼ାଇ ଦେଇଛନ୍ତି ଯାହାର ସୁବାସ ଜରାସନ୍ଧ ନିକଟକୁ ଯାଇ ପାରିନାହିଁ ତୃତୀୟ ଦ୍ଵାରା ନିକଟରେ ଜଗିଥାଏ ଭେରୀ ଭେରୀ ହେଉଛି ତୂରୀ ପରି ଏକ ବାଦ୍ୟଯନ୍ତ୍ର ଯେତେବେଳେ ଭେରୀ ବାଜିବା ଆରମ୍ଭ କରିଛି କୃଷ୍ଣ ତାଙ୍କର ପଞ୍ଚଜନ୍ୟ ଶଙ୍ଖ ଭେରୀ ମୁହଁରେ ଭର୍ତ୍ତି କରାଇଦେଲେ ଯାହା ଫଳରେ ଏହାର ଶବ୍ଦ ଭେରୀ ଶବ୍ଦ ପରି ନହୋଇ ଶଙ୍ଖ ଶବ୍ଦ ପରି ହେଲା ଯାହାର ଶବ୍ଦ ଜରାସନ୍ଧ ଶୁଣିଲେ ମଧ୍ୟ ଶତ୍ରୁ ପରି ଅନୁଭବ କଲା ନାହିଁ।

ଏହାପରେ ଶେଷ ଦ୍ଵାର ବା ଚତୁର୍ଥ ଦ୍ଵାରା ଏହି ଦ୍ଵାରକୁ ଜଗିଛି ଏକ ଗଧ ଯିଏ ଶତ୍ରୁ ଦେଖିଲେ ଗର୍ଜନ କରିବ ଏବଂ ତାର ଦୁଇଟି ଗୋଡକୁ ଉପରକୁ ଟେକିବ ଯେତେବେଳେ କୃଷ୍ଣ ଅର୍ଜୁନ ଏବଂ ଭୀମ ଚତୁର୍ଥ ଦ୍ଵାରରେ ପହଞ୍ଚିଛନ୍ତି ସେତିକି ବେଳେ ଗଧ ତାର ଗୋଡ ଦୁଇଟା ଦେଖି ଗର୍ଜନ ଆରମ୍ଭ କରୁଛି ଠିକ୍ ଏହି ସମୟରେ ଭଗଵାନ କୃଷ୍ଣ ତାଙ୍କର ପଞ୍ଚଜନ୍ୟ ଶଙ୍ଖକୁ ବାମ ହାତରେ ଧରି ଗଧର ପାଟିରେ ଭର୍ତ୍ତି କରିଦେଲେ ଏବଂ ଡାହାଣ ହାତରେ ତାର ଗୋଡ଼କୁ ଧରି ପକାଇଲେ ସେହିଦିନରୁ ଆଜିର ଲୋକକଥାରେ ରହି ଆସିଛି ଭଗଵାନ କୃଷ୍ଣ ତ ଦିନେ ଗଧ ପାଦ ଧରିଥିଲେ।

Leave a Reply

Your email address will not be published. Required fields are marked *