ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ଏକ ବହୁତ୍ ବଡ ଖବର ଯାହାକୁ ଶୁଣିଲେ ଆପଣ ମାନେ ହୋଇଯିବେ ଆଶ୍ଚର୍ଯ୍ୟ ତାହେଲେ କଣ ସେହି ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା । ରେଳବାଇ ଇତିହାସରେ ବିରଳ ଘଟଣା! ଗୋଟେ ଧାରଣାରେ ଆସିଗଲେ ୪ ଟି ଟ୍ରେନ ତାପର ଘଟଣା କଣ ହେଲା ଆଉ ଡେରି ନକରି ଆସନ୍ତୁ ଜାଣିବା।
ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ପାଇଁ ଭୁବନେଶ୍ବର ଥରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା ଗୋଟେ ରେଳ ଧାରଣାରେ ୪ ଟି ଟ୍ରେନ ଚାଲି ଆସିଥିଲେ ଏହି ଘଟଣାଟି ରେଳବାଇ ପ୍ରବନ୍ଧକଙ୍କ ହୋସ ଉଦଇଦେଇଛି ତେବେ ଏହି ଘଟଣା ଟି ଏହାର ସ୍ପଷ୍ଟ ଉଥରଣ ଅଟେ କି ରେଳ ମନ୍ତ୍ରାଳୟ ନିଜ ସୁରକ୍ଷାକୁ ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି ।
ଏହି ଘଟଣା ପରେ ରେଳ ଧାରଣାର ସଠିକ୍ ତଥ୍ୟ ନପାଇବାରୁ ଘଟିଛି ବୋଲି ଅନୁମାନ କରାଯାଉଛି । ଏହା ସହିତ ଏହି ଘଟଣା ରେଲମନ୍ତ୍ରୀଙ୍କ ପର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାଟି ଜୁଲାଇ ମାସର ୨୬ ତାରିଖ ଦିନ ଘଟିଥିବା ସମୟରେ ଏହି ଘଟଣା ଯୋଗୁ କୌଣସି ବ୍ୟକ୍ତିଙ୍କ ଯିବ ଯିବା ଖବର ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସି ବାରେ ଅସଫଳ ହୋଇଛି ।