ଦର୍ଶକ ବନ୍ଧୁ ମହା ପ୍ରଭୁଙ୍କର ନବକଲେ ବର ହେଇଚି। ଦର୍ଶକ ବନ୍ଧୁ ଆପଣ ଏଇ ଯୋଉ ପଣ୍ଡା ନାନଙ୍କୁ ଦେଖୁଛନ୍ତି ଇ ହେଉଛନ୍ତି ପୁରୀ ଶ୍ରୀ ମନ୍ଦିରର ପଣ୍ଡା ନାନା। ନାନା କହୁଛନ୍ତି ଯେ ଆଗେ ତଳ ଧ୍ୟାଜ ଆସିବା ବନ୍ଦ ଠାକୁର ଆସିବା ଏବଂ ୨୦୧୬ ମସିହାରେ ସେ ବଡ଼ ଠାକୁରଙ୍କୁ ସ୍ବାଗତ କରିବା ପାଇଁ ପ୍ରଥମେ ଧ୍ୟାନି ଯଜ୍ଞ ରେ ପ୍ରଥମେ ଥାଆନ୍ତି ଯେମିତି ଅତିଥି ଆସିଲେ ଘରକୁ ଘରଲୋକ ପ୍ରସ୍ତୁତ ଥାଆନ୍ତି ସେମିତି ଏହି ପଣ୍ଡା ନାମ ମନ୍ଏହା ପ୍ରଭୁଙ୍କୁ ସ୍ବାଗତ କରି ଶ୍ରୀମନ୍ଦିର ଭିତରକୁ ଡାକନ୍ତି। ସେହିସମୟାରେ କେତେ ସତ୍ରକ୍ ରହିବା ଦରକାର ସେହି କଥା ଏଇ ପଣ୍ଡା ନାନା କହିଛନ୍ତି।
ବଡ଼ ଦାଣ୍ଡ ରେ ରଥ ଆସିବା ସମୟରେ ସେ ପୁରା ସତ୍ରକ ରହନ୍ତି ଦେ କୋଉଠି କିଛି ଭୁଲ ନହେଇଯାଉ। ସେ ଏହି ଭିଡିଓ ରେ ରଥ ବିଷୟରେ ବର୍ଣ୍ଣନା କରିଛ ଟି ଯେ ମହା ପର୍ଭୁ ଙ୍କ ରଥ ଯେତେ ବେଳେ ଦୂରରେ ଥାଏ ସେତେବେଳେ ସେ ଚନ୍ଦନ,ଫୁଲମାଳ ଇତ୍ୟାଦି ସବୁ ଜିନିଷ ବ୍ୟବସ୍ଥା କରୁ କରୁ ସେ ଦେଖନ୍ତି ଯେ ହଠାତ୍ ସେ ମହା ପ୍ରଭୁଙ୍କ ରଥ ଆସି ପୁରା ପାଖରେ ହୋଇଯାଇଥାଏ। ଦେଖନ୍ତି ଯେ ଏତେ ପାଖରେ ହେଇଗଲେ ଯେ ରଥ ସେ କାମ କରନ୍ତି ଯେ ବାବା ରାମ ଦାସ ତ୍ୟାଗୀ ଙ୍କୁ ସେଥି ବସିଦେଇ ଯାଆନ୍ତି ଯେ ତା ପରେ ଦେଖିଲାବେଳକୁ ବାବା ନିଦରେ ଆନନ୍ଦରେ ସୋଇପଡିଛନ୍ତି ଯେ।
ନାନା ଭାବିଲେ ଯେ ଯେହେତୁ ସେ ସୋଇଛନ୍ତି ତାଙ୍କୁ ନିଦ୍ରା ରୁ ଉଠାଇଲେ ଆଉ ହବନି ଯେ ସେ ଯାଇ ନିଜେ ସେ ଦଉଡ଼ି ତାକୁ ଧରାଇଦେଲେ ତା ପରେ ସେ ପୁଣି ତାଙ୍କ ମଦିରା କୁ ଆସୁ ଆସୁ ସେ ରଥ ରେ ବୀର୍ଯ ମନ ହେଇଥିବା ବଡ଼ ଠାକୁର କାଳିଆ ଆଉ ଦେଖା ଗଲେ ନି। ଯେ ତା ପରେ ସେ ନାନା କଣ ଭାବିଲେ ଯେ ସେ ଆଖି ବନ୍ଦ କରି କାନ୍ଦି ପକେଇଲେ ।
ଯେ ତା ପରେ ଆଖି ଖୋଲିଲା ବେଳକୁ ମହାପ୍ରଭୁଙ୍କର ଡାଆନ ହାତ ପୁରା ଲମ୍ବା ହୋଇ ତାଙ୍କ ପାଖକୁ ଆସୁଚି ସେତେବେଳକୁ ଠିକ୍ ସମୟ ହବ ସନ୍ଧ୍ୟା ୫.୦୦ ଘଟିକା। ହଠାତ୍ ୨ଟି ଲୋକ ପାଖକୁ ଆସି କହିଲେ ଯେ ଆପଣ ଯାଆନ୍ତୁ ରଥ ପାଖକୁ ଆମେ ଏଇଠି ବସିଛୁ। ଏହା ପରେ ସେ ରଥ ପଥକୁ ଚାଲିଗଲେ ଆଉ ପରେ ଦେଖିଲାବେଳକୁ ସେଥି କେହି ନାହାନ୍ତି
ଜୟ ଜଗନ୍ନାଥ ପ୍ରଭୁ, ଧନ୍ୟବାଦ୍,,………………..