Teeth କେବଳ ଏହି ୧ ପାଉଡର ଆପଣଙ୍କ ଦାନ୍ତରେ ପୋକ, ମୁଖ ଦୁର୍ଗନ୍ଧ ଦୂର କରି ହଳଦିଆ ଦାନ୍ତ ଧଳା କରିବ, ଥରେ ବ୍ୟବହାର କରିକି ଦେଖନ୍ତୁ |

ଆଜିକାଲି ସାଧାରଣତ ଦାନ୍ତ ଜନିତ ଅନେକ ସମସ୍ଯା ଦକ୍ଷା ଯାଉଛି । ଯେମିତିକି ଦାନ୍ତ ବିନ୍ଧା ହେବା, ଦାନ୍ତ ହଳଦିଆ ବା କଳା ହୋଇ ପଡିବା ଆଦି ସମସ୍ଯା ଦେଖା ଯାଉଛି । ତେବେ ଏଥିପାଇଁ କିଛି ଲୋକ ମାନେ ଡାକ୍ତରୀ ଚିକିତ୍ସା କରିଥାନ୍ତି । କିନ୍ତୁ କିଛି ମାତ୍ରା ରେ ଏହା ସୁଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ହୋଇ ନ ଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଦାନ୍ତ ମୋତି ଭଳି ଚମକିବାକୁ ପାଗିବ । ଏଥିପାଇଁ ପ୍ରଥମ ସାମଗ୍ରୀର ର ଆବଶ୍ୟକ ରହିଛି ପିପଳି ଯାହା ଅତି ସହଜରେ ଦୋକାନରୁ ମିଳିଯିବ ।

ଏଥିପାଇଁ ୧୦୦ ଗ୍ରାମ ପିପଳି ନିଅନ୍ତୁ । ଏହା ପରେ ଆଡ କାରଣରୁ ବେକିଙ୍ଗ ସୋଡା ଯାହା ଅତି ସହଜରେ ରୋଷେଇ ଘରୁ ମିଳିଯିବ । ୨୫ ଗ୍ରାମ ବେକିଙ୍ଗ ସୋଡା ମିଶାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରାଯିବ । ଏହା ପରେ ଏହି ପାଉଡରକୁ ୩ରୁ ୪ ମିନିଟ ଯାଏଁ ନିଜ ଦାନ୍ତ ରେ ଲଗାଇ ରଖନ୍ତୁ । ଏହା ପରେ ଆପଣ ବ୍ରସ କରି ପାରିବେ । ଯେଉଁ ଜାଗାରେ ଦାନ୍ତ ହଳଦିଆ ବା କଳା ହୋଇଥିବ ସେହି ଜାଗାରେ ଏହି ପାଉଡର ର ବ୍ୟବହାର କରନ୍ତୁ । ଏହା ପରେ ଆପଣ ସାଧା ପାଣି ରେ ମୁହଁ ଧୋଇ ପାରିବେ ।

ଦେଖିବେ ଏହି ରେମେଡି ର ପ୍ରୟୋଗ କରିବା ପରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ । ଦାନ୍ତ ରେ ବସି ଯାଇଥିବା ବହୁ ବର୍ଷ ପୁରୁଣା ମଇଳା ଦୂର ହୋଇଯିବ । ଏହାର କିଛି ଦିନ ପ୍ରୟୋଗ କରିଲେ ଆପଣ ନିଶ୍ଚୟ ରେଜଲ୍ଟ ଦେଖିବାକୁ ପାଇବେ । ଏହା ସହ ବ୍ରାଇଟ୍ଣେସ ମଧ୍ୟ ଦାନ୍ତ ରେ ବଢିଯିବ । ଏହା ସହ ଗମ୍ସ ତାଇତ ହେବା ଆରମ୍ଭ ହେବ । ମୁହଁ ରେ ଜମା ହୋଇଥିବା ମଇଳା ଦୂର ହେବ ସହ ମୁଖବାସ ରେ କାମ କରିବ ।

ଏହା ସହ ଆପଣଙ୍କର ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହେବ । ଏହା ସହ ଦାନ୍ତ ସହ ଜଡିତ ଅନେକ ସମସ୍ଯା ମଧ୍ୟ ଦୂର ହେବ । ଆପଣ ମାନେ ନିହାତି ଭାବେ ଘରେ ଏହି ଦାନ୍ତ ସଫା କରିବା ପାଇଁ ଉପଚାର ପ୍ରୟୋଗ କରନ୍ତୁ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ ଯାହା ବହୁ ପୁରାତନ କାଳରୁ ବ୍ଯବହୃତ କରା ଯାଉଛି । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି ।

Leave a Reply

Your email address will not be published. Required fields are marked *