Cricket News : ଭାରତକୁ ଟକ୍କର ଦେବା ପାଇଁ ଶ୍ରୀଲଙ୍କା ଟିମର ନୂଆ ଗେମ ପ୍ଲାନ, ଦେଖନ୍ତୁ ପୁରା ଖବର |

ଭାରତ ବିପକ୍ଷରେ ଶ୍ରୀଲଙ୍କାର ନୂଆ ଚାଲ ବଡ଼ ଅସ୍ତ୍ର କରିବ ପ୍ରୟୋଗ, ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ T20 ସିରିଜ ଜୁଲାଇ 27ରୁ ଆରମ୍ଭ ହେଉଛି ଏହା ପୂର୍ବରୁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି | ଶ୍ରୀଲଙ୍କା ଦଳର ଖେଳାଳିମାନେ ଶତନ୍ତ୍ର ତାଲିମ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ |

ଦଳର ମୁଖ୍ୟ କୋଚ ସନଜ ଯେ ସୁରିୟା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ସେ କହିଛନ୍ତି ଜୁବିନ ଭୁରୁଜା ଡାକ ଯାଇଛି | ଭୁରୁଜା ଶ୍ରୀଲଙ୍କା ଖେଳିବାକୁ ବିଶେଷ ଟିପ୍ସ ଦେଇଥିଲେ ଖେଳାଳି ମାନେ 6ଦିନିଆ କର୍ମ ଶାଳାରେ ଭାଗ ନେଇଥିଆଳେ ସନଜ ଯେ ସୁରିୟା କହିଛନ୍ତି ରାଜସ୍ତାନ ରୟାଲ ରୁ ଜୁବିନଙ୍କୁ ଡାକିଲୁ |

ସେ କ୍ରିକେଟରଙ୍କ ସହିତ 6ଦିନିଆ କର୍ମ ଶାଳାରେ କାମ କରିଥିଲେ ମୁ ଆଶାକରୁଛି ଖେଳାଳି ମାନେ ବହୁତ କିଛି ଶିଖିଛନ୍ତି | ଅନ୍ତରଜାତୀୟ କ୍ରିକେଟର ଙ୍କ ପାଇଁ ନୂତନ ପ୍ରଯୁକ୍ତି ବିଦ୍ୟା ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ ଏହା ସହିତ ସର୍ଟ ତିଆରି ମଧ୍ୟ ପ୍ରଭାବ ସାଳି |

ଭାରତ ବିପକ୍ଷ T20 ସିରିଜ ପାଇଁ ଶ୍ରୀଲଙ୍କା 4ଟି ବାହାର ଖେଳାଳିଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଛି ଦଳରେ ପଥ ନିଶଙ୍କା କୁଶଳ ପେରାଲା ଏବଂ ଫନାଣ୍ଡ ମଧ୍ୟ ରହିଛନ୍ତି ଦଳରେ ଶ୍ରୀଲଙ୍କା ଦଳ ପକ୍ଷରୁ କଡ଼ା ପ୍ରତିଯୋଗୀ ମଧ୍ୟରେ ସମ୍ମୁଖୀନ ହେବାକୁ ଯାଉଛି ସୂଯ୍ୟକୁମାର ଯାଦବଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଦଳରେ ଶକ୍ତି ସାଳି ଖେଳାଳି ଅଛନ୍ତି |

Leave a Reply

Your email address will not be published. Required fields are marked *