ଦୁବ ଘାସର ଚେର ଆପଣଙ୍କୁ କରିବ କୋଟିପତି, ୨୪ ଘଣ୍ଟାରେ ବଦଳିଯିବ ଭାଗ୍ୟ, ଥରେ କରିକି ଦେଖନ୍ତୁ !

ଦେବୀ ଦୂର୍ଗା ଓ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଦୁବ ଘାସ ଅର୍ପଣ କରିବା ଦ୍ଵାରା । ଏହାର ଚମତ୍କାରୀ ଉପାୟ ବିଷୟରେ ଶାସ୍ତ୍ର ରେ ଅନେକ କଥା କୁହାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ ଦୁବ ଘାସର ଚେର କେମିତି ଆପଣଙ୍କୁ କୋଟିପତି କରାଇପାରିବ ଆସନ୍ତୁ ଜାଣିବା । ଦୁବ ଘାସ ଭାରତରେ ବହୁତ ସହଜରେ ମିଳିଯାଏ । ଏହାର ଖାସ ଗୁଣ ହେଉଛି କି ଏହା କମ ପାଣିରେ ନିଜର ଜୀବନଯାପନ କରିଥାଏ । ସର୍ବ ପ୍ରଥମେ ଏହାର ଆୟୁର୍ବେଦିକ ପ୍ରୟୋଗ ବିଷୟରେ ଜାଣିବା । ଦୁବ ଘାସ ଦ୍ଵାରା ଆପଣ ଜୀବନର ଅନେକ ସମସ୍ଯା ଦୂର କରିପାରିବେ ।

ଯେଉଁ ମାନେ ସାଧୁ ସନ୍ଥ ହୋଇଥାନ୍ତି ସେମାନେ ଅଧିକ ଦିନ ବଞ୍ଚିବା ପାଇଁ ଜଙ୍ଗଲରେ ଦୁବ ଘାସର ପ୍ରୟୋଗ କରିଥାନ୍ତି । ଦୁବ ଘାସର ରସ ପିଇବା ଦ୍ଵାରା ୨୧ ଦିନ ଯାଏଁ ଭୋକ ଲାଗି ନ ଥାଏ । ଦୁବ ଘାସର ଚେର ଶରୀରର ତାପମାତ୍ରା କୁ କମ କରିଥାଏ । ଶରୀରକୁ ଥଣ୍ଡା ରଖିଥାଏ । ଖରା ଦିନରେ ଶରୀରରେ ଗରମ ବଢିବା କାରଣରୁ ଅଧିକ ଗରମ ଅନୁଭୂତ ହୋଇଥାଏ । ଏଥିପାଇଁ ଆପଣ ଏକ କପ ଦୁବ ଘାସର ରସ ବାହାର କରନ୍ତୁ । ସେଥିରେ କିଛି ମିଶ୍ରି ଦାନା ପକାଇ ସେବନ କରନ୍ତୁ । ଏହା ଦ୍ଵାରା ଶରୀରର ତାପମାତ୍ରା କମ ହୋଇଥାଏ ।

ଦୁବ ଘାସର ରସ ୨ ସପ୍ତାହ ଯାଏଁ ସେବନ କରିଲେ ଅର୍ଶ, ଭଗନ୍ଦର ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଥାଏ । ଏହା ସହ ରକ୍ତ ସମ୍ବଧୀୟ ସମସ୍ୟା ଦୂର ହୋଇଥାଏ । ମାନିକି ଚାଲନ୍ତୁ ଯଦି ଆପଣଙ୍କ ଘରେ କେହି ଛୋଟ ପିଲାଙ୍କର ପାଠ ପଢାରେ ମନ ଲାଗୁ ନାହି ତେବେ ଦୁବ ଘାସର ଅଧା କପ ରସ ୭ ଦିନ ଯାଏଁ ସେବନ କରାନ୍ତୁ । ଏହା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହେବ । ଶ୍ଵାସ, ବିପି ସମସ୍ଯା ଠିକ ହୋଇଥାଏ । ଏବେ ଆସନ୍ତୁ ଜାଣିବା ଏହାର ଦିବ୍ୟ ଚମତ୍କାରୀ ଉପାୟ ବିଷୟରେ । ଦୁବ ଘାସ କୁଳ କୁ ପେଶୀ ତିଳକ ଲଗାଇବା ଦ୍ଵାରା ଏହା ବୁଦ୍ଧିକୁ ସ୍ଥିର ରଖିବା ସହ ଚେହେରାରେ ଚମକ ଆଣିଥାଏ ।

ମା ଦୂର୍ଗାଙ୍କୁ ଅର୍ପଣ କରି ପର୍ସରେ ରହିଲେ ଧନ ଆସିବାର ସବୁ ମାର୍ଗ ଖୋଲିଯାଏ । ଏହା ଯେଉଁ ସ୍ଥାନରେ ଥାଏ ତାହା ପବିତ୍ର ହୋଇଥାଏ । ଏହାକୁ ରବି ପୁଷ୍ୟା ନକ୍ଷତ୍ରରେ ପେଶୀକୁ ସେବନ କରିବେ ତେବେ ଶରୀରର ଦିବ୍ୟ ଶକ୍ତି ଜାଗୃତ ହୋଇଥାନ୍ତି । ସ୍ତ୍ରୀଙ୍କର ଗର୍ଭପାତ ହେଉଥିଲେ 1 ମାସ ଯାଏଁ ଦୁବ ଘାସର ଚେର ୫ଟି ଅଣ୍ଟାରେ ବାନ୍ଧି ରଖିବାକୁ ଦ୍ୱାରା ଶୁଭଫଳ ଫ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *