ଯେକୌଣସି ପ୍ରିୟ ବ୍ୟକ୍ତିଙ୍କ ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ଶଙ୍ଖ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ଆପଣ ତିନୋଟି ଶଙ୍ଖ ଦେଖୁଛନ୍ତି ତାହା ସହିତ ତିନୋଟି ନମ୍ବର ଦେଖୁଛନ୍ତି ଆପଣ ଏପରି ବହୁତ ବିଷୟ ବସ୍ତୁ ଦେଖିଛନ୍ତି ଏହି ବିଷୟଟି ଅଲଗା ରହୁଛି ପୂର୍ବରୁ ଆପଣ ଯାହା ସବୁ ଜାଣିଥିଲେ ସେଥିରେ ଆପଣଙ୍କ ଭବିଷ୍ୟତ ,ବର୍ତ୍ତମାନ ଏବଂ ଅତୀତ ସେସବୁ ବିଷୟରେ ରହିଥିଲା | ଏହି ବିଷୟଟିରେ ଆମେ ଜାଣିବା ଜଣକ ନାମ ଚିନ୍ତା କରି ଆପଣ ଗୋଟିଏ ସଂଖ୍ୟାକୁ ବାଛନ୍ତୁ ଓ ଦେଖନ୍ତୁ ଆପଣଙ୍କ ମନ ଭିତରେ କଣ ଚାଲୁଅଛି ଏହି ବିଷୟଟିରେ ଆମେ ଆପଣଙ୍କର ମନର କଥା କହିବୁ ଏହି ବିଷୟଟିକୁ ନିଶ୍ଚିତ ଭାବରେ ଶେଷ ଯାଏ ଦେଖନ୍ତୁ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ଏବଂ ବହୁତ କିଛି ରହିବ ଆପଣଙ୍କୁ ନେଇ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ ଆପଣ ଯେଉଁ ତିନୋଟି ଶଙ୍ଖ ଦେଖୁଛନ୍ତି ସେହି ଶଙ୍ଖରେ ରଖୁଥିବା ତିନୋଟି ସଂଖ୍ୟା ଦେଖୁଛନ୍ତି 1,2 ଏବଂ 3 ଯେକୌଣସି ଏକ ପ୍ରିୟ ବ୍ୟକ୍ତିଙ୍କ ନାମକୁ ଚିନ୍ତା କରି ଗୋଟିଏ ସଂଖ୍ୟାକୁ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ କିପରି ରହିବ |

ଯଦି ଆପଣ 1 ନମ୍ବର ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣ ପ୍ରିୟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରୁଛନ୍ତି ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ସଫଳ ହେବାକୁ ଯାଉଛି ସବୁ ମନ୍ଦ ଦଶା ଦୂର ହେବ । ଚନ୍ଦ୍ରକାନ୍ତି ପରି ମନି ରୋପ୍ୟ ମୁଦ୍ରିକାରେ ସାରା ଜୀବନ ଧାରଣ କରନ୍ତୁ । ଆପଣ ଯେଉଁ କଥାକୁ ନେଇ ବ୍ୟସ୍ତରେ ରହୁଛନ୍ତି ତାହାର ଫଳ ଡେରିରେ ମିଳିବ । ଆପଣ ଯେତିକି ଆଶା କରୁଛନ୍ତି ଆପଣଙ୍କୁ ସେତିକି ଅଚାନକ ଗୁପ୍ତ ଧନ ମିଳିବ । ଏହା ସେମିତି ସମ୍ଭବ ନୁହେଁ ଆପଣଙ୍କ ହସ୍ତ ରେ ଅଯଥାରେ ଖର୍ଚ୍ଚ କରନ୍ତୁନି । ନିଜ ଇନକମକୁ ଜଗି ରଖି ଚଳନ୍ତୁ । ଆପଣ ଭବିଷ୍ୟତକୁ ନେଇ ବର୍ତ୍ତମାନ ଚିନ୍ତା କରୁଛନ୍ତି ସେଥିପାଇଁ ଅର୍ଥ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

ଆପଣ ଦୁଇ ନମ୍ବର ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣଙ୍କ ମନରେ ନାନା ପ୍ରଶ୍ନ ରହିଛି କାରଣ ଆପଣ ଦୁଶ୍ଚିନ୍ତାରେ ଅଛନ୍ତି । ଆପଣଙ୍କ ମୁଣ୍ଡରେ ଗୁଡାଏ ବୋଝ ରହିଛି କେଉଁ କାମରେ ହାତ ଦେବେ ଜାଣିପାରୁ ନାହାନ୍ତି ଗୁପ୍ତ ଶତ୍ରୁ ବାଧା ଦେଉଛନ୍ତି । ଏ ସବୁକୁ ପରିହାର କରନ୍ତୁ ଆପଣ କଣ କରିବେ କଣ ନ ହାନି କରିବେ ସଙ୍କଟରେ ଅଛନ୍ତି । କିନ୍ତୁ ଏହା କ୍ଷଣମାତ୍ର । ଆଉ ଦୁଇରୁ ତିନି ସପ୍ତାହ ଆପଣଙ୍କର ସମସ୍ୟାର ସମାଧାନ ହେବ କୌଣସି ବିଷୟକୁ ନେଇ ଚିନ୍ତା କରନ୍ତୁନି । ଆଗକୁ ବହୁତ ଶୁଭ ସମୟର ଆଗମନ ହେବାକୁ ଯାଉଛି ।

3- ଆପଣ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଛି ପାରିବାରିକ ସମସ୍ଯା ଚାଲିଛି ଏହିପରି କିଛି ଦିନ ଲାଗି ରହିବ । ଆପଣ ବର୍ତ୍ତମାନ ହନୁମାନ ଚାଳିଶାର ପାଠ କରନ୍ତୁ । ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ରହିବ ଭଲ ପଣ୍ଡିତଙ୍କ ଜରିଆରେ ଆପଣଙ୍କର ଜାତକ ଦେଖାନ୍ତୁ । ଆପଣଙ୍କର ଅର୍ଥ ଅଭାବ ରହୁଛି । ଏହାର ସମାଧାନ ଜଲ୍ଦି ହେବ । ଆପଣଙ୍କର ଶିକ୍ଷା ବା ଗୃହରେ ଥିବା ପିଲାଙ୍କର ଶିକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ଆପଣ ନିଜ ଅପେକ୍ଷା ସେମାନଙ୍କର ଅଧିକ ଧ୍ୟାନ ଦେଉଛନ୍ତି । ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ

Leave a Reply

Your email address will not be published. Required fields are marked *