ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଅଟେ ଏହି ବିଷୟଟି ଆପଣଙ୍କ ନିଶ୍ଚିତ ଭାବରେ କାମରେ ଆସିବ ଏହି ବିଷୟଟି ନିଶ୍ଚିତ ଭାବରେ ଶେଷ ଯାଏ ଦେଖନ୍ତୁ ଏହି ବିଷୟଟି ରହିଅଛି ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଭଗବାନ | ଈଶ୍ୱର ଆପଣଙ୍କ ଭାଗ୍ୟରେ ଲେଖିଛନ୍ତି ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଏବଂ ଦୁଇଟି ସଂଖ୍ୟା ରହିଅଛି ଏକ ଏବଂ ଦୁଇ ଆପଣ ଦୁଇଟି ମନ୍ଦାର ମଧ୍ୟରୁ କୌଣସି ଗୋଟିଏ ମନ୍ଦାରକୁ ବାଛି ପାରିବେ | ଆପଣଙ୍କୁ ଯେଉଁ ସଂଖ୍ୟାଟି ଭଲ ଲାଗିବ ଆପଣଙ୍କୁ ଯେଉଁ ମନ୍ଦାର ଫୁଲ ମଧ୍ୟରୁ ଯେଉଁ ମନ୍ଦାର ଫୁଲଟି ପସନ୍ଦ ଆସିବ ସେହି ମନ୍ଦାର ଫୁଲଟିକୁ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି | ଏହି ବିଷୟଟି ପ୍ରଶ୍ନ ଭବିଷ୍ୟ ଉପରେ ଆଧାରିତ ଏପରି ବିଷୟ ଆପଣ ଆଗରୁ ବହୁତ ଦେଖିଛନ୍ତି କିନ୍ତୁ ଆଜିର ବିଷୟଟିରେ ଆମେ ଆପଣଙ୍କ ରହସ୍ୟ ବିଷୟରେ କହିବୁ ତେବେ ଏହି ବିଷୟଟିକୁ ନିଶ୍ଚିତ ଭାବରେ ଶେଷ ଯାଏ ଦେଖନ୍ତୁ | ଏହି ବିଷୟଟିର ବହୁତ ପ୍ରଶ୍ନର ଉତ୍ତର ରହିଅଛି ଆପଣ ଯେଉଁ ପ୍ରଶ୍ନ ପାଇଁ ବିଷୟଟିକୁ ଦେଖୁଛନ୍ତି ଆପଣ ଯଦି କୌଣସି ଚିନ୍ତାରେ ଅଛନ୍ତି ତେବେ ଏହି ବିଷୟଟି ଆପଣଙ୍କ ପାଇଁ | ଆପଣ ଗୋଟିଏ କଥାର ଧ୍ୟାନ ଦିଅନ୍ତୁ ଯେଉଁ ମନ୍ଦାର ଫୁଲଟିକୁ ଆପଣ ବାଛିବେ ଆପଣ ତାହା ବିଷୟରେ କୁହା ଯାଉଥିବା କଥାମାନ ଶୁଣିବେ |
ହଳଦିଆ ରଙ୍ଗ – ଆପଣ ଯଦି ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ଦେଖନ୍ତୁ ଆପଣ ବର୍ତ୍ତମାନ ବ୍ୟଗ୍ରହମନା ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ନିମନ୍ତେ ଶୁଭ ସମୟ ବହୁ ଆସିଗଲାଣି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅତୀତ ହୋଇଯାଇଛି ସମସ୍ତ ବ୍ୟାକୁଳତା ଦୂର ହେବ ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ସେଥିପାଇଁ ଆପଣ ବହୁ ମନ୍ଦ ଫଳ ଭୋଗ କରି ସାରିଲେଣି ରୋଗରେ ପଡ଼ି ବହୁ ଅର୍ଥ ମଧ୍ୟ ବ୍ୟୟ କରି ସାରିଲେଣି ଆପଣଙ୍କ ଗୃହ ଉପକରଣ ପ୍ରାୟତଃ ନଷ୍ଟ ହୋଇଯାଉଛି | କିଛି କାରଣ ନଥାଇ ଆପଣ ବିପଦରେ ପଡ଼ି ଯାଉଛନ୍ତି ସମ୍ମାନ ହରାଇ ଆପଣ ବଡ଼ ଦୁଶ୍ଚିନ୍ତାରେ ପଡ଼ି ଯାଇଛନ୍ତି ଦୋଷ ନଥାଇ ଲୋକ ଆପଣଙ୍କୁ ଦୋଷୀ କରୁଛନ୍ତି ଭୁଲ ନଥାଇ ମଧ୍ୟ ସାଙ୍ଗମାନେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ଉଦ୍ଧାର ବା ଋଣ ଯାହା କରିଥିଲା ଆପଣଙ୍କର କଷ୍ଟ ହେଉଥିଲା ଆଗକୁ ସବୁ କିଛି ଆପଣଙ୍କର ଠିକ ହୋଇଯିବ | ଆପଣ ବର୍ତ୍ତମାନ ନିଜ ଇଷ୍ଟ ଦେବତାଙ୍କ ପୂଜା କରନ୍ତୁ ଦେଖିବେ ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ପ୍ରାପ୍ତି ହେବ |
ନାଲି ରଙ୍ଗ – ଯଦି ଆପଣ ନାଲି ରଙ୍ଗର ମନ୍ଦାର ଫୁଲଟିକୁ ବାଛିଛନ୍ତି ଦୁଇ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ତାହା କଣ କହୁଛି ଆପଣଙ୍କ ବିଷୟରେ କଣ ରହିବ ଆଗାମୀ ସମୟ ଆପଣଙ୍କ ପାଇଁ କିପରି ରହିବ ସବୁ କିଛି ଜାଣିବା | ଆପଣ ମନ ମଧ୍ୟରେ ଯାହା ପ୍ରଶ୍ନ ଗ୍ରହଣ କରିଛନ୍ତି ତାହା ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଶୁଭଫଳର ଆଗମନର ବେଳ ଆସିଯାଇଛି | ବର୍ତ୍ତମାନ ଆପଣ ଯେଉଁ ବ୍ୟୟ ଭାର ଭୋଗ କରିଛନ୍ତି ତାହା ସମୟାନୁକ୍ରମେ କମିଯିବ ଧର୍ମ ଭାବ ଜାଗ୍ରତ ହେବ ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ ବର୍ତ୍ତମାନ କେତୁଙ୍କ ଫଳ ଦୃଷ୍ଟିରୁ ଆପଣଙ୍କ ମନ ମଧ୍ୟରେ ପ୍ରବଳ ଆତଙ୍କ ଦେଖା ଦେଇଛି ଅହେତୁକ ଭୟରେ ଆପଣ କଷ୍ଟ ପାଉଛନ୍ତି ମାନସିକ ସୃତି ହୀନତା ଦେଖାଦେଉଛି ଆପଣଙ୍କ ଜୀବନରେ ବହୁତ କଷ୍ଟ ସମସ୍ୟା ପହଁଚି ଥିଲା ଗ୍ରହ ମାନେ ଆପଣଙ୍କ ଜାତକର ଦୁସ୍ଥାନ ମାନଙ୍କରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗଇଛନ୍ତି | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବର୍ତ୍ତମାନ ଆପଣଙ୍କ ଭଲ ସମୟ ଆସିଯାଇଛି ଆଗକୁ ଆଉ ଏପରି ସ୍ଥିତି ରହିବ ନାହିଁ | ସମୟ ଆପଣଙ୍କ ବହୁତ ଭଲ ଆସିଯିବ ଶାନ୍ତିରେ ଆପଣ ନିଶ୍ୱାସ ମାରିବେ |