୨୨ ଜୁଲାଇ ଶ୍ରାବଣ ମାସର ପ୍ରଥମ ସୋମବାର, ଶିବଲିଙ୍ଗରୁ ଉଠେଇ ଆଣନ୍ତୁ ୧ ଗୁପ୍ତ ଜିନିଷ,ସବୁ ଗରିବରୁ ହେବେ ମୁକ୍ତି

ଶ୍ରାବଣ ର ଏହି ପବିତ୍ର ମାସରେ ଜେକୋନଶି ସୋମବାର ରେ ଏହି ଗୁପ୍ତ ଜିନିଷ ଲିଙ୍ଗ ଉଠାଇ ଆଣନ୍ତୁ। ଆପଣଙ୍କ ଜୀବନରେ ହେବା ଧାନ ର ବର୍ଷା।୨୨ଜୁଲାଇ ୨୦୨୪ କୁ ଶ୍ରାବଣ ର ପବିତ୍ର ମାସ ଆରମ୍ଭ ହଉଚି। ଭଗବାନ ଶିବ ସଂଙ୍କର ଭୋଳାନାଥ ବ୍ରହ୍ମାଣ୍ଡର କୋଣ କୋଣକୁ ଆସିବାକୁ ଯାଉଛନ୍ତି। ଆପଣଙ୍କକୁ କହିଦେଉଛୁ ଶ୍ରାବଣ ମାସ ସମାପ୍ତ ୧୯ ଅଗଷ୍ଟକୁ ହେବା । କୁହାଯାଇଥାଏ ପାବିତ୍ର ମାସରେ ବାବା ଭୋଲାନଥଙ୍କୁ ଯିଏ ଚର୍ଚ୍ଚା ଏବଂ ବିଧି ବିଧାନରେ ପୂଜା ପାଠ କରିଥାଏ ଭଗବାନ ତାର ସବୁ ମନସ୍କାମନା ପୁରା କରିଥାନ୍ତି। ଶ୍ରାବଣର ଏହି ପବିତ୍ର ମାସ ରେ ଯିଏ କୌଣସି ବି ସୋମବାର ଦିନ ଏହି ଗୁପ୍ତ ଜିନିଷକୁ ଆଣି ତା ଘରେ ସ୍ଥାପିତ କରିଦେଇଥାଏ।

ତେବେ ତାର ଘରେ କେବେ ବି ଧାନ ର ଅଭାବ ହବନି ଏବଂ ତାର ସବୁ ଦୁଃଖ ସବୁ ଦୁର ହୋଇଥାଏ। କୁହା ଯାଇଥାଏ କି ଶ୍ରାବଣର ଯେକୌଣସି ଦିନ କୋଣସି ବ୍ୟକ୍ତି ଯଦି ବ୍ରତ ରଖିଥାଏ। ତେବେ ଶିବଙ୍କର କୃପା ସର୍ବଦା ତା ଉପରେ ପଡ଼ିଥାଏ। ସେ ବ୍ୟକ୍ତିଙ୍କର କୋଉ କଳା ବି କିଛି କ୍ଷତି କରିପାରେ ନାହିଁ। ଭଗବାନ ଭୋଳାନାଥଙ୍କର ଆଶୀର୍ବାଦରେ ସେହି ବ୍ୟକ୍ତିର ଜୀବନ ରେ କିଛି ଆସଂଖିତ ହୋଇନଥାଏ। ଯଦି ଆପଣ ସବୁ ସୋମବାର ଦିନ ବ୍ରତ ରଖିପରୁନାହାନ୍ତି କିନ୍ତୁ ସେଇ ଗୁପ୍ତ ଜିନିଷକୁ ଆଣି ଘରେ ସ୍ଥାପିତ କରିଛନ୍ତି।

ଯେଉଁ ଜିନିଷ ବିଷୟରେ ଆପଣଙ୍କୁ ବତେଇବାକୁ ଯାଉଛୁ। ଯାହାକୁ ଆପଣ କୋଣସି ସୋମବାର ଦିନ ଉଥାଇଅନି ନିଜ ଘରେ ସ୍ଥାପିତ କରିବେ। ଏହା ଶିବ ପୁରାଣରୁ ଆପଣଙ୍କୁ ବତେଇବକୁ ଯାଉଛୁ। ଆପଣ ଯଦି ଚାକିରି ପାଉନାହାନ୍ତି। ତେବେ ଆପଣ କୋଣସି ସୋମବାର ପ୍ରଥମେ ଉଠି ପ୍ରଥମେ ସ୍ଥାନ କରି ଗୋଟେ କାଚର ସିଶିରେ ମରିଚ ଭରି ଦେବେ ବନ୍ଧୁଗଣ କଳା ମରିଚ ଭୋଳା ବାବାଙ୍କ ପ୍ରିୟ ହୋଇଥାଏ। ଆପଣ ଏକ ସିଶିରେ କଳା ମରିଚ ଭରି ଦିଅନ୍ତୁ। ଏବେ ଆପଣ ଏକ ନୋଟାଏ ଜଳ ନିଅନ୍ତୁ ଏବଂ ସେଥିରେ ଅଳ୍ପ ଗଙ୍ଗାଜଳ ମିଶାଇ ଦିଅନ୍ତୁ।

ମନ୍ଦିରକୁ ଯାଆନ୍ତି ଏବଂ ଆପଣଙ୍କ ମୁଣ୍ଡ କୁ ଉତ୍ତର ରେ କରି ଶିବ ଲିଙ୍ଗ ରେ ଧଳନ୍ତୁ ଓ ଜେଉସିଶି ରେ ଆପଣ କଳା ମରିଚ ଆଣିଥିଲେ ତାକୁ ଶିବ ଲିଂଗରେ ଛୁଇଁ ଅନି ଆପଣଙ୍କର ଠାକୁର ଙ୍କ ଘରେ ରଖିଦିଆନ୍ତି। ଯେତେ ବେଳେ ଆପଣ ଚାକିରି ଇଣ୍ଟର୍ଭିଉ ଦେବାକୁ ଯାଉଛନ୍ତି।ତେବେ ଆପଣ ସେହି ସିଶିରୁ ଗୋଟେ ମରିଚ ଆଣି ନିଜ ପକେଟ୍ ରେ ରଖିଦିଆନ୍ତୁ। ଦେହିବ ଆପଣଙ୍କର ନିଶ୍ଚୟ ଜକିରି ପାଇଯିବେ।

Leave a Reply

Your email address will not be published. Required fields are marked *