Vastu: ପବିତ୍ର ରଥଯାତ୍ରା ଭୁଲରେ କେବେବି କରନ୍ତୁ ନାହିଁ ଏହି ସବୁ କାମ ,ନଚେତ ଜୀବନ ସାରା କାନ୍ଦିବେ ହୋଇଯିବେ ଦାଣ୍ଡର ଭିକାରୀ

ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁବେଛା ଏବଂ ଶୁଭକାମନା ବନ୍ଧୁଗଣ ଆଜିର ଆମେ ଏହି ବିଷୟଟିରେ ଜାଣିବା କି ରଥଯାତ୍ରା ଦିନ କଣ କଣ କରିବା ଉଚିତ ନୁହେଁ ଏବଂ ତାହା ସହିତ ରହିଛି ଗୁଣ୍ଡିଚା ଠାରୁ ସୁନାବେଶ ପର୍ଯ୍ୟନ୍ତ ଏହି ଗୋଟିଏ କାର୍ଯ୍ୟ କରିବା ଦ୍ୱାରା ଆପଣ ମାନେ ସବୁ ପାପରୁ ନିଜକୁ ମୁକ୍ତ କରିପାରିବେ ତେବେ ବିଷୟଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ | ଓଡ଼ିଶାର ଧର୍ମ କହିଲେ ଜଗନାଥ ଧର୍ମ ସଂସ୍କୃତି କହିଲେ ଜଗନାଥ ସଂସ୍କୃତି ଇତିହାସ କହିଲେ ଜଗନାଥଙ୍କ ଇତିହାସକୁ ବୁଝା ଯାଇଥାଏ | ସମଗ୍ର ବିଶ୍ୱରେ ଶ୍ରୀଜଗନାଥଙ୍କର ରଥଯାତ୍ରା ପାଳିତ ହୋଇଥିବାରୁ ସେଥିପାଇଁ ସେ ସମସ୍ତ ବିଶ୍ୱର ସର୍ବ ଭୌମ ଦେବତା ଅଟନ୍ତି |

ବିଶ୍ୱ ଐତିହ୍ୟ ସଂସ୍କୃତିରେ ଜଗନ୍ନାଥଙ୍କର ଘୋଷ ଯାତ୍ରାର ଭୂମିକା ଅତୁଳନୀୟ ଅଟେ | ସମୁଦ୍ରର ଯେମିତି କ୍ଷୟ ଏବଂ ଅନ୍ତ ନଥାଏ ଆକାଶର ଜେମ,ଯେମିତି ଆଦି ଅନ୍ତ ନଥାଏ ବାୟୁର ଯେପରି ଦିଗ ନଥାଏ ଠିକ ସେହିପରି ପ୍ରଭୁ ଜଗନାଥଙ୍କର ଆରମ୍ଭ ଏବଂ ଶେଷ ନଥାଏ ଏହା କେବେ ନିର୍ଣ୍ଣୟ କରା ଯାଇପାରେ ନାହିଁ | ଏହି ବର୍ଷର ରଥଯାତ୍ରା ଜୁଲାଇ 7 ତାରିକ ଅର୍ଥାତ ଆସନ୍ତା କାଲି ପଡୁଛି ଏବେ ଆସନ୍ତୁ କିଛି କିଛି ଛୋଟିଆ କଥା ଜାଣିବା ଯାହା ଗୁଣ୍ଡିଚା ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ କେବେ ବି କରିବେ ନାହିଁ | କାରଣ ଏହି ସବୁ ଛୋଟ ଛୋଟ କାର୍ଯ୍ୟକୁ ଅଶୁଭ ବିଚାର କରାଯାଏ |

ଦେଖନ୍ତୁ ଦୁଇ ହାତରେ ମୁଣ୍ଡ କୁଣ୍ଡାଇବେ ନାହିଁ ଦାନ୍ତରେ ନଖ କିମ୍ବା ଲୋମ କେଶ ଛିଣ୍ଡାଇବେ ନାହିଁ ଅକାରଣରେ ମାଟି ଖୋଳିବେ ନାହିଁ ନଖରେ ନଖକୁ କାଟିବେ ନାହିଁ ଯଦି ଆପଣ ପୂଜା କରିବା ସମୟରେ କୌଣସି ଆସନରେ ବସୁଛନ୍ତି ସେ ଆସନକୁ କେବେ ଗୋଡ଼ରେ ଟାଣିବେ ନାହିଁ ଏହି ସବୁ କାର୍ଯ୍ୟକୁ ଅଶୁଭ କର୍ମ ବୋଲି ବିଚାର କରାଯାଏ | ମୁଣ୍ଡ ଚୁଟିକୁ ହାତରେ ଧରି ଟାଣିବେ ନାହିଁ | ଭୋଜନ ଦେବ ପୂଜା ମାଙ୍ଗଳିକ କାର୍ଯ୍ୟ ଏବଂ ବଡ଼ ଲୋକଙ୍କ ସାମ୍ନାରେ ଛିଙ୍କିବା ଅଶୁଭ କର୍ମ ବିଚାର କରାଯାଏ |

ଜୋରରେ ହସିବା କିମ୍ବା ଜୋରରେ କଥା କହିବା ତଥା ଗୁରୁଜନ ମାନଙ୍କ ସାମ୍ନାରେ ବଡ଼ ପାଟି କରିବା ଏହା ମଧ୍ୟ ଅଶୁଭ କାର୍ଯ୍ୟ ବିଚାର କରାଯାଏ | ଏହି ଛୋଟିଆ ଛୋଟିଆ କର୍ମ ଯାହାକୁ ଆପଣ କରିବେ ନାହିଁ ଏବଂ ତାହା ସହିତ ନିଜକୁ ସମ୍ପୂର୍ଣ୍ଣ ପବିତ୍ର ରଖିବେ ଏବଂ ଏହି ଦିନ ମାନଙ୍କରେ ସକାଳୁ ଉଠି ସ୍ନାନ କରିବେ ଗାଈକୁ ସ୍ପଶ କରିଥାଆନ୍ତି ତେବେ ଆପଣ ନିଶ୍ଚିତ ରୂପରେ ପାପ ମୁକ୍ତ ହୋଇଥାଆନ୍ତେ | ଅଇଁଠା ହାତରେ ଗାଈ ବ୍ରାହ୍ମଣ ,ଅଗ୍ନି ,ଦେବ ପ୍ରତିମା ବୃକ୍ଷ ଯଜ୍ଞ କାଠ ତଥା ନିଜ ମସ୍ତକକୁ ସ୍ପର୍ଶ କରିବା ଅନୁଚିତ ଅଟେ ତେବେ ଏହିସବୁ କାର୍ଯ୍ୟକୁ ଅଶୁଭ ବୋଲି ବିଚାର କରାଯାଏ | ବିଶେଷ କରି ଏହି ଦିନ ମାନଙ୍କରେ ଆପଣ ଏହି ସବୁ ଭୁଲ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *