କେଉଁ କାରଣ ପାଇଁ ଟି-20 ବିଶ୍ବକପକୁ ନିଜ ହାତରେ ଧରିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କଣ ରହିଛି କାରଣ….

କାହିଁକି ବିଶ୍ଵକପ ଟ୍ରଫି ଧରିଲେ ନାହିଁ ପ୍ରଧାନମନ୍ତ୍ରୀ ମୋଦି ବିଶ୍ଵକପ ଟ୍ରଫି ନ ଛୁଇଁ ବାରୁ ଚାରିଆଡ଼େ ଚାଲିଛି ସମୋଲୋଚନ ତେବେ କଣ ରହିଛି ପୁରା କାରଣ କାହିଁକି ବିଶ୍ଵକପ ଟ୍ରାଫିକୁ ନିଜ ହାତରେ ଉଠାଇଲେ ନାହିଁ ମୋଦି ଜାଣିବା ପାଇଁ ବିଷୟ ଟିକୁ ଶେଷ ଯାଏ ଦେଖନ୍ତୁ । ଭାରତୀୟ କ୍ରିକେଟ ଟିମ ଦୁଇଥର ବିଶ୍ଵକପ ଚମ୍ପିୟାନ ହୋଇଛି ଏହି ବିଶ୍ଵକପ ଟ୍ରଫି ରେ ରୋହିତ ଶର୍ମାଙ୍କ ବିଗ୍ରେଡ ସ୍ବଦେଶ ଆସିଚି

ଭାରତ ଆସିବା ପରେ ରୋହିତ ଶର୍ମାଙ୍କ ସହିତ ସବୁ ପ୍ଲେୟାର ମୋଦିଙ୍କୁ ଭେଟିଛି ପ୍ରଧାନମନ୍ତ୍ରୀ ତାଙ୍କ ବାସ ଭବନରେ ଏକ ଆୟୋଜନ କରିଥିଲେ । ଏସମୟରେ ପ୍ରଧାମନ୍ତ୍ରୀ ଏବଂ ଟିମ ଇଣ୍ଡିଆ ବିଶ୍ଵକପ ଟ୍ରଫି ସହ ଫୋଟ ଗ୍ରାଫ ନେଉଥିଲେ ତେବେ ଏହି ଟ୍ରଫି ସହ ଫୋଟ ଉଠାଇ ଥିଲେ ମଧ୍ୟ ନରେନ୍ଦ୍ର ମୋଦି ଟ୍ରଫି କୁ ସ୍ପର୍ଶ କରିନଥିଲେ ।

ସେ କେବଳ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ହାତ ଧରିଥିବା କଥା କୁହାଯାଉଛି ଏଥି ସହିତ ଫୋଟ ରେ ମଧ୍ୟ ଦେଖାଯାଉଛି କି ଟ୍ରଫି ରୋହିତ ଏବଂ ରାହୁଲ ଧରି ଥିଲେ ତେବେ ଏହା ପଛର କଣ ରହିଛି କାରଣ ଏବଂ କଣ ରହିଛି କାହାଣୀ । ବାସ୍ତବରେ ଟ୍ରଫି ଏବଂ ପଦକ ବିଷୟରେ ଗୋଟିଏ କଥା କୁହାଯାଏ ତାହା ହେଉଛି ଟ୍ରଫି ଏବଂ ପଦକ ସେହି ମାନଙ୍କ ଦ୍ଵାରା ସ୍ପର୍ଶ କରାଯାଏ

ଯେଉଁ ମାନେ ଏହାର ହକଦାର କେବଳ ଦଳ ଯିଏ ପଦବୀ ଜିତିଥିବା ଖେଳାଳି ସେହି ମାନଙ୍କୁ ସ୍ପର୍ଶ କରିବା ଉଚିତ୍ । ବୋଧ ହୁଏ ପ୍ରଧାନମନ୍ତ୍ରୀ ଏହି କାରଣରୁ ଟ୍ରଫି କୁ ସ୍ପର୍ଶ କରିନଥିଲେ ଏବଂ ରୋହିତ ରାହୁଲଙ୍କ ହାତ ଧରିଥିଲେ । ତେବେ ଆପଣଙ୍କ ମତ କଣ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ।

Leave a Reply

Your email address will not be published. Required fields are marked *