ବନ୍ଧୁଗଣ କଣ ଆପଣଙ୍କ ଜୀବନରେ ସର୍ବଦା ଧନ ଜନିତ ସମସ୍ୟା ଲାଗି ରହିଛି କି ଆପଣଙ୍କ ଗୃହରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହୁଛି କି ଆପଣ କରଜର ଭାରରେ ବୁଡ଼ି ରହିଛନ୍ତି କି ଆପଣଙ୍କ ଜୀବନରେ ଦୁଃଖ କଷ୍ଟର ଅନ୍ତ ହେଉ ନାହିଁ କି ତେବେ କୌଣସି ଦିନ କରିଦିଅନ୍ତୁ ଗୁଜୁରାତି ବା ଇଲାଇଜିର ମହା ଉପାୟ ଜୀବନରେ ସମସ୍ତ କଷ୍ଟରୁ ତୁରନ୍ତ ମୁକ୍ତି ମିଳିଯିବ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ନା କେବଳ ଧନର ବର୍ଷା ବରଂ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯିବ ।
ଆପଣ ଯଦି ଜରଜର ଭାରରେ ଫସି ରହିଛନ୍ତି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଦ ଦେଉ ନାହିଁ ଆପଣଙ୍କ ଆର୍ଥିକ ସମସ୍ୟା ଦେଖା ଦେଉଛି ଆପଣ କେବଳ ତନ୍ତ୍ର ଶାସ୍ତ୍ର ଅନୁସାରେ ଆପଣ ଗୁଜୁରାତି ର ଏହି ଉପାୟକୁ କରି ଦିଅନ୍ତୁ । ଯାହା ବିଷୟରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ଏହା ଦ୍ଵାରା ଅପାଣଙ୍କ ଜନ୍ମ ଜନ୍ମାନ୍ତର ଗରିବୀ ଦୂର ହୋଇଯିବ ଧନ ଆସିବାର ସମସ୍ତ ରାସ୍ତା ଖୋଲିଯିବ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ ତେବେ ଆସନ୍ତୁ ଜାଣିବା ଏଲାଇଜିକୁ ପ୍ରୟୋଗ କରି ଆପଣ କିପରି ଧନବାନ ବନି ପାରିବେ ।
ବନ୍ଧୁଗଣ ଏଲାଇଜିକୁ ଶୁକ୍ରଗ୍ରହର କାରକ ମନା ଯାଇଥାଏ ଶୁକ୍ରଗ୍ରହଙ୍କ ନିୟନ୍ତ୍ରଣ ମା ଲକ୍ଷ୍ମୀଙ୍କ ହାତରେ ରହିଥାଏ ଆମ ତନ୍ତ୍ର ଶାସ୍ତ୍ରରେ ସଫା ସଫା ଲେଖା ହୋଇଛି ଯେଉଁ ବ୍ୟକ୍ତିଙ୍କ ଶୁକ୍ରଗ୍ରହ ତାଙ୍କର ସାଦ ଦେଇଥାଏ ସେହି ବ୍ୟକ୍ତିଙ୍କ ଉପରେ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ବନି ରହିଥାଏ । ବରଂ ସେହି ବ୍ୟକ୍ତିକୁ କୋଟିପତି ବନାଇ ବାରେ କେହିବି ରୋକିପରିବେ ନାହିଁ | ଯେକୌଣସି ଶୁକ୍ରବାର ଦିନ ଆପଣ ସ୍ନାନ କରନ୍ତୁ ଏବଂ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ କାରଣ ମା ଲକ୍ଷ୍ମୀଙ୍କର ନାଲି ରଙ୍ଗ ବହୁତ ପ୍ରିୟ ହୋଇଥାଏ
ଆପଣ ବସ୍ତ୍ର ପରିଧାନ କରିବା ପରେ ଆପଣଙ୍କ ଘରର ପୂଜା ଘରେ ଯେଉଁଠାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫୋଟ ଅଛି ତା ସାମ୍ନାରେ ବସି ଯାଆନ୍ତୁ ଏବଂ ଗୋଟିଏ ଦୀପ ଜଳାନ୍ତୁ ଆପଣଙ୍କ ହାତରେ ଏକ ଏଲାଇଜି ରଖନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ସେହି ମନ୍ତ୍ରକୁ ଜପ କରନ୍ତୁ ଯେଉଁ ମନ୍ତ୍ର ଆମେ କହୁଅଛୁ “ଓଁ ମହା ଲକ୍ଷ୍ମୀ ନମ” ଏହି ମନ୍ତ୍ରକୁ ଏଗାର ଥର ଜପ କରନ୍ତୁ ତାପରେ ସେହି ମନ୍ତ୍ରକୁ ବ୍ୟାଗରେ ରଖି ଦିଅନ୍ତୁ କିମ୍ବା ଘରେ ରଖିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କ ଖର୍ଚ୍ଚ କମି ଯିବ ଧନ ସଞ୍ଚୟ ହେବା ଆରମ୍ଭ ହୋଇଯିବ ଆପଣଙ୍କ ମନି ପର୍ସ ସର୍ବଦା ପଇସାରେ ଭରି ହୋଇ ରହିବ ।